Home Bibles ଲେବୀୟ ପୁସ୍ତକ 1:3 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 1:3 · ଓଡ଼ିଆ ବାଇବେଲ

ସେ ଯଦି ନିଜ ଗୋଠରୁ ଗାଈ ହାମବେଳି ରୂପେ ଉତ୍ସର୍ଗ କରେ, ତବେେ ତାହା ନିଶ୍ଚିତ ନିଖୁଣ ଅଣ୍ଡିରା ବାଛୁରୀ ହାଇେଥିବ ଓ ସେ ତାକୁ ସମାଗମ ତମ୍ବୁର ଦ୍ବାର ନିକଟକୁ ଆଣିବ। ତାହାହେଲେ ତାହା ସଦାପ୍ରଭୁଙ୍କ ଦ୍ବାରା ଗୃହୀତ ହବେ।

Cross references

ଆଦି ପୁସ୍ତକ 8:20

ଏହାପରେ ନୋହ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଏକ ୟଜ୍ଞବଦେୀ ସ୍ଥାପନ କଲେ। ନୋହ ସେଥି ରେ ଶୁଚ଼ିପଶୁ ଓ ପକ୍ଷୀମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ବ ରେ ନବୈେଦ୍ଯ ଦେଲେ।

ଆଦି ପୁସ୍ତକ 22:2

ଏହାପରେ ପରମେଶ୍ବର କହିଲେ, ତୁମ୍ଭର ପୁତ୍ରକୁ ମାରେିଯାକୁ ନିଅ। ମାରେିଯା ରେ ତୁମ୍ଭର ଏକ ମାତ୍ର ସ୍ନହରେ ପୁତ୍ର ଇସ୍ହାକକୁ ମାେ ନିମନ୍ତେ ହାମେର୍ଥେ ବଳିଦାନ କର। ମୁଁ ଯେଉଁ ପର୍ବତକୁ କହିବି ସହେି ପର୍ବତକୁ ନଇେ ସଠାେରେ ହାମବେଳି କର।

ଆଦି ପୁସ୍ତକ 22:8

ଅବ୍ରହାମ ଉତ୍ତର ଦେଲେ, ହେ ମାରେ ପୁତ୍ର, ପରମେଶ୍ବର ନିଜେ ଉତ୍ସର୍ଗ ପାଇଁ ସହେି ମଷେ ଯୋଗଇବେ।

ଆଦି ପୁସ୍ତକ 22:13

ଏହାପରେ ଅବ୍ରହାମ ଏକ ନିରୀକ୍ଷଣ କଲେ ଓ ଏକ ଅଣ୍ଡିରା ମଷେ ଦେଖିଲେ, ତା'ର ଶିଙ୍ଗ ବୁଦା ରେ ବନ୍ଧା ହାଇେଥିଲା। ତେଣୁ ଅବ୍ରହାମ ସହେି ଅଣ୍ଡିରା ମଷେକୁ ଆଣି ହତ୍ଯାକଲେ ଓ ତାହାକୁ ନିଜପୁତ୍ର ବଦଳ ରେ ହାମବେଳିରେ ଉତ୍ସର୍ଗ କଲେ।

ଯାତ୍ରା ପୁସ୍ତକ 12:5

ଯେଉଁ ମଷେ ଶାବକଟିକୁ ନବେ ତାହା ସଂପୂର୍ଣ୍ଣ ସ୍ବାସ୍ଥ୍ଯବାନ ଓ ଏହା ଏକ ବର୍ଷର ପୁରୁଷ ମଷେ ହବୋ ଆବଶ୍ଯକ। ଏହି ପଶୁଟି ଏକ ୟିବା ମଷେ କିମ୍ବା ଏକ ଛଳେି ଶାବକ ହବୋ ଦରକାର।

ଯାତ୍ରା ପୁସ୍ତକ 24:5

ଏହାପରେ ମାଶାେ ଇଶ୍ରାୟେଲର ୟୁବକମାନଙ୍କୁ ବଳିଦାନ ଉତ୍ସର୍ଗ କରିବା ପାଇଁଁ ପଠାଇଲେ। ସହେି ୟୁବକଗଣ ପରମେଶ୍ବରଙ୍କ ନିକଟରେ ହାମବେଳି ଓ ମଙ୍ଗଳାର୍ଥକ ବଳି ସ୍ବରୂପେ ବୃଷଭମାନଙ୍କୁ ବଳିଦାନ ଦେଲେ।

ଯାତ୍ରା ପୁସ୍ତକ 29:4

ଏହାପରେ ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ ପବିତ୍ର ସମାଗମ ତମ୍ବୁ ସ୍ଥାନର ଦ୍ବାର ଦେଶକୁ ଆଣ। ସମାନଙ୍କେୁ ଗା ଧୋଇ ଦିଅ।

ଯାତ୍ରା ପୁସ୍ତକ 29:18

ଏହାପରେ ଗୋଟ ମଷେକୁ ୟଜ୍ଞବଦେୀ ଉପରେ ଦଗ୍ଧ କରିବ। ତାହା ସଦାପ୍ରଭୁଙ୍କ ପାଇଁ ହାମବେଳି। ଏହା ସଦାପ୍ରଭୁଙ୍କ ପାଇଁ ସୁବାସିତ ଉପହାର।

ଯାତ୍ରା ପୁସ୍ତକ 29:42

ଏହା ସମାଗମ ତମ୍ବୁ ଦ୍ବାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖ ରେ ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ନିତ୍ଯ ହାମବେଳି ହବେ। ସହେି ସ୍ଥାନ ରେ ମୁଁ ତୁମ୍ଭ ସହିତ ଆଳାପ କରିବା ନିମନ୍ତେ ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବି।

ଯାତ୍ରା ପୁସ୍ତକ 32:6

ତା'ପରଦିନ ଅତି ପ୍ରଭାତରୁ ଲୋକମାନେ ଉଠିଲେ। ସମାନେେ ହାମବେଳି ଉତ୍ସର୍ଗ କଲେ ଓ ମଙ୍ଗଳାର୍ଥକ ନବୈେଦ୍ଯ ଆଣିଲେ। ଏହାପରେ ଲୋକମାନେ ଭୋଜନପାନ କରିବାକୁ ଲାଗିଲେ। ଏହାପରେ ଲୀଳା କରିବାକୁ ଉଠିଲେ।

ଯାତ୍ରା ପୁସ୍ତକ 35:5

ତୁମ୍ଭମାନେେ ସଦାପ୍ରଭୁଙ୍କ ନିମନ୍ତେ ବିଶଷେ ଉପହାର ସଂଗ୍ରହ କର। ପ୍ରେତ୍ୟକକ ତାଙ୍କର ଇଚ୍ଛା ମତେ ଉପହାର ଦବେେ। ଏବଂ ଏହାପରେ ସହେି ଉପହାରଗୁଡିକ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣ। ଏହି ଉପହାର ଯଥା: ସୁନା, ରୂପା ଓ ପିତ୍ତଳ।

ଯାତ୍ରା ପୁସ୍ତକ 35:21

ସମସ୍ତ ଲୋକମାନେ ସଦାପ୍ରଭୁଙ୍କ ନିକଟକୁ ଉପହାର ଆଣିଲେ। ଯେ ହତେୁ ସମାନଙ୍କେର ହୃଦଯ ଉଦାର ହାଇଗେଲା। ଏହି ସମସ୍ତ ଉପହାର ଦ୍ରବ୍ଯ ତମ୍ବୁ ରେ ଥିବା ସମସ୍ତ ଦ୍ରବ୍ଯ, ସମାଗମ ତମ୍ବୁ ଭିତ ରେ ଥିବା ଅନ୍ଯାନ୍ଯ ସାମଗ୍ରୀ ଓ ବିଶଷେ ବସ୍ତ୍ର ତିଆରି କରିବା ରେ ବ୍ଯବହୃତ ହେଲା।

ଯାତ୍ରା ପୁସ୍ତକ 35:29

ପ୍ରେତ୍ୟକକ ପୁରୁଷ ଓ ସ୍ତ୍ରୀ ଯେଉଁମାନଙ୍କର ହୃଦଯ ସମାନଙ୍କେୁ ଉଦାର କଲା, ସଦାପ୍ରଭୁ ମାଶାଙ୍କେ ମାଧ୍ଯମ ରେ ଦଇେଥବା ଆଜ୍ଞାନୁସା ରେ କାର୍ୟ୍ଯ ପାଇଁ ଉପହାର ଆଣିଲେ। ତେଣୁ ଇଶ୍ରାୟେଲର ଲୋକମାନେ ସଦାପ୍ରଭୁଙ୍କ ନିକଟକୁ ସ୍ବେଚ୍ଛାଦତ୍ତ ନବୈେଦ୍ଯ ଆଣିଲେ।

ଯାତ୍ରା ପୁସ୍ତକ 36:3

ମାଶାେ ଏହି ସମସ୍ତ ଲୋକମାନଙ୍କୁ ଲୋକମାନଙ୍କର ଦାତବ୍ଯ ଦ୍ରବ୍ଯମାନ ଦେଲେ ଏବଂ ସମାନେେ ସହେି ଦ୍ରବ୍ଯଗୁଡିକ ବ୍ଯବହାର କରି ସଦାପ୍ରଭୁଙ୍କର ପବିତ୍ର ସ୍ଥାନ ତିଆରି କଲେ। ଲୋକମାନେ ପ୍ରତି ପ୍ରଭାତ ରେ ଉପହାରମାନ ଆଣି ଦେଲେ।

ଯାତ୍ରା ପୁସ୍ତକ 38:1

ଏହାପରେ ନବୈେଦ୍ଯ ଦଗ୍ଧ କରିବା ପାଇଁ ବତ୍ସଲଲେ ଶିଟୀମ୍ କାଠ ରେ ଏକ ୟଜ୍ଞବଦେୀ ନିର୍ମାଣ କଲେ। ଏହି ହାମବଦେେୀଟି ବର୍ଗାକାର ଥିଲା। ଏହାର ର୍ଦୈଘ୍ଯ ପାଞ୍ଚହାତ, ପ୍ରସ୍ଥ ପାଞ୍ଚହାତ ଏବଂ ଉଚ୍ଚତା ତିନିହାତ ଥିଲା।

ଲେବୀୟ ପୁସ୍ତକ 3:1

ଯବେେ କୌଣସି ବ୍ଯକ୍ତି ମଙ୍ଗଳାର୍ଥକ ନବୈେଦ୍ଯ ଉତ୍ସର୍ଗ କରୁଥାଏ, ତବେେ ସେ ତା'ର ପଲରୁ ଅଣ୍ଡିରା କିମ୍ବା ମାଈ ପଶୁଟିଏ ଆଣିବ। ସେ ସଦାପ୍ରଭୁଙ୍କ ଛାମୁକୁ ନିଖୁଣ ପଶୁ ଆଣିବା ଉଚିତ୍।

ଲେବୀୟ ପୁସ୍ତକ 4:3

ଯଦି ଅଭିଷିକ୍ତ ଯାଜକ ପାପ କରେ ଏବଂ ଦେଶ ପାଇଁ ଦୋଷ ଆଣେ, ସେ ଗୋଟିଏ ନିଖୁଣ ବାଛୁରୀ ବଳିଦାନ କରିବ ସଦାପ୍ରଭୁଙ୍କ ସମ୍ମୁଖ ରେ ତାହା ପାପାର୍ଥକ ବଳିରୂପେ ଉତ୍ସର୍ଗ କରିବା ଉଚିତ୍।

ଲେବୀୟ ପୁସ୍ତକ 4:23

ଯଦି ସେ ଶାସକ ଆପଣା କୃତ ପାପ ଜ୍ଞାତ ହୁଏ ତବେେ ସେ ଏକ ନିଖୁଣ ପୁଂଛାଗ ଉତ୍ସର୍ଗ କରିବ।

ଲେବୀୟ ପୁସ୍ତକ 4:32

ଯଦି ସେ ପାପାର୍ଥକ ନବୈେଦ୍ଯ ନିମନ୍ତେ ମଷେଶାବକ ଆଣେ ତବେେ ନିଶ୍ଚିତ ଏକ ନିଖୁଣ ମଷେଶାବକ ଆଣିବ।

ଲେବୀୟ ପୁସ୍ତକ 5:15

କହେି ଯଦି ସଦାପ୍ରଭୁଙ୍କ ପବିତ୍ର ବସ୍ତୁ ବିଷଯ ରେ ଅଜାଣତ ରେ ପାପ କରେ, ସେ ତା'ର ପଲରୁ ଦୋଷାର୍ଥକ ବଳିରୂପେ କୌଣସି କ୍ଷତ ନଥିବା ଏକ ମଷେଛୁଆ ଆଣି ସଦାପ୍ରଭୁଙ୍କୁ ତା'ର ପାଇଁ କ୍ଷତି ପୂରଣ ଦବୋ ଉଚିତ୍। ସହେି ମଷେ ଛୂଆର ମୁଲ୍ଯ କାର୍ୟ୍ଯାଳଯ ମାପ ଅନୁୟାଯୀ ନିରୂପିତ ହବୋ ଉଚିତ୍।

ଲେବୀୟ ପୁସ୍ତକ 5:18

ସହେି ବ୍ଯକ୍ତି ଅପରାଧର ମାତ୍ରା ଅନୁସାରେ ଏକ ନିଖୁଣ ମଷେ ଦୋଷାର୍ଥକ ନବୈେଦ୍ଯ ରୂପେ ଯାଜକ ନିକଟକୁ ଆଣିବ। ପୁଣି ଯେଉଁ ପାପ ସେ ଅଜ୍ଞାତ ରେ କରିଛି ସେଥିପାଇଁ ଯାଜକ ପ୍ରାଯଶ୍ଚିତ କରିବ। ତହିଁରେ ସେ କ୍ଷମାପ୍ରାପ୍ତ ହବେ।

ଲେବୀୟ ପୁସ୍ତକ 6:2

କହେି ଯଦି ପାପ କରି ସଦାପ୍ରଭୁଙ୍କ ବିରୁଦ୍ଧ ରେ ସତ୍ଯ ଲଙ୍ଘନ କରେ, ଅର୍ଥାତ୍ ଗଚ୍ଛିତ ବା ହସ୍ତ ରେ ସମର୍ପିତ, କିମ୍ବା ଅପହୃତ ଦ୍ରବ୍ଯ ବିଷଯ ରେ ଆପଣା ପ୍ରତିବେଶୀ ସହିତ ଅସତ୍ଯ ବ୍ଯବହାର କରେ, ଅଥବା ଆପଣା ପ୍ରତିବେଶୀ ପ୍ରତି ଅନ୍ଯାଯ କରେ।

ଲେବୀୟ ପୁସ୍ତକ 6:9

ତୁମ୍ଭେ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଏହି ଆଜ୍ଞା ଦିଅ, ଏହା ହାମବେଳିର ବ୍ଯବସ୍ଥା ଅଟେ, ହାମବେଳି ସମସ୍ତ ପ୍ରଭାତ ହବୋ ପର୍ୟ୍ଯନ୍ତ ୟଜ୍ଞବଦେୀର ଅଗ୍ନି ଉପରେ ରହିବ, ପୁଣି ଅଗ୍ନି ଜ୍ବଳନ୍ତ ରହିବା ଉଚିତ୍।

ଲେବୀୟ ପୁସ୍ତକ 7:16

ମାତ୍ର ଯଦି ସହେି ମଙ୍ଗଳାର୍ଥକ ବଳି ପ୍ରତିଜ୍ଞା ବା ସ୍ବେଚ୍ଛାଦତ୍ତ ଉପହାର ହୁଏ। ତବେେ ସେ ତାହାର ସହେି ବଳି ଉତ୍ସର୍ଗ କରିବା ଦିନ ହିଁ ତାହା ଭୋଜନ କରିବ। ପୁଣି ତହିଁରୁ ଯାହା ଅବଶିଷ୍ଟ ରହିବ ତାହା ପରଦିନ ପ୍ରାତଃକାଳ ରେ ଭୋଜନ କରିବ।

ଲେବୀୟ ପୁସ୍ତକ 8:18

ତା'ପରେ ସେ ହାମବେଳି ପାଇଁ ମଷେ ଆଣିଲେ। ହାରୋଣ ଓ ତାଙ୍କର ପୁତ୍ରଗଣ ମଷେର ମସ୍ତକରେ ହସ୍ତ ରଖିଲେ।

ଲେବୀୟ ପୁସ୍ତକ 8:21

ଏହାଥିଲା ସଦାପ୍ରଭୁଙ୍କ ପାଇଁ ହାମବେଳି ଓ ସଦାପ୍ରଭୁଙ୍କର ଏକ ସୁବାସିତ ନବୈେଦ୍ଯ। ମାଶାେ ଠିକ୍ ତାହା କଲେ, ଯାହା ସଦାପ୍ରଭୁ ତାଙ୍କୁ ଆଜ୍ଞା ଦଇେଥିଲେ।

ଲେବୀୟ ପୁସ୍ତକ 9:2

ମାଶାେ ହାରୋଣଙ୍କୁ କହିଲେ, ତୁମ୍ଭେ ପାପାର୍ଥକ ବଳି ନିମନ୍ତେ ଏକ ନିଖୁଣ ମଷେଛୁଆ ଓ ହାମବେଳି ନିମନ୍ତେ ଏକ ନିଖୁଣ ମଷେ ନଇେ ସଦାପ୍ରଭୁଙ୍କ ସମ୍ମୁଖ ରେ ଉତ୍ସର୍ଗ କର।

ଲେବୀୟ ପୁସ୍ତକ 14:10

ଅଷ୍ଟମ ଦିନ ରେ ସେ କୁଷ୍ଠ ରୋଗୀ ଦୁଇ ନିଖୁଣ ମଷେବତ୍ସ, ଏକବର୍ଷୀଯା ଏକ ନିଖୁଣ ମଷେବତ୍ସା, ଶସ୍ଯ ନବୈେଦ୍ଯ ନିମନ୍ତେ ଏକ ଐଫାର ତିନି ଦଶମାଂଶ ତୈଳମିଶ୍ରିତ ସରୁ ମଇଦା ଓ ଏକ ଲୋଗ୍ ତୈଲ ନବେ।

ଲେବୀୟ ପୁସ୍ତକ 16:7

ତ'ପରେ ହାରୋଣ ଦୁଇଟି ଛାଗ ସମାଗମ ତମ୍ବୁର ଦ୍ବାର ଦେଶ ରେ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣିବ।

ଲେବୀୟ ପୁସ୍ତକ 17:4

ସହେି ଲୋକ ସହେି ପ୍ରାଣୀକୁ ସମାଗମ ତମ୍ବୁର ଦ୍ବାର ନିକଟକୁ ଆଣିବ ଓ ସହେି ପ୍ରାଣୀର ଏକ ଅଂଶ ଉପହାର ସ୍ବରୂପ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ କରିବ। ସେ ଯଦି ତାହା ନକରେ ତବେେ ରକ୍ତପାତର ଅପରାଧ ରେ ଅପରାଧୀ ହବେ। ସେ ରକ୍ତପାତ ଅପରାଧ ଯୋଗୁଁ ନିଜ ଲୋକମାନଙ୍କଠାରୁ ଅଲଗା ରହିବ।

ଲେବୀୟ ପୁସ୍ତକ 17:9

ତବେେ ସେ ସହେି ବଳିଦାନ ସମାଗମ ତମ୍ବୁର ଦ୍ବାର ନିକଟକୁ ଆଣି ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ। ଯଦି ସେ ତାହା ନକରିବ ତବେେ ସେ ନିଜ ଲୋକମାନଙ୍କଠାରୁ ପୃଥକ୍ ରହିବ।

ଲେବୀୟ ପୁସ୍ତକ 22:19

ସମାନେେ ଗ୍ରାହ୍ଯ ହବୋ ନିମନ୍ତେ ନିଖୁଣ ଅଣ୍ଡିରା ମଷେ, ଗୋରୁ କିମ୍ବା ପୁଂଛାଗ ଉତ୍ସର୍ଗ କରିବା ଉଚିତ୍।

ଲେବୀୟ ପୁସ୍ତକ 23:12

ପୁଣି ଯେଉଁଦିନ ତୁମ୍ଭମାନେେ ସହେି ବିଡା ଦୋଳାଇବ ସହେିଦିନ ତୁମ୍ଭମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହାମବେଳି ନିମନ୍ତେ ଏକ ବର୍ଷୀଯ ନିଖୁଣ ମଷେବତ୍ସ ଗୋଟିଏ ଉତ୍ସର୍ଗ କରିବ।

ଲେବୀୟ ପୁସ୍ତକ 23:18

ପୁଣି ତୁମ୍ଭମାନେେ ସହେି ରୋଟୀ ସହିତ ଏକବର୍ଷୀଯ ସାତଟି ନିଖୁଣ ମଷେବତ୍ସ, ଗୋଟିଏ ବୃଷଭ ଓ ଦୁଇଟି ମଷେ ବଳିଦାନ କରିବା ଉଚିତ୍। ତାହା ସଦାପ୍ରଭୁଙ୍କୁ ହାମବେଳି ହବେ। ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ସହିତ ଏହା ସଦାପ୍ରଭୁଙ୍କୁ ସୁବାସିତ ନବୈେଦ୍ଯ ହବେ।

ଗଣନା ପୁସ୍ତକ 19:2

ସଦାପ୍ରଭୁ ଏହି ଆଜ୍ଞା ବିଧି ଦଇେ ଅଛନ୍ତି। ଇଶ୍ରାୟେଲର ଲୋକମାନଙ୍କୁ କୁହ, ଯାହାଠା ରେ ଖୁଣ ନାହିଁ ଓ ଯାହା ଉପରେ କବେେ ୟୁଆଳି ଦିଆୟାଇ ନାହିଁ, ଏପରି ଏକ ଲାଲ ଗାଈ ସମାନେେ ତୁମ୍ଭ ନିକଟକୁ ଆଣନ୍ତୁ।

ଗଣନା ପୁସ୍ତକ 23:3

ତହୁଁ ବିଲିଯମ ବାଲାକକୁ କହିଲେ, ତୁମ୍ଭେ ଆପଣା ହୋମବଳୀ ନିକଟରେ ଠିଆ ହୁଅ। ମୁଁ ଅନ୍ୟ ଏକ ସ୍ଥାନକୁ ୟିବି। ପ୍ରାଯ ସଦାପ୍ରଭୁ ମାେତେ ସାକ୍ଷାତ କରିବାକୁ ଆସିବେ। ଆଉ ସେ ଯାହା ନିର୍ଦ୍ଦେଶ ଦବେେ, ତାହା ହିଁ ତୁମ୍ଭକୁ କହିବି। ଏଣୁ ସେ ଏକ ଉଚ୍ଚସ୍ଥାନକୁ ଗଲେ।

ଗଣନା ପୁସ୍ତକ 23:10

ଯାକୁବର ପରିବାରକୁ କିଏ ଗଣିପାରିବ? ଯେ ହତେୁ ସମାନେେ ଧୂଳି କଣିକାପରି? ଏପରିକି ଇଶ୍ରାୟେଲର ଏକ ଚତୁର୍ଥାଂଶ ଲୋକଙ୍କୁ ମଧ୍ଯ କହେି ଗଣି ପାରିବେ ନାହିଁ। ଧାର୍ମିକ ମନୁଷ୍ଯ ରୂପେ ମାେତେ ମରିବାକୁ ଦିଅ। ମାରେ ଭବିଷ୍ଯତ୍ ଇଶ୍ରାୟେଲର ତୁଲ୍ଯ ହେଉ।

ଗଣନା ପୁସ୍ତକ 23:19

ପରମେଶ୍ବର ମନୁଷ୍ଯ ନୁହଁନ୍ତି, ସେ ମିଥ୍ଯା କହିବେ ନାହିଁ। ସେ ମଧ୍ଯ ମନୁଷ୍ଯ ନୁହଁନ୍ତି। ସେ ତାଙ୍କର ସିଦ୍ଧାନ୍ତ ବଦଳାଇବେ ନାହିଁ। ସେ କହିବେ କି ଯାହା ସେ କରିବେ ନାହିଁ? ନା! ସେ କହିବେ କି ଏବଂ ତାହା ହବେ ନାହିଁ? ନା!

ଗଣନା ପୁସ୍ତକ 23:23

କୈଣସି ଶକ୍ତି ୟାବୁକ ବଂଶକୁ ପରାସ୍ତ କରି ପାରିବ ନାହିଁ କିମ୍ବା କୌଣସି ମନ୍ତ୍ର ଇଶ୍ରାୟେଲକୁ ନିବୃତ୍ତ କରିପାରିବ ନାହିଁ। ଏହି କ୍ଷଣି ଯାକୁବ ଓ ଇଶ୍ରାୟେଲ ବିଷଯ ରେ କୁହାୟିବ; 'ପରମେଶ୍ବର କି କର୍ମ କରିଅଛନ୍ତି।'

ଗଣନା ପୁସ୍ତକ 23:27

ତା'ପରେ ବାଲାକ୍ ବିଲିଯମକୁ କହିଲେ, ମୁଁ ବିନଯ କରୁଅଛି, ଦୟାକରି ଆସ, ମୁଁ ତୁମ୍ଭକୁ ଅନ୍ୟ ଏକ ସ୍ଥାନକୁ ନଇେ ୟିବି। ଏହା ଏପରି ହାଇପୋ ରେ, ପରମେଶ୍ବର ଦୟାପୂର୍ବକ ହାଇେ ସେ ସ୍ଥାନ ରେ ତୁମ୍ଭକୁ ଶାପ ଦବୋକୁ ଅନୁମତି ଦଇେ ପାରନ୍ତି।

Interlinear

Choose Theme