ଆୟୁବ ପୁସ୍ତକ
Chapter 11
ଓଡ଼ିଆ ବାଇବେଲ1ଏହାପରେ ନାମଥାଯ ସୋଫର ଆୟୁବକୁ ଉତ୍ତର ଦଇେ କହିଲା।
2ଏତେ ଶବ୍ଦର ବନ୍ଯାର କିଛି ଉତ୍ତର ଦିଆୟିବ ନାହିଁ କି। ଏହା କ'ଣ ଆୟୁବର ନିର୍ଦ୍ ଦୋଷତା ପ୍ରମାଣ କରୁଛି ? ନାଁ।
3ତୁମ୍ଭେ କ'ଣ ଭାବୁଛ ଆୟୁବ ଆମ୍ଭ ପାଖ ରେ ତୁମ୍ଭକୁ ଉତ୍ତର ଦବୋକୁ କିଛି ନାହିଁ। ତୁମ୍ଭେ ପରମେଶ୍ବରଙ୍କୁ ପରିହାସ କଲ, ଲୋକେ କ'ଣ ତୁମ୍ଭକୁ ଚତାବେନୀ ନ ଶୁଣାଇ ନୀରବ ରେ ତାହା ସହ୍ଯ କରିବେ।
4ଆୟୁବ ତୁମ୍ଭେ ପରମେଶ୍ବରଙ୍କୁ କହୁଛ, 'ମାରେ ୟୁକ୍ତିତର୍କ ସବୁ ଠିକ୍ ଏବଂ ମୁଁ ତୁମ୍ଭ ଦୃଷ୍ଟି ରେ ପବିତ୍ର।'
5ଆୟୁବ, ଆହା ସତ ରେ ଯଦି ପରମେଶ୍ବର ତୁମ୍ଭକୁ କଥା କହନ୍ତେ ଏବଂ କହନ୍ତେ ତୁମ୍ଭେ ଭଲ।
6ପରମେଶ୍ବର ତୁମ୍ଭକୁ ଜ୍ଞାନର ନିଗୂଢ଼ ରହସ୍ଯ ବିଷଯ ରେ କହନ୍ତେ ଏବଂ ସେ କହି ପାରନ୍ତେ କିପରି ଗୋଟିଏ ଗପର ଦୁଇଟି ପାଖ ରହିଛି। ଆୟୁବ ତୁମ୍ଭେ ଶୁଣ, ପରମେଶ୍ବର ତୁମ୍ଭକୁ ଦଣ୍ଡ ଦେଉ ନାହାଁନ୍ତି ଯେତିକି ସେ ତୁମ୍ଭକୁ ଦବୋ କଥା।
7ଆୟୁବ, ତୁମ୍ଭେ କ'ଣ ସତ ରେ ପରମେଶ୍ବରଙ୍କୁ ବୁଝିଅଛ ? ତୁମ୍ଭେ କ'ଣ ସତ ରେ ସର୍ବଶକ୍ତିମାନ ପ୍ରଭୁଙ୍କର ସୀମା ବୁଝିପାରୁଛ ?
8ସଗେୁଡ଼ିକ ସ୍ବର୍ଗ ଅପେକ୍ଷା ଉଚ୍ଚ ରେ। ସଗେୁଡ଼ିକ ବିଷଯ ରେ ତୁମ୍ଭେ କ'ଣ କରିପାରିବ ? ସଗେୁଡ଼ିକ କବର ଅପେକ୍ଷା ଗଭୀର। ତୁମ୍ଭେ ସହେି ବିଷଯ ରେ କ'ଣ ଜାଣ ?
9ପରମେଶ୍ବର ପୃଥିବୀଠାରୁ ଉଚ୍ଚ ଗରୀଯାନ ସମୁଦ୍ରଠାରୁ ଆହୁରି ଗଭୀର।
10ଯଦି ପରମେଶ୍ବର ତୁମ୍ଭକୁ ବନ୍ଦୀକରି ବିଚାର ସଭା ରେ ଉପସ୍ଥାପିତ କରାନ୍ତି, କିଏ ତାକୁ ବାରଣ କରିବ।
11ସତ ରେ ପରମେଶ୍ବର ଜାଣନ୍ତି କିଏ ଅ ଯୋଗ୍ଯ। ପରମେଶ୍ବର ଯେତବେେଳେ ମନ୍ଦ ବିଷଯ ଦେଖନ୍ତି, ସେ ତାହା ମନେ ପକାନ୍ତି।
12ଗୋଟାଏ ବଣୁଆ ଗଧ ମଣିଷକୁ ଜନ୍ମ ଦଇପୋ ରେ ନାହିଁ। ଜଣେ ବୋକା କବେେ ଜ୍ଞାନୀ ହାଇପୋରିବ ନାହିଁ।
13କିନ୍ତୁ ଆୟୁବ ତୁମ୍ଭେ ଯଥାର୍ଥରୂପେ ଅନ୍ତରର ସହିତ ପରମେଶ୍ବରଙ୍କ ସବୋପାଇଁ ପ୍ରସ୍ତୁତ ହବୋ ଉଚିତ। ଏବଂ ତାଙ୍କ ଉପାସନା ପାଇଁ ତୁମ୍ଭର ଦୁଇହାତ ପ୍ରସାରିତ କର।
14ଯଦି ତୁମ୍ଭ ହାତ ରେ ପାପ ବା ଅଧର୍ମ ଥାଏ ତା' ହେଲେ ତାକୁ ଦୂର କର ଓ ଅନ୍ଯାଯକୁ ତୁମ୍ଭ ଗୃହ ରେ ବାସ କରିବାକୁ ଦିଅନାହିଁ।
15ତା'ପରେ ତୁମ୍ଭେ ଲଜ୍ଜ୍ଯାରହିତ ହାଇେ ପରମେଶ୍ବରଙ୍କୁ ଦେଖି ପାରିବ ଏବଂ ତୁମ୍ଭେ ବିନା ଭୟ ରେ ପରମେଶ୍ବରଙ୍କ ଆଗ ରେ ଶକ୍ତିଶାଳୀ ହାଇେ ଛିଡ଼ା ହାଇେ ପାରିବ।
16ତା'ପରେ ତୁମ୍ଭେ ତୁମ୍ଭର ବିପଦକୁ ଭୁଲିୟିବ। ବହିଗଲା ଜଳ ପରି ତୁମ୍ଭର ସମସ୍ତ ଦୁଃଖ ଦୂର ହାଇଯେିବ।
17ତା'ପରେ ତୁମ୍ଭର ଜୀବନ ମଧ୍ଯାହ୍ନର ସୂର୍ୟ୍ଯ କିରଣଠାରୁ ଆହୁରି ନିର୍ମଳ ହବେ। ଜୀବନର ଅନ୍ଧକାରମଯ ସମୟଗୁଡ଼ିକ ପ୍ରଭାତର ସୂର୍ୟ୍ଯ ତୁଲ୍ଯ ଚକ୍ଚକ୍ ହବେ।
18ପରମେଶ୍ବର ତୁମ୍ଭର ଯତ୍ନ ନବେେ ଏବଂ ତୁମ୍ଭକୁ ଶାନ୍ତି ଦବେେ। ତା'ପରେ ତୁମ୍ଭେ ତୁମ୍ଭର ଚତୁଃପାଶର୍ବକୁ ଅନାଇବ ଏବଂ ନିରାପଦ ରେ ବିଶ୍ରାମ ନବେ।
19ତୁମ୍ଭେ ଶାନ୍ତି ରେ ଶାଇେପାରିବ! କହେି ତୁମ୍ଭକୁ ବିବ୍ରତ କରିପାରିବେ ନାହିଁ। ତୁମ୍ଭର ସାହାୟ୍ଯ ପାଇଁ ବହୁ ଲୋକ ତୁମ୍ଭ ନିକଟକୁ ଆସିବେ।
20ଦୁଷ୍ଟ ଲୋକମାନଙ୍କର ଚକ୍ଷୁ ସମାନଙ୍କେୁ ବିଫଳତା ଦବେ। ଦୁଷ୍ଟ ଲୋକ ସାହାୟ୍ଯ ପାଇଁ ହାତ ବଢ଼ାଇ ପାରନ୍ତି। କିନ୍ତୁ ସମାନେେ ତାଙ୍କ ଅସୁବିଧାରୁ ରକ୍ଷା ପାଇପାରିବେ ନାହିଁ। ସମାନଙ୍କେର ଆଶା କବଳେ ମୃତ୍ଯୁ ଆଡ଼କୁ ନଇୟୋଏ।
Bible Study with Steffi App
Download Free ↗
Memorize verses with spaced repetition. Free, no ads, 15+ languages.