Home ଗୀତସଂହିତା 27 · ଓଡ଼ିଆ ବାଇବେଲ

ଗୀତସଂହିତା

Chapter 27

ଓଡ଼ିଆ ବାଇବେଲ
1ହେ ସଦାପ୍ରଭୁ ତୁମ୍ଭେ ମାରେ ଆ ଲୋକବର୍ତ୍ତିକା ଓ ମାରେ ତ୍ରାଣକର୍ତ୍ତା। ମୁଁ ତାହାଦ୍ବାରା ଭୟଭୀତ ହବେି ନାହିଁ। ସଦାପ୍ରଭୁଙ୍କ ଆଶ୍ରଯସ୍ଥଳ ମାେ ପାଇଁ ସବୁଠାରୁ ନିରାପଦସ୍ଥଳ। ତଣେୁ ମୁଁ କାହାରିକୁ ଭୟ କରିବି ନାହିଁ।
2ଦୁଷ୍ଟ ଲୋକମାନେ ହୁଏତ ମାେତେ ଆକ୍ରମଣ କରିପାରନ୍ତି, ସମାନେେ ମାରେ ଶରୀରକୁ ଆଘାତ କରିବାକୁ ଚାହାଁନ୍ତି। ମାରେ ଶତ୍ରୁମାନେ ମାେତେ ଆକ୍ରମଣ କରି ଧ୍ବଂସ କରିଦବୋକୁ ଚାହାଁନ୍ତି।
3ୟଦି ସମସ୍ତ ସନୋବାହିନୀ ମାରେ ଚାରି ଦିଗରୁ ମାେତେ ଘରେି ୟାଆନ୍ତି, ତବେେ ମୁଁ ଭୟ କରିବି ନାହିଁ। ୟଦି ମାେତେ ଲୋକମାନେ ୟୁଦ୍ଧ କ୍ଷେତ୍ରରେ ଆକ୍ରମଣ କରନ୍ତି, ତଥାପି ମୁଁ ଭୟଭୀତ ହବେି ନାହିଁ। କାରଣ ମୁଁ ସଦାପ୍ରଭୁଙ୍କୁ ବିଶ୍ବାସ କରେ।
4ମୁଁ ସଦାପ୍ରଭୁଙ୍କଠାରେ ଗୋଟିଏ ମାତ୍ର ବିଷଯ ପ୍ରାର୍ଥନା କରେ, ୟପରେି ମାରେ ଜୀବନସାରା ସଦାପ୍ରଭୁଙ୍କ ଉପାସନା ମନ୍ଦିରରେ ବସିବାକୁ ସୁଯୋଗ ପାଏ, ୟାହା ଫଳରେ କି ମୁଁ ସଦାପ୍ରଭୁଙ୍କ ସୌନ୍ଦର୍ୟ୍ଯକୁ ଦେଖିପାରିବି ଓ ତାଙ୍କ ପ୍ରାସାଦକୁ ଦର୍ଶନ କରିପାରିବି।
5ସଦାପ୍ରଭୁ ମାେତେ ନିଶ୍ଚଯ ବିପଦରୁ ରକ୍ଷା କରିବେ। ସେ ମାେତେ ତାଙ୍କ ମନ୍ଦିରରେ ଲୁଚାଇ ରଖିବେ। ସେ ମାେତେ ନଇେ ତାଙ୍କ ନିରାପଦ ସ୍ଥାନରେ ରଖିବେ।
6ମାରେ ଶତ୍ରୁମାନେ ମାେତେ ଘରେି ଗଲଣେି। କିନ୍ତୁ ମାରେ ସଦାପ୍ରଭୁ ସମାନଙ୍କେୁ ପରାସ୍ତ କରି ମାେତେ ରକ୍ଷା କରିବେ। ତା'ପରେ ମୁଁ ତାଙ୍କ ମନ୍ଦିରରେ ମାରେ ବଳିଦାନ ଅର୍ପଣ କରିବି। ମୁଁ ଆନନ୍ଦ ଧ୍ବନିରେ ବଳିଦାନ ଉତ୍ସର୍ଗ ଦବେି। ମୁଁ ଗୀତ ବୋଲି ସଦାପ୍ରଭୁଙ୍କର ମହିମା ବର୍ଣ୍ଣନା କରି ତାଙ୍କ ପ୍ରତି ଥିବା ସମ୍ମାନକୁ ନିବଦନେ କରିବି।
7ହେ ସଦାପ୍ରଭୁ, ମାରେ ଡ଼ାକ ଶୁଣ। ମାେତେ ଉତ୍ତର ଦିଅ ଓ ମାେ ପ୍ରତି ସଦଯ ହୁଅ।
8ହେ ସଦାପ୍ରଭୁ, ମୁଁ ତୁମ୍ଭ ସହିତ କଥା ହବୋକୁ ଚା ହେଁ। ମୁଁ ତୁମ୍ଭ ସହିତ ଅନ୍ତରର ଗଭୀରତମ ପ୍ରଦେଶରୁ କଥା ହବୋକୁ ଚା ହେଁ। ମୁଁ ତୁମ୍ଭ ନିକଟକୁ କହିବା ପାଇଁ ଆସିଛି।
9ହେ ପରମେଶ୍ବର, ମାେ ଠାରୁ ଆପଣା ମୁଖ ଲୁଚାଅ ନାହିଁ। ମାେତେ ସାହାୟ୍ଯ କର। ମାେତେ ଦୂର କର ନାହିଁ। ମାେତେ ପରିତ୍ଯାଗ କର ନାହିଁ। ମାରେ ପରମେଶ୍ବର, ତୁମ୍ଭେ ହିଁ ମାରେ ତ୍ରାଣକର୍ତ୍ତା।
10ମାରେ ପିତାମାତା ମାେତେ ଛାଡ଼ି ଚାଲିଗଲେ। କିନ୍ତୁ ସଦାପ୍ରଭୁ ମାେତେ ଲାଳନପାଳନ କରିବେ।
11ହେ ସଦାପ୍ରଭୁ, ମାରେ ଶତ୍ରୁମାନେ ଅଛନ୍ତି। ତଣେୁ ମାେତେ ନ୍ଯାଯମାର୍ଗ ପ୍ରଦର୍ଶନ କର। ମାେତେ ସରଳ ମାର୍ଗରେ ୟିବାକୁ ଶିକ୍ଷା ଦିଅ।
12ମାରେ ଶତ୍ରୁମାନେ ମାେତେ ଆକ୍ରମଣ କରିଛନ୍ତି। ସମାନେେ ମାେ ବିଷଯରେ ମିଥ୍ଯା କହିଛନ୍ତି। ସମାନେେ ମାେତେ ମିଥ୍ଯା କହି ଆଘାତ ଦଇେଛନ୍ତି।
13ମୁଁ ପ୍ରକୃତରେ ବିଶ୍ବାସ କରେ ୟେ, ମୃତ୍ଯୁ ପୂର୍ବରୁ ମୁଁ ନିଶ୍ଚଯ ସଦାପ୍ରଭୁଙ୍କର ମହିମା ଦର୍ଶନ କରିବି।
14ସଦାପ୍ରଭୁଙ୍କ ସହାୟତା ପାଇଁ ଅପେକ୍ଷା କର, ବଳଶାଳୀ ଓ ସାହସୀକ ହୁଅ ଏବଂ ସଦାପ୍ରଭୁଙ୍କର ଅନୁସରଣ କର।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme