Home ଗୀତସଂହିତା 128 · ଓଡ଼ିଆ ବାଇବେଲ

ଗୀତସଂହିତା

Chapter 128

ଓଡ଼ିଆ ବାଇବେଲ
1ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି, ସମାନଙ୍କେର ପ୍ରେତ୍ୟକକ ବ୍ଯକ୍ତି ଧନ୍ଯ ଓ ସଦାପ୍ରଭୁଙ୍କର ପଥରେ ଚାଲନ୍ତି।
2ତୁମ୍ଭେ ଆପଣା ହସ୍ତକୃତ ପରିଶ୍ରମର ଫଳ ଭୋଗ କରିବ। ତୁମ୍ଭେ ସୁଖୀ ହବେ ଓ ତୁମ୍ଭର ମଙ୍ଗଳ ହବେ।
3ତୁମ୍ଭର ସ୍ତ୍ରୀ ତୁମ୍ଭ ଗୃହର ଅନ୍ତପୁରରେ ଫଳବତୀ ଦ୍ରାକ୍ଷାଲତା ତୁଲ୍ଯ ହବେ। ତୁମ୍ଭର ସନ୍ତାନମାନେ ତୁମ୍ଭ ମଜେର ଚାରିଆଡ଼େ ଜିତବୃକ୍ଷର ଚାରାପରି ହବେେ।
4ୟିଏ ସଦାପ୍ରଭୁଙ୍କୁ ସମ୍ମାନ ଦିଏ, ସେ ଏହି ପ୍ରକାର ଆଶୀର୍ବାଦ ପ୍ରାପ୍ତ ହବେ।
5ସଦାପ୍ରଭୁ ସିୟୋନରୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ। ଆଉ ୟିରୁଶାଲମ ସୁଖସମୃଦ୍ଧିକୁ ତୁମ୍ଭେ ସାରା ଜୀବନରେ ଅଂଶିଦାର ହୁଅ।
6ତୁମ୍ଭେ ଆପଣା ନାତିନାତୁଣୀଙ୍କୁ ଦେଖିପାର। ଇଶ୍ରାୟେଲ ଉପରେ ଶାନ୍ତି ବତ୍ତୁର୍।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme