ଆୟୁବ ପୁସ୍ତକ
Chapter 17
ଓଡ଼ିଆ ବାଇବେଲ1ମାରେ ଆତ୍ମା ଭାଙ୍ଗି ୟାଇଛି। ମୁଁ ସବୁ ତ୍ଯାଗ କରିବାକୁ ପ୍ରସ୍ତୁତ ଅଛି। ମାରଜେୀବନ ପ୍ରାଯ ନଷ୍ଟ ହାଇୟୋଇଛି। ମାେ ପାଇଁ କବର ଅପେକ୍ଷା କରିଛି।
2ଲୋକମାନେ ମାେ ଚାରିପାଖ ରେ ଛିଡ଼ା ହାଇେ ହସୁଛନ୍ତି। ମୁଁ ସମାନଙ୍କେୁ ଦେଖୁଛି ସମାନେେ ଯେତବେେଳେ ମାେତେ ପରିହାସ ଏବଂ ଅପମାନ କରୁଛନ୍ତି।
3ହେ ପରମେଶ୍ବର ତୁମ୍ଭେ ମାେତେ ଦଖାଇେ ଦିଅ ଯେ ତୁମ୍ଭେ ପ୍ରକୃତ ରେ ମାେତେ ସମର୍ଥନ କର। ଅନ୍ୟ କହେି ମାେତେ ସମର୍ଥନ ଦବେେ ନାହିଁ।
4ତୁମ୍ଭେ ମାରେ ବନ୍ଧୁମାନଙ୍କ ମନକୁ ବୁଝିବାକୁ ବାରଣ କରିଛ। ସେଥିପାଇଁ ସମାନେେ ଠିକ୍ ବୋଲି ତୁମ୍ଭେ ସମାନଙ୍କେୁ ଚିନ୍ତା କରିବାକୁ ଦବେ ନାହିଁ।
5ଯଦି କହେି ଗୋଟିଏ ପୁରସ୍କାର ପାଇଁ ସାଙ୍ଗ ବିରୁଦ୍ଧ ରେ କ ହେ, 'ତା'ର ପିଲାମାନଙ୍କର ଚକ୍ଷୁ ଫୁଟିଯାଉ।' କିନ୍ତୁ ମାରେ ବନ୍ଧୁଗଣ ମାେ ବିରୁଦ୍ଧ ରେ ଗଲେ।
6ପରମେଶ୍ବର ମାରେ ନାମକୁ ସମସ୍ତଙ୍କ ପାଇଁ ଏକ ଖରାପ ବାକ୍ଯ କରିଛନ୍ତି। ଲୋକେ ମାେ ମୁହଁ ରେ ଛପେ ପକାଉଛନ୍ତି।
7କାରଣ ମାରଦେୁଃଖ ଯୋଗୁଁ ମାରେ ଚକ୍ଷୁ ଅନ୍ଧ ପ୍ରାଯ ହାଇଗେଲାଣି। ମାରେଶରୀର ଛାଇପରି କ୍ଷୀଣ ହାଇଗେଲାଣି।
8ଭାଇ ଲୋକମାନେ ଏ ବିଷଯ ରେ ସ୍ତମ୍ଭିତ ହାଇେଛନ୍ତି। ନିରୀହ ଲୋକମାନେ ସହେିମାନଙ୍କ ଉପରେ କ୍ଷୁବ୍ଧ ହୁଅନ୍ତି, ଯେଉଁମାନେ ପରମେଶ୍ବରଙ୍କୁ ଖାତିର୍ କରନ୍ତି ନାହିଁ।
9କିନ୍ତୁ ଧାର୍ମିକ ଲୋକମାନେ କ୍ରମାଗତ ଭାବରେ ସତ୍ଯପଥରେ ରହିବେ। ନିରୀହ ଲୋକମାନେ ଆହୁରି ଶକ୍ତିଶାଳୀ ହବେେ।
10ବର୍ତ୍ତମାନ ତୁମ୍ଭମାନେେ ସମସ୍ତେ ଫରେିଆସ। ତୁମ୍ଭମାନଙ୍କ ଭିତରୁ କହେି ଜଣେ ଜ୍ଞାନୀ ଲୋକ ମୁଁ ପାଇ ପାରିବି ନାହିଁ।
11ମାରେ ଜୀବନ ସରିସରି ଆସୁଛି। ମାରେ ସମସ୍ତ ଯୋଜନା ପଣ୍ଡ ହାଇଗେଲା। ମାରେ ସବୁ ଆଶା ଧୂଳିସାତ ହେଲା।
12ମାରେ ମିତ୍ରଗଣ ସବୁ ସନ୍ଦହେ ରେ ଅଛନ୍ତି। ସମାନେେ ରାତିକୁ ଦିନ ବୋଲି ଭାବନ୍ତି। ସମାନେେ କହନ୍ତି, ଏହା ଶୀଘ୍ର ଆଲୋକିତ ହବେ, ଯେତବେେଳେ ଏହା ଅନ୍ଧକାର ହେଉଛି।
13ମୁଁ ହୁଏତ କବରକୁ ମାରେ ନୂଆ ଘର ବୋଲି ଆଶା କରିବି। ମୁଁ ଆଶା କରୁଛି, ମାରେ ବିଛଣା ଅନ୍ଧକାର ବିବରଣ କରିବି।
14ମୁଁ ସହେି କବର ସ୍ଥାନକୁ ' ମାରେ ପିତା ବୋଲି ସମ୍ ବୋଧନ କରିବି।' ସହେି ଜିଆପୋକ 'ମାେ ମା' ଓ 'ମାେ ଭଉଣୀ' ଭାବିବି।
15ଯଦି ତାହାହିଁ ମାରେ ଗୋଟିଏ ଆଶା, ତବେେ ମାରେ କୌଣସି ଆଶା ନାହିଁ। ଯଦି ତାହା ମାରେ ଆଶା ତବେେ ଲୋକ ମାେ'ଠା ରେ କୌଣସି ଭରସା ପାଇବେ ନାହିଁ।
16ମାରେ ଆଶା କ'ଣ ମାେ ସହିତ ମରିୟିବ ? ଏହା ମଧ୍ଯ କ'ଣ ମୃତ୍ଯୁ ତଳକୁ ୟିବ ? ଆମ୍ଭେ ମଧ୍ଯ କ'ଣ ମାଟି ତଳକୁ ଏକତ୍ରିତ ୟିବୁ?
Bible Study with Steffi App
Download Free ↗
Memorize verses with spaced repetition. Free, no ads, 15+ languages.