Home ଗୀତସଂହିତା 66 · ଓଡ଼ିଆ ବାଇବେଲ

ଗୀତସଂହିତା

Chapter 66

ଓଡ଼ିଆ ବାଇବେଲ
1ହେ ପୃଥିବୀର ସକଳ ବସ୍ତୁ। ପରମେଶ୍ବରଙ୍କ ଉଦ୍ଦେଶ୍ଯରେ ଆନନ୍ଦ ଧ୍ବନି କର!
2ତାହାଙ୍କ ନାମର ମହିମା ଗାନ କର। ସ୍ତୁତି ଗାନ କରି ଗୌରବାନ୍ବିତ କର।
3ପରମେଶ୍ବରଙ୍କୁ କୁହ, ତୁମ୍ଭର କାର୍ୟ୍ଯ ଆଶ୍ଚର୍ୟ୍ଯଜନକ ଅଟେ। ପରମେଶ୍ବର ତୁମ୍ଭର ଶକ୍ତି ମହାନ୍ ! ତୁମ୍ଭର ଶତ୍ରୁମାନେ ତୁମ୍ଭ ସମ୍ମୁଖରେ ନତମସ୍ତକ ହୁଅନ୍ତି। ସମାନେେ ତୁମ୍ଭକୁ ଭୟ କରନ୍ତି!
4ସମୁଦାଯ ପୃଥିବୀ ତୁମ୍ଭର ପ୍ରଣାମ କରୁ ଏବଂ ସମୁଦାଯ ଲୋକ ତୁମ୍ଭର ନାମ ପ୍ରଶଂସା ଗାନ କରନ୍ତୁ। ପ୍ରେତ୍ୟକକ ବ୍ଯକ୍ତି ଗୀତ ଦ୍ବାରା ତୁମ୍ଭର ନାମକୁ ପ୍ରଶଂସା କରନ୍ତୁ।
5ଦେଖ, ଯେଉଁ ସବୁ କାର୍ୟ୍ଯ ପରମେଶ୍ବର କରିଛନ୍ତି। ସେ ସମସ୍ତ କାର୍ୟ୍ଯ ଆମ୍ଭମାନଙ୍କୁ ଆଶ୍ଚର୍ୟ୍ଯ କରେ।
6ପରମେଶ୍ବର ପର୍ୟ୍ଯାଯକ୍ରମେ ସମୁଦ୍ରକୁ ଶୁଖାଇ ଥିଲେ। ତାଙ୍କର ଲୋକ ନଦୀକୁ ଅତିକ୍ରମ କରି ଚାଲିଲେ।
7ପରମେଶ୍ବର ତାଙ୍କର ମହାନ୍ ଶକ୍ତିରେ ପୃଥିବୀରେ ଶାସନ କରନ୍ତି। ପରମେଶ୍ବର ଜାତିଗଣକୁ ନିରୀକ୍ଷଣ କରନ୍ତି। ତାଙ୍କ ବିପକ୍ଷରେ ଜିଦ୍ଖୋର ହାଇେ ବିଦ୍ରୋହୀ ଭାବେ ଛିଡ଼ା ହବୋ ଉଚିତ୍ ନୁହେଁ।
8ହେ ମାନବ ସମାଜ, ଆମ୍ଭ ପରମେଶ୍ବରଙ୍କର ପ୍ରଶଂସାଗାନ କର। ଉଚ୍ଚ ସ୍ବରରେ ତାଙ୍କର ମହିମା ଗାନ କର।
9ପରମେଶ୍ବର ଆମ୍ଭମାନଙ୍କୁ ଜୀବନ ଦେଲେ ଏବଂ ଆମ୍ଭକୁ ଖସିୟିବାକୁ ଅନୁମତି ଦଇେ ନାହାନ୍ତି।
10ହେ ପରମେଶ୍ବର, ତୁମ୍ଭେ ଆମ୍ଭକୁ ଲୋକ ବୋଲି ପରୀକ୍ଷା କରିଅଛ। ୟପରେି ଅଗ୍ନିରେ ଲୋକମାନେ ରୂପକୁ ପରୀକ୍ଷା କରନ୍ତି।
11ପରମେଶ୍ବର ତୁମ୍ଭେ ଆମ୍ଭମାନଙ୍କୁ ଜାଲରେ ପକାଇଅଛ। ତୁମ୍ଭେ ଆମ୍ଭକୁ ଭାଗୀ ବୋଝ ଦଇେଅଛ।
12ତୁମ୍ଭେ ଆମ୍ଭର ଶତ୍ରୁମାନଙ୍କୁ ସମାନଙ୍କେର ଘୋଡ଼ାରେ ଚଢ଼ି ଆମ୍ଭମାନଙ୍କ ମସ୍ତକ ଉପରେ ୟିବାକୁ ଦଇେଛ। ତୁମ୍ଭେ ଅଗ୍ନି ଓ ଜଳ ମଧ୍ଯ ଦଇେ ଚାଲିବାକୁ କହିଛ। କିନ୍ତୁ ତୁମ୍ଭେ ଆମ୍ଭମାନଙ୍କୁ ସୁରକ୍ଷିତ ସ୍ଥାନକୁ ନଇେ ଆସିଛ।
13ତଣେୁ, ମୁଁ ତୁମ୍ଭ ପବିତ୍ର ମନ୍ଦିରକୁ ହାମବେଳି ନଇେ ଆସିବି। ଯେତବେେଳେ ମୁଁ ସଂଙ୍କଟରେ ଥିଲି, ମୁଁ ତୁମ୍ଭର ସାହାୟ୍ଯ ପାଇଁ ଅନୁ ରୋଧ କରିଥିଲି।
14ମୁଁ ତୁମ୍ଭ ଆଗରେ ଶପଥ କରିଛି। ବର୍ତ୍ତମାନ ମୁଁ କରିଥିବା ଶପଥ ତୁମ୍ଭକୁ ସମର୍ପଣ କରୁଛି।
15ମୁଁ ତୁମ୍ଭକୁ ମାଂସାଳ ପଶୁମାନଙ୍କୁ ପାପାର୍ଥକବଳି ଆକାରରେ ପ୍ରଦାନ କରିବି। ମୁଁ ମଷେ ସହିତ ସମାନଙ୍କେର ସୁଗନ୍ଧି ପ୍ରଦାନ କରିବି। ମୁଁ ଛାଗ ସଙ୍ଗେ ବୃଷ ବଳିଦାନ କରିବି।
16ହେ ସମସ୍ତ ଲୋକ ଯେଉଁମାନେ ପରମେଶ୍ବରଙ୍କୁ ଉପାସନା କର, ଆସ ଏବଂ ମୁଁ ତୁମ୍ଭମାନଙ୍କୁ କହିବି ପରମେଶ୍ବର ମାେ ପାଇଁ କ'ଣ ସବୁ କରିଛନ୍ତି।
17ମୁଁ ତାଙ୍କୁ ପ୍ରାର୍ଥନା କରିଥିଲି। ମୁଁ ତାଙ୍କର ପ୍ରଶଂସା କରିଥିଲି।
18ମୁଁ ୟବେେ ମାରେ ମନ ମଧ୍ୟରେ ଅଧର୍ମକୁ ଆଦର କରେ। ତବେେ ମାରେ ପ୍ରଭୁ ମାରେ କଥା ଶୁଣିବେ ନାହିଁ।
19ପରମେଶ୍ବର ମାରେ କଥା ଶୁଣିଅଛନ୍ତି। ପରମେଶ୍ବର ମାରେ ପ୍ରାର୍ଥନା ଗ୍ରହଣ କରିଛନ୍ତି।
20ପରମେଶ୍ବରଙ୍କର ପ୍ରଶଂସା କର !ପରମେଶ୍ବର ମାେ ପାଖରୁ ମୁହଁ ଫରୋଇ ନାହାନ୍ତି। ସେ ମାରେ ପ୍ରାର୍ଥନା ଶୁଣିଛନ୍ତି। ପରମେଶ୍ବର ତାଙ୍କର ପ୍ରମେ ମାେତେ ଦଖାଇେଛନ୍ତି।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme