Home Bibles ଯାତ୍ରା ପୁସ୍ତକ 35:29 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 35:29 · ଓଡ଼ିଆ ବାଇବେଲ

ପ୍ରେତ୍ୟକକ ପୁରୁଷ ଓ ସ୍ତ୍ରୀ ଯେଉଁମାନଙ୍କର ହୃଦଯ ସମାନଙ୍କେୁ ଉଦାର କଲା, ସଦାପ୍ରଭୁ ମାଶାଙ୍କେ ମାଧ୍ଯମ ରେ ଦଇେଥବା ଆଜ୍ଞାନୁସା ରେ କାର୍ୟ୍ଯ ପାଇଁ ଉପହାର ଆଣିଲେ। ତେଣୁ ଇଶ୍ରାୟେଲର ଲୋକମାନେ ସଦାପ୍ରଭୁଙ୍କ ନିକଟକୁ ସ୍ବେଚ୍ଛାଦତ୍ତ ନବୈେଦ୍ଯ ଆଣିଲେ।

Cross references

ଯାତ୍ରା ପୁସ୍ତକ 35:4

ମାଶାେ ସମସ୍ତ ଇଶ୍ରାୟେଲ ଲୋକମାନଙ୍କ ସମଗ୍ର ସଭା ରେ ଏହା କହିଲେ, ସଦାପ୍ରଭୁ ଏହିସବୁ ଆଜ୍ଞା ଦଇେଛନ୍ତି।

ଯାତ୍ରା ପୁସ୍ତକ 35:5

ତୁମ୍ଭମାନେେ ସଦାପ୍ରଭୁଙ୍କ ନିମନ୍ତେ ବିଶଷେ ଉପହାର ସଂଗ୍ରହ କର। ପ୍ରେତ୍ୟକକ ତାଙ୍କର ଇଚ୍ଛା ମତେ ଉପହାର ଦବେେ। ଏବଂ ଏହାପରେ ସହେି ଉପହାରଗୁଡିକ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣ। ଏହି ଉପହାର ଯଥା: ସୁନା, ରୂପା ଓ ପିତ୍ତଳ।

ଯାତ୍ରା ପୁସ୍ତକ 35:21

ସମସ୍ତ ଲୋକମାନେ ସଦାପ୍ରଭୁଙ୍କ ନିକଟକୁ ଉପହାର ଆଣିଲେ। ଯେ ହତେୁ ସମାନଙ୍କେର ହୃଦଯ ଉଦାର ହାଇଗେଲା। ଏହି ସମସ୍ତ ଉପହାର ଦ୍ରବ୍ଯ ତମ୍ବୁ ରେ ଥିବା ସମସ୍ତ ଦ୍ରବ୍ଯ, ସମାଗମ ତମ୍ବୁ ଭିତ ରେ ଥିବା ଅନ୍ଯାନ୍ଯ ସାମଗ୍ରୀ ଓ ବିଶଷେ ବସ୍ତ୍ର ତିଆରି କରିବା ରେ ବ୍ଯବହୃତ ହେଲା।

ଯାତ୍ରା ପୁସ୍ତକ 36:3

ମାଶାେ ଏହି ସମସ୍ତ ଲୋକମାନଙ୍କୁ ଲୋକମାନଙ୍କର ଦାତବ୍ଯ ଦ୍ରବ୍ଯମାନ ଦେଲେ ଏବଂ ସମାନେେ ସହେି ଦ୍ରବ୍ଯଗୁଡିକ ବ୍ଯବହାର କରି ସଦାପ୍ରଭୁଙ୍କର ପବିତ୍ର ସ୍ଥାନ ତିଆରି କଲେ। ଲୋକମାନେ ପ୍ରତି ପ୍ରଭାତ ରେ ଉପହାରମାନ ଆଣି ଦେଲେ।

ଦିତୀୟ ବିବରଣ 4:2

ମୁ ତୁମ୍ଭମାନଙ୍କୁ ଯେଉଁ ଆଜ୍ଞା ଦେଉଅଛି, ତୁମ୍ଭମାନେେ ସହେି ବାକ୍ଯ ରେ ଆଉ କିଛି ମିଶାଅ ନାହିଁ। କିଅବା ତା'ଠାରକ୍ସ୍ଟ କିଛି ଉଣାକରି ପାଳନ କର ନାହିଁ। ସପୂର୍ଣ ଭାବେ ସହେି ବାକ୍ଯମାନ ପାଳନ କର। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କର ଆଜ୍ଞା ମାନ।

ଦିତୀୟ ବିବରଣ 11:32

ଏଥିପାଇଁ ତୁମ୍ଭମାନେେ ସମସ୍ତ ବ୍ଯବସ୍ଥା ଓ ବିଧି ପାଳନ କରିବ, ଯାହା ମୁ ତୁମ୍ଭମାନଙ୍କୁ ଆଜି କହିବି।

ଦିତୀୟ ବିବରଣ 12:32

ମୁ ଯାହା ତୁମ୍ଭମାନଙ୍କୁ ଆଜ୍ଞା ଦେଉଅଛି, ତାହାସବୁ ତୁମ୍ଭମାନେେ ପାଳନ କରିବାକୁ ମନୋଯୋଗ କରିବ। ତୁମ୍ଭମାନେେ ତାହାଠାରକ୍ସ୍ଟ କିଛି ଉଣା କରିବ ନାହିଁ କି ତହିଁରେ କିଛି ଅଧିକ ୟୋଗ କରିବ ନାହିଁ।

ବିଚାରକର୍ତାମାନଙ୍କ ବିବରଣ 5:2

ଇଶ୍ରାୟେଲର ପୁରୁଷମାନେ ୟକ୍ସ୍ଟଦ୍ଧ ପାଇଁ ପ୍ରସ୍ତକ୍ସ୍ଟତ ହେଲେ। ସମାନେେ ସୂତସ୍ପୃତ ଭାବରେ ନିଜକକ୍ସ୍ଟ ୟକ୍ସ୍ଟଦ୍ଧ ପାଇଁ ଉତ୍ସର୍ଗ କଲେ। ଏଥିପାଇଁ ତକ୍ସ୍ଟମେ ସଦାପ୍ରଭୁଙ୍କର ଧନ୍ଯବାଦ କର।

ବିଚାରକର୍ତାମାନଙ୍କ ବିବରଣ 5:9

ମାରେ ହୃଦଯ ଇଶ୍ରାୟେଲର ଆଦେଶକର୍ତ୍ତାଙ୍କଠା ରେ ଅଛି, ୟିଏ ୟକ୍ସ୍ଟଦ୍ଧ ପାଇଁ ନିଜ ଇଚ୍ଛା ପ୍ରକାଶ କଲେ, ସଦାପ୍ରଭୁଙ୍କର ଧନ୍ଯବାଦ କର!

ପ୍ରଥମ ବଂଶାବଳୀ 29:3

ମୁଁ ମାରେପରମେଶ୍ବରଙ୍କ ମନ୍ଦିର ନିମନ୍ତେ ସୁବର୍ଣ୍ଣ ଓ ରେ ୗପ୍ୟ ନିର୍ମିତ ଏକ ବିଶଷେ ଉପହାର ନିର୍ମାଣ କରୁଅଛି। ମୁଁ ଏହା କରୁଅଛି, କାରଣ ମାରେ ପରମେଶ୍ବରଙ୍କ ମନ୍ଦିର ନିର୍ମିତ ହେଉ ବୋଲି ମୁଁ ପ୍ରକୃତ ରେ ଚା ହେଁ। ଏହି ପବିତ୍ର ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ ଏହି ସମସ୍ତ ବସ୍ତୁ ଦାନ କରୁଅଛି।

ପ୍ରଥମ ବଂଶାବଳୀ 29:6

ପରିବାରର ନେତାଗଣ, ଇଶ୍ରାୟେଲର ବିଭିନ୍ନ ଗୋଷ୍ଠୀର ନେତାଗଣ, ସନୋପତିଗଣ, ସନୋଧ୍ଯକ୍ଷଗଣ ଓ ରାଜାଙ୍କର କାର୍ୟ୍ଯନିର୍ବାହକଗଣ ସମସ୍ତେ ପ୍ରସ୍ତୁତ ଥିଲେ ଓ ସମାନଙ୍କେର ବହୁମୂଲ୍ଯ ବସ୍ତୁସବୁ ଦଇେ ଦେଲେ।

ପ୍ରଥମ ବଂଶାବଳୀ 29:9

ନେତାଗଣ ଆନନ୍ଦ ମଧିଅରେ ଏତେ ପରିମାଣର ଦାନ ଦେଉଥିବାରୁ ଲୋକମାନେ ମଧ୍ଯ ଅତ୍ଯନ୍ତ ଆନନ୍ଦିତ ଥିଲେ। ନେତାଗଣ ଉତ୍ତମ ହୃଦଯ ରେ ମୁକ୍ତ ଭାବରେ ଦାନ କରୁଥିଲେ। ରାଜା ଦାଉଦ ମଧ୍ଯ ଅତ୍ଯନ୍ତ ଆନନ୍ଦିତ ଥିଲେ।

ପ୍ରଥମ ବଂଶାବଳୀ 29:14

ଆମ୍ଭମାନେେ କିଏ ଯେ ଏପରି ସ୍ବେଚ୍ଛାପୂର୍ବକ ଦାନ କରିବାକୁ ସମର୍ଥ ହବେୁ ? ଏହି ସମସ୍ତ ବସ୍ତୁ ମାେ'ଠାରୁ କିଅବା ମାରେଲୋକମାନଙ୍କଠାରୁ ଆସି ନାହିଁ। ଏହି ସମସ୍ତ ବସ୍ତୁ ତୁମ୍ଭଠାରୁ ଆ ସେ, ତୁମ୍ଭଠାରୁ ଯାହା ଆସିଅଛି, ଆମ୍ଭେ କବଳେ ତାହା ତୁମ୍ଭକୁ ଦଇେଅଛୁ।

ପ୍ରଥମ ବଂଶାବଳୀ 29:17

ହେ ମାରେ ପରମେଶ୍ବର, ମୁଁ ଜାଣେ ଯେ ତୁମ୍ଭେ ଲୋକମାନଙ୍କର ପରୀକ୍ଷା ନିଅ, ଆଉ, ଲୋକମାନେ ଉତ୍ତମ କର୍ମ କଲେ ତୁମ୍ଭେ ଆନନ୍ଦିତ ହୁଅ। ମୁଁ ଏକ ଶୁଦ୍ଧ, ବିଶ୍ବସ୍ତ ହୃଦଯ ରେ, ଆନନ୍ଦିତ ମନ ରେ ତୁମ୍ଭକୁ ଏହି ସମସ୍ତ ବସ୍ତୁ ଦେଉଅଛି। ମୁଁ ତୁମ୍ଭର ଲୋକମାନଙ୍କୁ ଏଠା ରେ ଏକତ୍ରୀତ ହବୋର ଦେଖୁଅଛି। ଆଉ ସମାନେେ ତୁମ୍ଭ ଉଦ୍ଦେଶ୍ଯ ରେ ଆନନ୍ଦିତ ମନ ରେ ଏହି ବସ୍ତୁଗୁଡ଼ିକ ଦାନ କରୁଥିବାର ମୁଁ ଦେଖୁଅଛି।

ଯିଶାଇୟ 8:20

ତୁମ୍ଭମାନେେ ଚୁକ୍ତି ଅନୁସାରେ ପ୍ରଭୁଙ୍କ ଶିକ୍ଷାସମୂହକୁ ଅନୁସରଣ କର। ତୁମ୍ଭମାନେେ ଯଦି ସେ ଆଦେଶକୁ ଅନୁସରଣ ନ କରିବ ତବେେ ତୁମ୍ଭମାନେେ ଭୁଲ୍ ପଥରେ ୟିବ। ସହେି ଭୁଲ ଆଦେଶ ଆଗତ ଭବିଷ୍ଯତ୍ କହୁଥିବା ବ୍ଯକ୍ତି ଗୁଣିଆମାନଙ୍କଠାରୁ ଆସିଛି। ସେ ଆଦେଶ ନିରର୍ଥକ। ତୁମ୍ଭମାନେେ ତାହା ଅନୁସରଣ କଲେ କିଛି ଲାଭ ତୁମ୍ଭମାନଙ୍କର ହବେ ନାହିଁ।

ମାଥିଉଲିଖିତ ସୁସମାଚାର 28:20

ମୁଁ ତୁମ୍ଭମାନଙ୍କୁ ଯାହା ସବୁ କହିଛି, ସେ ସବୁ କଥା ପାଳନ କରିବ ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ। ମୁଁ ତୁମ୍ଭମାନଙ୍କ ସହିତ ସଦାସର୍ବଦା ରହିବି ବୋଲି ତୁମ୍ଭମାନେେ ଦୃଢ଼ ବିଶ୍ବାସ ରଖ। ଜଗତର ଶଷେ ସମୟ ପର୍ୟ୍ଯନ୍ତ ମଧ୍ଯ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 3:5

ଆପଲ୍ଲ କ'ଣ ବିଶିଷ୍ଟ ଲୋକ ଅଟନ୍ତି ନା! ପାଉଲ ମହାନ୍ ଅଟନ୍ତି ? ନା! ଆମ୍ଭେ କବଳେ ପ୍ରଭୁଙ୍କର ସବେକ ଅଟୁ। ଆମ୍ଭେ ତାହାଙ୍କଠା ରେ ବିଶ୍ବାସ କରିବା ରେ ତୁମ୍ଭମାନଙ୍କୁ ସାହାୟ୍ଯ କରିଛୁ। ପ୍ରଭୁଙ୍କ ଦ୍ବାରା ଦିଆଯାଇଥିବା କାମ ହିଁ ଆମ୍ଭେ ସମ୍ପୂର୍ଣ୍ଣ କରିଛୁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 9:17

ତା'ପରେ ମଧ୍ଯ ଯଦି ମୁଁ ସ୍ବେଚ୍ଛା ରେ ସୁସମାଚାର ପ୍ରଚାର କରୁଛି, ତବେେ ପୁରସ୍କାର ପାଇବା ପାଇଁ ମୁଁ ଯୋଗ୍ଯ। କିନ୍ତୁ ତାହା ତ ନୁହେଁ। ସୁସମାଚାର ପ୍ରଚାର ପାଇଁ ମୁଁ ବାଧ୍ଯ। ପ୍ରଭୁ ମାେତେ ଯେଉଁ ଦାଯିତ୍ବ ଦଇେଛନ୍ତି, କବଳେ ତାହା ମୁଁ ସମ୍ପାଦନ କରୁଛି।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 9:7

ପ୍ରେତ୍ୟକକ ଲୋକ ଆପଣା ହୃଦୟ ରେ ସ୍ଥିର କରିଥିବା ଅନୁସାରେ ଦାନ କରୁ, ମନ ରେ କୌଣସି ଦୁଃଖ ରଖି ବା ବାଧ୍ଯବାଧକତା ରେ ଦାନ ନ ଦେଉ, ଆନନ୍ଦିତ ମନ ରେ ଦାନ କରିଥିବା ଲୋକକୁ ପରମେଶ୍ବର ଭଲ ପାଆନ୍ତି।

ଗାଲାତୀୟଙ୍କ ପ୍ରତି ପତ୍ର 6:16

ଯେଉଁମାନେ ଏହି ନିୟମ ପାଳନ କରୁଛନ୍ତି, ସମାନଙ୍କେୁ ଓ ପରମେଶ୍ବରଙ୍କ ସମସ୍ତ ଲୋକମାନଙ୍କୁ ଶାନ୍ତି ଓ ଦୟା ମିଳୁ।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 3:15

ପିଲାବଳେୁ ତୁମ୍ଭେ ପବିତ୍ର ଶାସ୍ତ୍ରଗୁଡ଼ିକୁ ଜାଣିଛ। ସହେି ଶାସ୍ତ୍ରଗୁଡ଼ିକ ତୁମ୍ଭକୁ ଜ୍ଞାନୀ କରିପାରିବ ଓ ସହେି ଜ୍ଞାନ ଖ୍ରୀଷ୍ଟ ଯୀଶୁଙ୍କ ପ୍ରତି ବିଶ୍ବାସ ମାଧ୍ଯମ ରେ ମୁକ୍ତି ଆଡ଼କୁ ଆଗଇନବେେ।

ପିତରଙ୍କ ଦିତୀୟ ପତ୍ର 1:19

ଭବିଷ୍ଯଦ୍ ବକ୍ତା କହିଥିବା କଥାଗୁଡ଼ିକ ବିଷୟ ରେ ସୁନିଶ୍ଚିତ ହବୋ ପାଇଁ ଏହା ଅଧିକ ସାହାୟ୍ଯ କରେ। ଭବିଷ୍ଯଦ୍ ବକ୍ତାମାନେ ଯାହା ଯାହା କହିଛନ୍ତି, ସଗେୁଡ଼ିକୁ ଯଥାସମ୍ଭବ କାର୍ୟ୍ଯକାରୀ କରିବା ତୁମ୍ଭ ପାଇଁ ଭଲ। ସମାନେେ ଯାହା କହିଛନ୍ତି ତାହା ଅନ୍ଧକାର ରେ ଜ୍ଯୋତିଃ ତୁଲ୍ଯ ପ୍ରକାଶିତ ହେଲା। ସକାଳ ହବୋ ପର୍ୟ୍ଯନ୍ତ ଓ ପ୍ରଭାତୀ ତାରା ତୁମ୍ଭ ମନ ରେ ନୂତନ ଜ୍ଯୋତିଃ ନ ଆଣିବା ପର୍ୟ୍ଯନ୍ତ, ତୁମ୍ଭ ପାଖ ରେ ସହେି ଜ୍ଯୋତିଃ ଅଛି।

Interlinear

Choose Theme