Home ଗୀତସଂହିତା 56 · ଓଡ଼ିଆ ବାଇବେଲ

ଗୀତସଂହିତା

Chapter 56

ଓଡ଼ିଆ ବାଇବେଲ
1ହେ ପରମେଶ୍ବର, ମାେତେ ଦୟା କର। ଲୋକମାନେ ମାେତେ ଆକ୍ରମଣ କରିବାକୁ ଉଦ୍ଯମ କଲେ। ସମାନେେ ନିରନ୍ତର ଭାବରେ ମାେତେ ଅନୁଧାବନ କରୁଛନ୍ତି ଓ ୟୁଦ୍ଧ କରି ଆସୁଛନ୍ତି।
2ମାରେ ଶତ୍ରୁମାନେ ନିରନ୍ତର ଭାବରେ ମାେତେ ଆକ୍ରମଣ କରିବାକୁ ଉଦ୍ଯମ ସହେି ୟୋଦ୍ଧାମାନଙ୍କର ସଂଖ୍ଯା ବହୁତ। ହେ ସର୍ବୋପରିସ୍ଥ ପରମେଶ୍ବର
3ମୁଁ ଭୀତ ହବୋ ସମଯରେ ତୁମ୍ଭ ଉପରେ ନିର୍ଭର କରେ।
4ପରମେଶ୍ବରଙ୍କ ଉପରେ ମୁଁ ନିର୍ଭର କରେ। ତାଙ୍କର ପ୍ରତିଜ୍ଞା ପାଇଁ ମୁଁ ତାଙ୍କୁ ପ୍ରଶଂସା କରେ। ମୁଁ ପରମେଶ୍ବରଙ୍କ ଉପରେ ନିର୍ଭର କରେ, ତଣେୁ ମୁଁ ଭୟ କରିବି ନାହିଁ। ଲୋକମାନେ ମାେତେ କ'ଣ କରିପାରିବେ ?
5ମାରେ ଶତ୍ରୁମାନେ ମାରେ କଥାକୁ ରୂପ ବଦଳାଇ ବିପରୀତ ଅର୍ଥ କରୁଛନ୍ତି। ସମାନେେ ମାେତେ ସର୍ବଦା କୁମନ୍ତ୍ରଣାରେ ଅନିଷ୍ଟ କରୁଛନ୍ତି।
6ସମାନେେ ମାେତେ ହତ୍ଯା କରିବାର ଆଶା ନଇେ ଲୁଚି ରହନ୍ତି ଓ ମାରେ ପ୍ରେତ୍ୟକକ ଗତିବିଧି ଲକ୍ଷ୍ଯ କରନ୍ତି।
7କାରଣ ସମାନଙ୍କେର ଅଧର୍ମ ପାଇଁ, ସମାନଙ୍କେୁ ପଳାଇ ୟିବାକୁ ଦିଅ ନାହିଁ। ପରମେଶ୍ବର !ତୁମ୍ଭ କୋର୍ଧରେ ସହେି ଜାତିଗଣକୁ ନିମ୍ନ ଆଡ଼କୁ ନଇେଆସ।
8ତୁମ୍ଭେ ନିଶ୍ଚଯ ମାରେ ଦୁଃଖର ହିସାବ ରଖିଥିବି। ତୁମ୍ଭେ ନିଶ୍ଚିତଭାବରେ ଜାଣିଥିବ ୟେ, ମୁଁ କେତେ କ୍ରନ୍ଦନ କଲି। ନିଶ୍ଚିତରେ ତୁମ୍ଭେ ମାରେ ସମସ୍ତ ଅଶ୍ରୁଜଳରେ ହିସାବ ରଖିଛ।
9ମୁଁ ଜାଣେ କେତବେେଳେ ମୁଁ ସାହାୟ୍ଯ ପାଇଁ ଡ଼ାକିବି, ମାରେ ଶତ୍ରୁଗଣ ବୁଲିପଡ଼ିବେ ଏବଂ ଦୌଡ଼ିବେ। ମୁଁ ତାହା ଜାଣେ କାରଣ ତୁମ୍ଭେ ମାରେ ପରମେଶ୍ବର।
10ମୁଁ ପରମେଶ୍ବରଙ୍କ ବାକ୍ଯର ପ୍ରଶଂସା କରିବି। ସଦାପ୍ରଭୁ ମାେତେ କରିଥିବା ପ୍ରତିଜ୍ଞା ପାଇଁ ମୁଁ ତାଙ୍କର ପ୍ରଶଂସା କରିବି।
11ପରମେଶ୍ବରଙ୍କ ଉପରେ ମୁଁ ନିର୍ଭର କରେ। ତଣେୁ ମୁଁ ଭୟ କରିବି ନାହିଁ। ଲୋକମାନେ ମାରେ କ'ଣ କରିବେ !
12ହେ ପରମେଶ୍ବର, ତୁମ୍ଭ ନିକଟରେ କରିଥିବା ପ୍ରତିଜ୍ଞା, ମୁଁ ପୂରଣ କରିବି। ମୁଁ ତୁମ୍ଭକୁ ଧନ୍ଯବାଦ ରୂପକ ନବୈେଦ୍ଯ ଦବେି।
13କାରଣ ତୁମ୍ଭେ ମାେତେ ମୃତ୍ଯୁମୁଖରୁ ରକ୍ଷା କରିଛ, ମାେତେ ପରାସ୍ତ ହବୋରୁ ଉଦ୍ଧାର କରିଛ। ତଣେୁ ମୁଁ ପରମେଶ୍ବରଙ୍କ ଉପସ୍ଥିତିରେ ଚାଲିବି, ଜୀବନ ପ୍ରଦାନକାରୀ ରଶ୍ମି ତୁଲ୍ଯ। ଯେଉଁ ରଶ୍ମି ମାେତେ ଜୀବନ ପ୍ରଦାନ କରିଅଛି, ସହେି ପରମେଶ୍ବରଙ୍କ ପାଇଁ ବଞ୍ଚିବି।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme