Home ଗୀତସଂହିତା 41 · ଓଡ଼ିଆ ବାଇବେଲ

ଗୀତସଂହିତା

Chapter 41

ଓଡ଼ିଆ ବାଇବେଲ
1ଯେଉଁ ବ୍ଯକ୍ତି ଗରିବ ଲୋକମାନଙ୍କୁ ସାହାୟ୍ଯ କରେ, ସେ ଅନକେ ଆଶୀର୍ବାଦ ପାଇବାକୁ ସକ୍ଷମ ହୁଏ। ଯେତବେେଳେ ବିପଦ ଆସେ ସଦାପ୍ରଭୁ ସହେି ଲୋକକୁ ରକ୍ଷା କରନ୍ତି।
2ସଦାପ୍ରଭୁ ସହେି ଲୋକକୁ ରକ୍ଷା କରନ୍ତି ଓ ତା'ର ଜୀବନ ବଞ୍ଚାନ୍ତି। ସହେି ବ୍ଯକ୍ତି ପୃଥିବୀରେ ଆଶୀର୍ବାଦ ପାଏ। ପରମେଶ୍ବର ତା'ର ଶତ୍ରୁମାନଙ୍କ ଦ୍ବାରା ତାକୁ ଧ୍ବଂସ ହବୋକୁ ଦବେେ ନାହିଁ।
3ସହେି ବ୍ଯକ୍ତିଟି ଯେତବେେଳେ ଅସୁସ୍ଥ ହାଇେ ଖଟରେ ପଡ଼ିରହେ, ସଦାପ୍ରଭୁ ତାକୁ ବଳ ପ୍ରଦାନ କରନ୍ତି। ସହେି ବ୍ଯକ୍ତି ଅସୁସ୍ଥ ହାଇେ ବିଛଣାରେ ପଡ଼ିଲେ, ସଦାପ୍ରଭୁ ତାକୁ ନିଶ୍ଚଯ ଆରୋଗ୍ୟ କରନ୍ତି।
4ମୁଁ କହିଲି, ହେ ସଦାପ୍ରଭୁ, ମାେ ପ୍ରତି ଦୟା କର। ମୁଁ ତୁମ୍ଭ ବିରୁଦ୍ଧରେ ପାପ କରିଛି, ତଣେୁ ମାେତେ କ୍ଷମା ଦିଅ !ମାେ' ପ୍ରାଣକୁ ସୁସ୍ଥ କର।
5ମାରେ ଶତ୍ରୁମାନେ ମାେ ବିଷଯରେ ଖରାପ କଥା କହନ୍ତି। ସମାନେେ କୁହନ୍ତି, ସେ କବେେ ମରିବ ଓ ତାହାର ନାମ ସଂପୂର୍ଣ୍ଣରୂପେ ଲୋପ ପାଇବ।
6ଲୋକମାନେ ମାେ ନିକଟକୁ ଦଖାେ କରିବାକୁ ଆସନ୍ତି, କିନ୍ତୁ ସମାନେେ କିଛି କହନ୍ତି ନାହିଁ। ସମାନେେ କ'ଣ ସବୁ ପ୍ରକୃତରେ ଭାବନ୍ତି। ସମାନେେ ମାେ ନିକଟକୁ କିଛି ଖବର ଆଶାରେ ଆସନ୍ତି, ତା'ପରେ ସମାନେେ ଏଠାରୁ ଚାଲିୟାଇ ନାନା ଗୁଜବ ପ୍ରଚାର କରନ୍ତି।
7ମାରେ ଶତ୍ରୁମାନେ ଫୁସ୍ ଫୁସ୍ କରି ମାେ ବିଷଯରେ କଥା ହୁଅନ୍ତି। ସମାନେେ ମାେ ବିରୁଦ୍ଧରେ ଅନିଷ୍ଟ କଳ୍ପନା କରନ୍ତି।
8ସମାନେେ କହନ୍ତି, ସେ ବୋଧହୁଏ କିଛି ଖରାପ କାର୍ୟ୍ଯ କରିଛି ଓ ସେଥିପାଇଁ ବମାରେ ଅଛି। ମୁଁ ଆଶା କରୁଛି ସେ ଆଉ ଭଲ ହବେ ନାହିଁ।
9ମାରେ ଅନ୍ତରଙ୍ଗ ବନ୍ଧୁ ମାେ ସହିତ ଭୋଜନ କଲେ ଏବଂ ମୁଁ ତାଙ୍କୁ ବିଶ୍ବାସ କଲି। କିନ୍ତୁ ଦେଖ, ସେ ଆଜି ମାେ ବିରୁଦ୍ଧରେ ଯାଉଛନ୍ତି।
10ତଣେୁ ହେ ସଦାପ୍ରଭୁ, ମାେ ପ୍ରତି ଦୟା କର। ମାେତେ ସୁସ୍ଥ ହବୋକୁ ଦିଅ, ତହିଁରେ ମୁଁ ସମାନଙ୍କେୁ ଉପୟୁକ୍ତ ଜବାବ ଦବେି।
11ହେ ସଦାପ୍ରଭୁ ମାରେ ଶତ୍ରୁମାନଙ୍କୁ ମାେତେ ଆଘାତ କରିବାକୁ ସୁଯୋଗ ଦିଅ ନାହିଁ। ତାହା ହେଲେ ମୁଁ ଜାଣିବି ୟେ ତୁମ୍ଭେ ମାେ ପ୍ରତି ସନ୍ତୁଷ୍ଟ ଅଛ।
12ମୁଁ ନିରପରାଧ ଥିଲି। ତୁମ୍ଭେ ମାେତେ ସାହାୟ୍ଯ କରିଲ। ତୁମ୍ଭେ ମାେତେ ଛିଡ଼ା ହବୋକୁ ସୁଯୋଗ ଦଇେ ତୁମ୍ଭର ଚିରଦିନ ସବୋ କରିବାକୁ ସୁଯୋଗ ଦଲେ।
13ହେ ସଦାପ୍ରଭୁ, ତୁମ୍ଭେ ଇଶ୍ରାୟେଲର ପରମେଶ୍ବର। ତୁମ୍ଭେ ଅନାଦିକାଳରୁ ଥିଲ ଓ ଅନନ୍ତକାଳ ଧରି ରହିବ। ତୁମ୍ଭେ ଧନ୍ଯ। ଆମେନ୍, ଆମେନ୍।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme