Home ଆୟୁବ ପୁସ୍ତକ 16 · ଓଡ଼ିଆ ବାଇବେଲ

ଆୟୁବ ପୁସ୍ତକ

Chapter 16

ଓଡ଼ିଆ ବାଇବେଲ
1ତା'ପରେ ଆୟୁବ ଉତ୍ତର ଦଲୋ, ମୁଁ ଏସବୁ କଥା ପୂର୍ବରୁ ଶୁଣି ଅଛି।
2ତୁମ୍ଭେ ତିନି ଜଣ ମାେତେ ସାନ୍ତ୍ବନା ନ ଦଇେ ଦୁଃଖ ଦେଉଛ।
3ତୁମ୍ଭର ଶୂନ୍ଯ ବାକ୍ଯର କ'ଣ ଅନ୍ତ ହବେ ନାହିଁ। ତୁମ୍ଭକୁ ୟୁକ୍ତି କରିବାକୁ କ'ଣ ପ୍ରବର୍ତ୍ତାଉଛି ମାେତେ ଉତ୍ତର ଦିଅ।
4ମୁଁ ମଧ୍ଯ ସହେିଭଳି କଥା ତୁମ୍ଭକୁ କହିପା ରେ, ଯଦି ତୁମ୍ଭର ମାେଭଳି ବିପଦ ପଡ଼ିଥାନ୍ତା। ମୁଁ ମଧ୍ଯ ତୁମ୍ଭ ବିରୁଦ୍ଧ ରେ ବୁଦ୍ଧିମାନର ବାକ୍ଯ କହି ପାରନ୍ତି ଏବଂ ତୁମ୍ଭମାନଙ୍କ ପ୍ରତି ମାେ ମୁଣ୍ଡ ହଲାଇ ପାରନ୍ତି।
5କିନ୍ତୁ ମୁଁ ତୁମ୍ଭକୁ ମାରେ ବାକ୍ଯଦ୍ବାରା ଉତ୍ସାହିତ କରିଥାଆନ୍ତି, ସାନ୍ତ୍ବନା ଦଇେଥାଆନ୍ତି ଏବଂ ତୁମ୍ଭର କଷ୍ଟକୁ କମଇେ ଦଇେଥାଆନ୍ତି।
6ତଥାପି ମୁଁ ଯଦି କ ହେ, ମାେ ଦୁଃଖର ଉପଶମ ହେଉ ନାହିଁ ଏବଂ ଯଦି ମୁଁ ଚୁପ୍ ରହେ ତାହା ମଧ୍ଯ ମାେତେ ସାହାୟ୍ଯ କରେ ନାହିଁ।
7କିନ୍ତୁ ବର୍ତ୍ତମାନ ପରମେଶ୍ବର ପ୍ରକୃତ ରେ ମାେତେ ନିଃଶଷେ କରି ଦଇେଛନ୍ତି। ତୁମ୍ଭେ ମାରେ ପରିବାରକୁ ଧ୍ବଂସ କରିଛ।
8ତୁମ୍ଭେ ମାେ ଶରୀରକୁ ଜରାଜୀର୍ଣ୍ଣ କରିଛ। ସେଥିପାଇଁ ଲୋକମାନେ ମାେତେ ଦୋଷୀ ବୋଲି ଭାବୁଛନ୍ତି।
9ପରମେଶ୍ବର ମାେତେ ଆକ୍ରମଣ କରିଛନ୍ତି। ସେ ମାେ ଉପରେ କୋପ କରିବାକୁ ମାରେ ଶରୀର ଲୋତକରେ ଭିଜି ୟାଇଛି। ପରମେଶ୍ବର ମାେ ବିରୁଦ୍ଧ ରେ ତାଙ୍କ ଦାନ୍ତ ରଗଡ଼ନ୍ତି। ମାରେ ଶତ୍ରୁ ମାେତେ ଘୃଣା ଚକ୍ଷୁ ରେ ଦେଖନ୍ତି।
10ଲୋକମାନେ ମାେ ଚାରିକଡ଼ ରେ ଏକତ୍ରିତ ହାଇେଛନ୍ତି ଏବଂ ସମାନେେ ମାେତେ ଉପହାସ କରନ୍ତି, ଏବଂ ମାେ ଗାଲ ରେ ଚାପୁଡ଼ା ମାରନ୍ତି।
11ପରମେଶ୍ବର ମାେତେ ଦୁଷ୍ଟ ଲୋକଙ୍କ ହାତ ରେ ସମର୍ପି ଦଇେଛନ୍ତି। ସେ ଦୁଷ୍ଟ ଲୋକମାନଙ୍କୁ ମାେତେ ଆଘାତ କରିବାକୁ ଅନୁମତି ଦଇେଛନ୍ତି।
12ମାରେ ଗୋଟିଏ ଆରାମଦାୟକ ଜୀବନ ଥିଲା। ତା'ପରେ ସେ ମାେତେ ଚୂର୍ଣ୍ଣବିଚୂର୍ଣ୍ଣ କଲେ। ସେ ମାରେ ବକେକୁ ଧରି ମାେତେ େଛାଟ େଛାଟ ଖଣ୍ଡ କରି ଭାଙ୍ଗି ଦେଲେ। ସେ ଲକ୍ଷ୍ଯ ଅଭ୍ଯାସ ପାଇଁ ମାେତେ ବ୍ଯବହାର କଲେ।
13ପରମେଶ୍ବରଙ୍କ ତୀରବାହକମାନେ ମାରେ ଚତୁଃପାଶର୍‌ବ ରେ ଅଛନ୍ତି। ସେ ମାରେ ବୃକ୍କକୁ ଶରଦ୍ବାରା ବିଦ୍ଧ କରନ୍ତି। ସେ କୌଣସି ପ୍ରକାର ଦୟା ଦଖାେନ୍ତି ନାହିଁ। ସେ ମାରେ ଅନ୍ତନାଳୀକୁ ଭୂମିରେ ଫିଙ୍ଗି ଦିଅନ୍ତି।
14ପରମେଶ୍ବର ମାେତେ ବାରମ୍ବାର ଆକ୍ରମଣ କରନ୍ତି। ସେ ୟୁଦ୍ଧ କ୍ଷେତ୍ରର ସୈନିକ ପରି ମାେତେ ଆକ୍ରମଣ କରନ୍ତି।
15ମାରେ ଦୁଃଖ ରେ ମୁଁ ମାରେ ବସ୍ତ୍ର ଚଟରୁ ବସ୍ତ୍ର ତିଆରି କଲି। ଜଣେ ପରାଜିତ ଲୋକ ପରି ମୁଁ ଏହି ଧୂଳି ଓ ପାଉଁଶ ଉପରେ ବସୁଛି।
16କାନ୍ଦି କାନ୍ଦି ମାରେ ମୁହଁ ଲାଲ ପଡ଼ିଗଲାଣି। ମାରେ ଆଖିର ଚତୁର୍ଦ୍ଦିଗ ରେ କଳା କଳା ଦାଗ ଦିଶିଲାଣି।
17ମୁଁ ଜୀବନ ରେ କାହାପ୍ରତି ନିଷ୍ଠୁର ଆଚରଣ କରିନାହିଁ ତଥାପି ଏହିସବୁ ଅମଙ୍ଗଳ ମାେତେ ଘଟିଲା। ମାରେପ୍ରାର୍ଥନା ନିର୍ମଳ ଓ ପବିତ୍ର ଅଟେ।
18ପୃଥିବୀ, ମାେ ପ୍ରତି ଯେଉଁ ଅନ୍ଯାଯ କରାୟାଇଛି ତାହା ଲୁଚାଅ ନାହିଁ। ନ୍ଯାଯ ପାଇଁ ମାରେ ଭୀକ୍ଷା ବନ୍ଦ ନ ହେଉ।
19ଏବେ ବି ବର୍ତ୍ତମାନ ମାେ ପାଇଁ ସ୍ବର୍ଗରାଜ୍ଯ ରେ କହେି ଜଣେ ଅଛି, ୟିଏ ମାେ ପକ୍ଷ ରେ କଥା କହିବେ। କହେି ଜଣେ ମାେ ପାଇଁ ସାକ୍ଷ୍ଯ ଦବେେ।
20ମାେ ମିତ୍ରଗଣ ମାେ ପାଇଁ କୁହ, କିପରି ମାରଚେକ୍ଷୁ ପରମେଶ୍ବରଙ୍କ ପାଇଁ ଲୁହ ଢ଼ାଳି ଦେଉଛି।
21ସେ ମାେ ପାଇଁ ପରମେଶ୍ବରଙ୍କୁ କୁହନ୍ତି ଯମେିତିକି ଜଣେ ବ୍ଯକ୍ତି ତା'ର ବନ୍ଧୁ ପାଇଁ ୟୁକ୍ତି କରେ।
22ଆଉ କିଛି ବର୍ଷ ପରେ ମୁଁ ସହେି ମୃତ୍ଯୁ ରାଜ୍ଯକୁ ୟିବି ଯେଉଁଠାରୁ କହେି କବେେ ଫେ ରେ ନାହିଁ।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme