Home Bibles ଗଣନା ପୁସ୍ତକ 19:2 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 19:2 · ଓଡ଼ିଆ ବାଇବେଲ

ସଦାପ୍ରଭୁ ଏହି ଆଜ୍ଞା ବିଧି ଦଇେ ଅଛନ୍ତି। ଇଶ୍ରାୟେଲର ଲୋକମାନଙ୍କୁ କୁହ, ଯାହାଠା ରେ ଖୁଣ ନାହିଁ ଓ ଯାହା ଉପରେ କବେେ ୟୁଆଳି ଦିଆୟାଇ ନାହିଁ, ଏପରି ଏକ ଲାଲ ଗାଈ ସମାନେେ ତୁମ୍ଭ ନିକଟକୁ ଆଣନ୍ତୁ।

Cross references

ଯାତ୍ରା ପୁସ୍ତକ 12:5

ଯେଉଁ ମଷେ ଶାବକଟିକୁ ନବେ ତାହା ସଂପୂର୍ଣ୍ଣ ସ୍ବାସ୍ଥ୍ଯବାନ ଓ ଏହା ଏକ ବର୍ଷର ପୁରୁଷ ମଷେ ହବୋ ଆବଶ୍ଯକ। ଏହି ପଶୁଟି ଏକ ୟିବା ମଷେ କିମ୍ବା ଏକ ଛଳେି ଶାବକ ହବୋ ଦରକାର।

ଲେବୀୟ ପୁସ୍ତକ 1:3

ସେ ଯଦି ନିଜ ଗୋଠରୁ ଗାଈ ହାମବେଳି ରୂପେ ଉତ୍ସର୍ଗ କରେ, ତବେେ ତାହା ନିଶ୍ଚିତ ନିଖୁଣ ଅଣ୍ଡିରା ବାଛୁରୀ ହାଇେଥିବ ଓ ସେ ତାକୁ ସମାଗମ ତମ୍ବୁର ଦ୍ବାର ନିକଟକୁ ଆଣିବ। ତାହାହେଲେ ତାହା ସଦାପ୍ରଭୁଙ୍କ ଦ୍ବାରା ଗୃହୀତ ହବେ।

ଲେବୀୟ ପୁସ୍ତକ 1:10

ଯଦି ସେ ମଷେ କିମ୍ବା ଛାଗ ଆପଣା ପଲରୁ ହାମବେଳି ଉତ୍ସର୍ଗ କରେ, ତବେେ ତାହା ନିଖୁଣ ପୁଂପଶୁ ହାଇେଥିବ।

ଲେବୀୟ ପୁସ୍ତକ 14:6

ତା'ପରେ ସେ ସହେି ଜୀଅନ୍ତା ପକ୍ଷୀ, ଏରସ କାଠ, ସିନ୍ଦୁର ବର୍ଣ୍ଣ (ଲୋମ) ଓ ବନସ୍ପତି ବୃକ୍ଷର ପତ୍ର ନଇେ ସହେି ସୋର୍ତଜଳ ଉପରେ ବଧ କରାୟାଇଥିବା ପକ୍ଷୀର ରକ୍ତ ରେ ସହେି ସବୁକୁ ବୁଡାଇବ।

ଲେବୀୟ ପୁସ୍ତକ 22:20

ମାତ୍ର ଖୁଣଥିବା ପ୍ରଣୀକୁ ତୁମ୍ଭମାନେେ ଉତ୍ସର୍ଗ କରିବା ଉଚିତ୍ ନୁହଁ। କାରଣ ତାହା ନବୈେଦ୍ଯ ରୂପେ ଗ୍ରହଣୀଯ ନୁହେଁ।

ଗଣନା ପୁସ୍ତକ 19:6

ତହୁଁ ଯାଜକ ଏରସ କାଠ, ଏସୋବ୍ ଓ ଲାଲ ସୂତା ନଇେ ସହେି ଗାଈ ଦାହର ଅଗ୍ନି ମଧିଅରେ ପକାଇବ।

ଗଣନା ପୁସ୍ତକ 31:21

ତହୁଁ ଇଲିଯାସର ଯାଜକ ୟୁଦ୍ଧକୁ ୟାଇଥିବା ୟୋଦ୍ଧାମାନଙ୍କୁ କହିଲା, ସଦାପ୍ରଭୁ ମାଶାଙ୍କେୁ ଯେଉଁ ବ୍ଯବସ୍ଥାର ଆଜ୍ଞା ଦଇେଥିଲେ, ତହିଁରେ ବିଧି ଏହି।

ଦିତୀୟ ବିବରଣ 21:3

ସହେି ମୃତ ଲୋକଠାରକ୍ସ୍ଟ ଯେଉଁ ନଗର ନିକଟବର୍ତ୍ତୀ ହବେ, ତା'ର ପ୍ରାଚୀନବର୍ଗ ଗୋଠରକ୍ସ୍ଟ ଏପରି ବାଛକ୍ସ୍ଟରୀ ନବେେ ଯାହା କବେେ କାମ କରିନାହିଁ କିଅବା ଜକ୍ସ୍ଟଆଳି ଟାଣି ନାହିଁ।

ପ୍ରଥମ ଶାମୁୟେଲ 6:7

ସେଥିପାଇଁ ଗୋଟିଏ ନୂଆ ଶଗଡ ପ୍ରସ୍ତକ୍ସ୍ଟତ କର, ଦକ୍ସ୍ଟଇଟି ୟକ୍ସ୍ଟଆଳି ୟୋଚ ହାଇେ ନଥିବା ଦକ୍ସ୍ଟହାଳି ଗାଈ ଆଣ। ଏହିପରି ଦକ୍ସ୍ଟଇଗାଭୀ ଶଗଡ ରେ ୟୋଚ ଓ ସମାନଙ୍କେଠାରକ୍ସ୍ଟ ସମାନଙ୍କେ ବାଛକ୍ସ୍ଟରିକି ଗକ୍ସ୍ଟହାଳ ରେ ଭର୍ତ୍ତୀ କର।

ଯିଶାଇୟ 1:18

ସଦାପ୍ରଭୁ ପୁଣି କୁହନ୍ତି, ଆସ, ମାେ ସହିତ ଆଳାପ କର। ତୁମ୍ଭମାନଙ୍କର ପାପ ସିନ୍ଦୁର ବର୍ଣ୍ଣ ପରି ଲାଲ ହେଲେ ହେଁ ବରଫ ସଦୃଶ ଶୁଭ୍ର ହବେ। ଆଉ ତୁମ୍ଭମାନଙ୍କର ପାପ ଉଜ୍ଜ୍ବଳ ଲୋହିତ ବର୍ଣ୍ଣ ପରି ହେଲେ ହେଁ ମଷେ ଲୋମ ସଦୃଶ ଶୁଭ୍ର ହବେ।

ଯିରିମିୟଙ୍କ ବିଳାପ 1:14

ମାରେ ପାପରୂପୀ ୟୁଆଳି ସଦାପ୍ରଭୁଙ୍କ ହସ୍ତ ରେ ବନ୍ଧା ୟାଇଅଛି। ସଦାପ୍ରଭୁଙ୍କ ସହେି ୟୁଆଳି ମାେ ସ୍କନ୍ଧ ଉପରକୁ ଆସିଅଛି, ସେ ମାେତେ ସମ୍ପୁର୍ଣ୍ଣ ଦୁର୍ବଳ କରିଦଇେଛନ୍ତି। ଯେଉଁମାନଙ୍କ ବିରୁଦ୍ଧ ରେ ମୁଁ ଠିଆ ହାଇପୋରିବି ନାହିଁ, ସମାନଙ୍କେ ହସ୍ତ ରେ ସଦାପ୍ରଭୁ ମାେତେ ସମର୍ପଣ କରିଛନ୍ତି।

ମଲାଖୀ 1:13

ତୁମ୍ଭେ କହିଛ ଯେ, ତୁମ୍ଭେ ବିବ୍ରତ ହବେ ନାହିଁ ଏବଂ ତୁମ୍ଭେ ୟଜ୍ଞବଦେୀ ରେ ଥିବା ଖାଦ୍ୟ ପ୍ରତି ତାଚ୍ଛଲ୍ଯ ପ୍ରକାଶ କରିଛ ଏବଂ ତୁମ୍ଭେ ନ ଖାଇ ପରିତ୍ଯାଗ କରୁଛ, ଆଉ ମଧ୍ଯ ମନ୍ଦ ବୋଲି କହୁଛ। ମାତ୍ର ଏହା ସତ୍ଯ ନୁହେଁ। ତା'ପ ରେ ତୁମ୍ଭମାନେେ ଆହତ, େଛାଟା ଓ ରୁଗ୍ଣ ପଶୁମାନଙ୍କୁ ଆମ୍ଭ ନିକଟରେ ବଳିଦାନ ପାଇଁ ଆଣୁଛ। ମାତ୍ର ସହେି ରୁଗ୍ଣ ପଶୁଗୁଡିକୁ ଆମ୍ଭେ ଗ୍ରହଣ କରିବା ନାହିଁ। ସର୍ବଶକ୍ତିମାନ ସଦାପ୍ରଭୁ ଏହା କହିଲେ।

ଲୂକଲିଖିତ ସୁସମାଚାର 1:35

ସ୍ବର୍ଗଦୂତ ମରିୟମଙ୍କୁ କହିଲେ, ପବିତ୍ରଆତ୍ମା ତୁମ୍ଭ ପାଖକୁ ଆସିବେ, ସର୍ବୋପରିସ୍ଥ ପରମେଶ୍ବରଙ୍କ ଶକ୍ତି ତୁମ୍ଭକୁ ଆବରଣ କରିବ। ଏହି ଭଳି ଭାବରେ ଜନ୍ମଗ୍ରହଣ କରୁଥିବା ବାଳକ ପବିତ୍ର ହବେେ। ସେ ପରମେଶ୍ବରଙ୍କ ପୁତ୍ରଭାବରେ ଖ୍ଯାତ ହବେେ।

ଯୋହନଲିଖିତ ସୁସମାଚାର 10:17

ପରମପିତା ମାେତେ ପ୍ ରମେ କରନ୍ତି କାରଣ ମୁଁ ମାେ ଜୀବନ ଦିଏ। ମୁଁ ଜୀବନ ଦିଏ, ଯେ ହତେୁ ମୁଁ ପୁନର୍ବାର ସହେି ଜୀବନ ଲାଭ କରିପା ରେ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 2:6

ଖ୍ରୀଷ୍ଟ ନିଜେ ସର୍ବୋତଭାବରେ ପରମେଶ୍ବରଙ୍କ ସାଦୃଶ୍ଯ ଥିଲେ। ପରମେଶ୍ବରଙ୍କ ସହିତ ସମାନ ହାଇେ ରହିବା ବିଷୟକୁ ସମ୍ପତ୍ତି ଭାବରେ ଜାବୁଡ଼ି ଧରିବା ପାଇଁ ଖ୍ରୀଷ୍ଟ ଇଚ୍ଛା କଲେ ନାହିଁ।

ଏବ୍ରୀ 7:26

ଅତଏବ, ଯୀଶୁଖ୍ରୀଷ୍ଟଙ୍କ ଭଳି ମହାୟାଜକ ଆମ୍ଭର ଆବଶ୍ଯକ ଥିଲା। ସେ ପବିତ୍ର, ତାହାଙ୍କଠା ରେ କୌଣସି ପାପ ନାହିଁ। ସେ ପବିତ୍ର ଓ ପାପୀମାନଙ୍କ ଦ୍ବାରା ପ୍ରଭାବିତ ନୁହଁନ୍ତି। ତାଙ୍କୁ ସ୍ବର୍ଗଠାରୁ ମଧ୍ଯ ଉଚ୍ଚସ୍ଥାନକୁ ନିଆ ଯାଇଛି।

ଏବ୍ରୀ 9:10

ସଗେୁଡ଼ିକ ଖାଦ୍ୟ, ପୟେ ଓ ବିଭିନ୍ନ ପ୍ରକାରର ଶୌଚକ୍ରିଯା କବଳେ ଶାରୀରିକ ବିଧିବିଧାନ ଅଟେ, ଏତଦ୍ବାରା ହୃଦୟର ପରିବର୍ତ୍ତନ ହୁଏ ନାହିଁ। ପରମେଶ୍ବରଙ୍କ ନୂତନ ଚୁକ୍ତିର ସମୟ ପର୍ୟ୍ଯନ୍ତ ପରମେଶ୍ବର ସହେି ସବୁ ନିୟମ ଲୋକମାନଙ୍କୁ ଦେଲେ।

ପିତରଙ୍କ ପ୍ରଥମ ପତ୍ 1:19

ବରଂ ନିର୍ଦ୍ ଦୋଷ ପବିତ୍ର ମଷେଶାବକ ଖ୍ରୀଷ୍ଟଙ୍କର ବହୁମୂଲ୍ଯ ରକ୍ତ ଦ୍ବାରା ତୁମ୍ଭେ କିଣା ହାଇେଅଛ।

ପିତରଙ୍କ ପ୍ରଥମ ପତ୍ 2:22

ସେ କୌଣସି ପାପ କରି ନ ଥିଲେ ଓ କୌଣସି ମିଛ କଥା ମୁହଁ ରେ ଉଚ୍ଚାରଣ କରି ନ ଥିଲେ। ୟିଶାଇୟ 53:9

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:5

ଯୀଶୁ ହେଉଛନ୍ତି ବିଶ୍ବସ୍ତ ସାକ୍ଷୀ। ମୃତ୍ଯୁରୁ ବଞ୍ଚି ଉଠିଥିବା ଲୋକଙ୍କ ମଧିଅରେ ପ୍ରଥମ ଓ ସେ ଏହି ଜଗତର ରାଜାମାନଙ୍କର ରାଜା।

Interlinear

Choose Theme