Home ଏଜ୍ରା 1 · ଓଡ଼ିଆ ବାଇବେଲ

ଏଜ୍ରା

Chapter 1

ଓଡ଼ିଆ ବାଇବେଲ
1ପ୍ରଥମ ବର୍ଷ ରେ କୋରସ ପାରସ୍ଯର ରାଜା ଥିଲେ। ସଦାପ୍ରଭୁ ତାଙ୍କୁ ଏକ ଘାଷେଣା ପତ୍ର ଲେଖିବା ପାଇଁ ଉତ୍ସାହିତ କରିଥିଲେ ଓ ଉକ୍ତ ଘାଷେଣାନାମାକୁ ତାଙ୍କ ରାଜ୍ଯର ଗ୍ଭରିଆଡେ ପଢି ଶୁଣାଇ ଥିଲେ। ଯିରିମିୟଙ୍କ ଦ୍ବାରା କୁହାୟାଇଥିବା ସଦାପ୍ରଭୁଙ୍କର ବାକ୍ଯ ପୂରଣ କରିବାକୁ ଏହା ଥିଲା। ସହେି ଘାଷେଣା ନାମାଟି ଏହିପରି ଥିଲା।
2ପାରସ୍ଯର ରାଜା କୋରସ ଏହିପରି କହିଛନ୍ତି: ସଦାପ୍ରଭୁ, ସ୍ବର୍ଗର ପରମେଶ୍ବର, ପୃଥିବୀର ସମସ୍ତ ରାଜ୍ଯ ମାେତେ ପ୍ରଦାନ କରିଛନ୍ତି। ଏବଂ ସଦାପ୍ରଭୁ ମାେତେ ଯିହୁଦା ରାଜ୍ଯର ୟିରୁଶାଲମଠା ରେ ତାହାଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରିବା ପାଇଁ ନିରୂପଣ କରିଛନ୍ତି।
3ତାଙ୍କ ସମସ୍ତ ଲୋକମାନଙ୍କ ମଧ୍ଯରୁ ତୁମ୍ଭମାନଙ୍କ ଭିତରୁ ଯେ କହେି ହୁଅନା, ତାର ପରମେଶ୍ବର ତା ସହିତ ରୁହନ୍ତୁ। ଯିହୁଦାସ୍ଥିତ ୟିରୁଶାଲମ ପର୍ୟ୍ଯନ୍ତ ତାକୁ ୟିବାକୁ ଦିଅ ଏବଂ ତାକୁ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ମନ୍ଦିର ନିର୍ମାଣ କରିବାକୁ ଦିଅ। ସେ ହିଁ ପରମେଶ୍ବର ୟିଏକି ୟିରୁଶାଲମ ରେ ଅଛନ୍ତି।
4ଆଉ ଯେ କୌଣସି ଲୋକ ଅନ୍ୟଠା ରେ ବାସ କରୁଛନ୍ତି, ସହେି ସ୍ଥାନର ଲୋକମାନେ ୟିରୁଶାଲମସ୍ଥ ପରମେଶ୍ବରଙ୍କ ମନ୍ଦିର ନିମନ୍ତେ ସ୍ବଇଛା ରେ ଦତ୍ତ ନବୈେଦ୍ଯ ଛଡା ରୂପା, ସୁନା, ନାନାଦ୍ରବ୍ଯ ଓ ପଶୁ ଦିଅନ୍ତି।
5ଯିହୁଦା ଏବଂ ବିନ୍ଯାମୀନ ପରିବାରବର୍ଗର ମୁଖିଆମାନେ, ଯାଜକଗଣ ଓ ଲବେୀୟମାନେ ୟିରୁଶାଲମକୁ ୟିବାପାଇଁ ପ୍ରସ୍ତୁତ ହେଲ। ସମାନେେ ସଠାେକୁ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବା ପାଇଁ ଗଲେ। ପରମେଶ୍ବର ଯେଉଁମାନଙ୍କ ମନ ରେ ପ୍ରବୃତ୍ତ ଦଇେଥିଲେ, ସମାନଙ୍କେ ସହିତ ପ୍ରେତ୍ୟକକ ଲୋକ ୟିବାପାଇଁ ପ୍ରସ୍ତୁତ ହେଲେ।
6ସମାନଙ୍କେର ପଡ଼ୋଶୀମାନେ ସମାନଙ୍କେୁ ରୂପା, ସୁନା, ପଶୁ ଏବଂ ଅନ୍ଯାନ୍ଯ ବହୁମୂଲ୍ଯ ଦ୍ରବ୍ଯ ସ୍ବେଚ୍ଛାଦର ନବୈେଦ୍ଯ ସହିତ ଦେଲେ।
7ଆଉ ନବୂଖଦ୍ନିତ୍ସର ସଦାପ୍ରଭୁଙ୍କ ମନ୍ଦିରର ଯେ ସକଳ ପାତ୍ର ୟିରୁଶାଲମରୁ ଆଣି ଆପଣା ମିଥ୍ଯା ଦବେତାଗଣଙ୍କ ମନ୍ଦିର ରେ ରଖିଥିଲା, କୋରସ ରାଜା ତାହାସବୁ ବାହାର କରି ଆଣିଲା।
8ପାରସ୍ଯର ରାଜା କୋରସ୍ କୋଷାଧ୍ଯକ୍ଷ ମିତ୍ରଦାତକୁ ସମାନଙ୍କେୁ ଦେଲେ ଏବଂ ସେ ସମାନଙ୍କେୁ ଯିହୁଦାର ରାଜପୁତ୍ର ଶେଶବସରଙ୍କର ଉପସ୍ଥିତି ରେ ଗଣିଲେ।
9ମିତ୍ରଦାତର ସଦାପ୍ରଭୁଙ୍କର ମନ୍ଦିରରୁ ଯେଉଁ ସବୁ ବସ୍ତୁ ଆଣିଥିଲା, ସହେି ଦ୍ରବ୍ଯଗୁଡିକ ସଂଖ୍ଯା ଏହିପରି ଥିଲା: ସୁନାଥାଳୀ 30 ରୂପାଥାଳୀ 1,000 ଛୁରୀ29
10ସ୍ବର୍ଣ୍ଣମଯ ପାନପତ୍ର 30 ରେ ୗପ୍ୟମଯ ପାତ୍ର ମଧ୍ଯମ ପାନ ପାତ୍ର 410 ଅନ୍ଯାନ୍ଯ ପାତ୍ର 1,000
11ଏହି ସମସ୍ତ ମିଶି 5,400 ସ୍ବର୍ଣ୍ଣ ଓ ରୌପମଯ ପାତ୍ର ଥିଲା। ବନ୍ଦୀଲୋକମାନଙ୍କୁ ବାବିଲରୁ ୟିରୁଶାଲମକୁ ଅଣାୟିବା ସମୟରେ ଶେଶବସର ଏହିସବୁ ଦ୍ରବ୍ଯ ଆଣିଥିଲା।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme