Home ଗୀତସଂହିତା 42 · ଓଡ଼ିଆ ବାଇବେଲ

ଗୀତସଂହିତା

Chapter 42

ଓଡ଼ିଆ ବାଇବେଲ
1ହେ ପରମେଶ୍ବର, ହରିଣଟି ୟପରେି ପାଣି ପାଇଁ ସୋର୍ତ ଆଡ଼କୁ ଧାଏଁ ସପରେି ମାରେ ପ୍ରାଣ ତୁମ୍ଭ ଆଡ଼କୁ ଆକାଂକ୍ଷା କରେ।
2ମାରେ ପ୍ରାଣ ଜୀବନ୍ତ ପରମେଶ୍ବରଙ୍କ ନିମନ୍ତେ ତୃଷିତ। ମୁଁ କବେେ ପ୍ରଭୁଙ୍କ ଦର୍ଶନ ପାଇବି ?
3ମାରେ ଶତ୍ରୁମାନେ ନିରନ୍ତର ମାେ ପ୍ରତି ପରିହାସ କରୁଛନ୍ତି। ସମାନେେ କହନ୍ତି, ତୁମ୍ଭର ପରମେଶ୍ବର କାହାନ୍ତି ? ସେ କବେେ ତୁମ୍ଭକୁ ଉଦ୍ଧାର କରିବାକୁ ଆସିଛନ୍ତି କି ? ଭୋଜନ କରିବା ପରିବର୍ତେ କବଳେ ମୁଁ କାନ୍ଦେ।
4ଯେତବେେଳେ ମୁଁ ମନେ ପକାଏ, ମାରେ ହୃଦଯ ବିଦୀର୍ଣ୍ଣ ହାଇୟୋଏ। ସହେି ସୁଦିନ ଗୁଡ଼ିକୁ ୟାହା ମୁଁ ତୁମ୍ଭ ମନ୍ଦିରରେ କଟାଇଥିଲି। ଯେତବେେଳେ ଲୋକଭିଡ଼ ମଧ୍ୟରେ ମୁଁ ପରମେଶ୍ବରଙ୍କ ମନ୍ଦିରକୁ ଚାଲିଲି, ମୁଁ ମନେ ପକାଏ ସହେିସବୁ ଖୁସିର ଦିନଗୁଡ଼ିକ ଓ ପ୍ରଶଂସାର ଗୀତ ସବୁ ୟାହାକି ଲୋକମାନେ ପର୍ବପର୍ବାଣି ବେଳେ ଗାନ କରନ୍ତି।
5ହେ ମାରେ ପ୍ରାଣ କାହିଁକି ମୁଁ ଏତେ ବ୍ଯାକୁଳ ? ମୁଁ ପରମେଶ୍ବରଙ୍କ ସହାୟତା ପାଇଁ ଅପେକ୍ଷା କରିବି। ମୁଁ ତାଙ୍କୁ ପ୍ରଶଂସା କରିବାକୁ ସୁଯୋଗ ପାଇବି। ସେ ମାେତେ ରକ୍ଷା କରିବେ।
6ହେ ମାରେ ପରମେଶ୍ବର, ମାରେ ପ୍ରାଣ ଆଜି ଦୁଃଖିତ କାରଣ ଏହି ସ୍ଥାନରୁ ଏହି େଛାଟିଆ ପାହାଡ଼ରୁ ତୁମ୍ଭକୁ ମନେ ପକାଉଛି। ଯେଉଁଠାରେ ହର୍ମୋଣ ପର୍ବତ ଓ ୟର୍ଦ୍ଦନ ନଦୀ ପରସ୍ପରକୁ ଭଟେନ୍ତି।
7ପୃଥିବୀର ଗଭୀରରୁ ଆସୁଥିବା ପାଣିର ଗର୍ଜନ ମୁଁ ଶୁଣେ। ଯେତବେେଳେ ଜଳପ୍ରପାତ ଓଲଟ ପାଲଟ ହାଇୟୋଏ, ନିମ୍ନଭାଗର ଜଳ ସୋର୍ତ ଶବ୍ଦ କରେ। ସଦାପ୍ରଭୁ, ତୁମ୍ଭର ଢ଼େଉଗୁଡ଼ିକ ଗୋଟିଏ ପରେ ଗୋଟିଏ ଆସେ, ମାରେ ଚତୁଃପାଶର୍‌ବରେ ଚୂର୍ଣ୍ଣ ହାଇୟୋଏ ଓ ମାେତେ ଟପିୟାଏ।
8ରାତି ହେଉକି ଦିନ ସଦାପ୍ରଭୁ ତାଙ୍କର ପ୍ରକୃତ ପ୍ରମେ ଢ଼ାଳି ଦିଅନ୍ତି। ସହେି ଜୀବନ୍ତ ପରମେଶ୍ବରଙ୍କ ପାଇଁ ମାେ ନିକଟରେ ଏକ ଗୀତ ଅଛି।
9ମୁଁ ପରମେଶ୍ବରଙ୍କୁ କହିଲି, ତୁମ୍ଭେ ମାରେ ଦୃଢ଼ତାର ପଥର। ମୁଁ କ ହେ, ହେ ସଦାପ୍ରଭୁ କାହିଁକି ତୁମ୍ଭେ ମାେତେ ଭୁଲି ୟାଇଛ ? କାହିଁକି ମୁଁ ମାରେ ଶତ୍ରୁମାନଙ୍କ ପାଇଁ ଏତେ ଦୁଃଖିତ ?
10ମାରେ ଶତ୍ରୁମାନେ ନିରନ୍ତର ମାେତେ ଅପମାନିତ କରନ୍ତି ଓ ଏକ ଶକ୍ତ ଚାପୁଡ଼ା ଦିଅନ୍ତି, ଯେତବେେଳେ ସମାନେେ ମାେତେ ପଚାରନ୍ତି, ତୁମ୍ଭର ପରମେଶ୍ବର କେଉଁଠାରେ ଅଛନ୍ତି ? ସେ କ'ଣ ତୁମ୍ଭକୁ ଉଦ୍ଧାର କରିବାକୁ ଆସୁଛନ୍ତି?
11ହେ ମାରେ ପ୍ରାଣ ତୁମ୍ଭେ କାହିଁକି ଦୁଃଖିତ ହେଉଅଛ ? କାହିଁକି ମୁଁ ଏତେ ଅସ୍ଥିର ହେଉଅଛି ? ମୁଁ ପରମେଶ୍ବରଙ୍କ ସାହାୟ୍ଯ ପାଇଁ ଅପେକ୍ଷା କରିବି। ମୁଁ ପରମେଶ୍ବରଙ୍କୁ ପ୍ରଶଂସା କରିବାକୁ ସୁଯୋଗ ପାଇବି ଓ ସେ ମାେତେ ଉଦ୍ଧାର କରିବେ।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme