Home Bibles ଲେବୀୟ ପୁସ୍ତକ 6:2 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 6:2 · ଓଡ଼ିଆ ବାଇବେଲ

କହେି ଯଦି ପାପ କରି ସଦାପ୍ରଭୁଙ୍କ ବିରୁଦ୍ଧ ରେ ସତ୍ଯ ଲଙ୍ଘନ କରେ, ଅର୍ଥାତ୍ ଗଚ୍ଛିତ ବା ହସ୍ତ ରେ ସମର୍ପିତ, କିମ୍ବା ଅପହୃତ ଦ୍ରବ୍ଯ ବିଷଯ ରେ ଆପଣା ପ୍ରତିବେଶୀ ସହିତ ଅସତ୍ଯ ବ୍ଯବହାର କରେ, ଅଥବା ଆପଣା ପ୍ରତିବେଶୀ ପ୍ରତି ଅନ୍ଯାଯ କରେ।

Cross references

ଆଦି ପୁସ୍ତକ 26:7

ତହିଁରେ ସହେି ସ୍ଥାନର ଲୋକମାନେ ତାଙ୍କର ସ୍ତ୍ରୀ ବିଷଯ ରେ ପଚାରନ୍ତେ ସେ କହିଲେ, ସେ ମାରେ ଭଉଣୀ ସେ ଏହା କହିଲେ, କାରଣ ସେ ରିବିକା ଲାଗି ଭୟ କରୁଥିଲେ। ସଠାେକାର ଲୋକମାନେ ତାଙ୍କୁ ବଧ କରିଥାଆନ୍ତେ, କାରଣ ସେ ବହୁତ ସୁନ୍ଦରୀ ଥିଲେ।

ଯାତ୍ରା ପୁସ୍ତକ 22:7

ଆଉ କହେି ଆପଣା ପଡ଼ୋଶୀ ନିକଟରେ ମୁଦ୍ରା ଅବା ଆଉ କୌଣସି ଦ୍ରବ୍ଯ ରଖିବା ପାଇଁ ସମର୍ପଣ କଲେ ତାହା ଯବେେ କହେି ସହେି ଲୋକର ଗୃହରୁ ଚୋରିକରେ ଓ ସହେି ଚୋର ଧରାପଡେ, ତବେେ ସେ ତା'ର ଦୁଇଗୁଣ ଦବେ।

ଲେବୀୟ ପୁସ୍ତକ 1:3

ସେ ଯଦି ନିଜ ଗୋଠରୁ ଗାଈ ହାମବେଳି ରୂପେ ଉତ୍ସର୍ଗ କରେ, ତବେେ ତାହା ନିଶ୍ଚିତ ନିଖୁଣ ଅଣ୍ଡିରା ବାଛୁରୀ ହାଇେଥିବ ଓ ସେ ତାକୁ ସମାଗମ ତମ୍ବୁର ଦ୍ବାର ନିକଟକୁ ଆଣିବ। ତାହାହେଲେ ତାହା ସଦାପ୍ରଭୁଙ୍କ ଦ୍ବାରା ଗୃହୀତ ହବେ।

ଲେବୀୟ ପୁସ୍ତକ 5:15

କହେି ଯଦି ସଦାପ୍ରଭୁଙ୍କ ପବିତ୍ର ବସ୍ତୁ ବିଷଯ ରେ ଅଜାଣତ ରେ ପାପ କରେ, ସେ ତା'ର ପଲରୁ ଦୋଷାର୍ଥକ ବଳିରୂପେ କୌଣସି କ୍ଷତ ନଥିବା ଏକ ମଷେଛୁଆ ଆଣି ସଦାପ୍ରଭୁଙ୍କୁ ତା'ର ପାଇଁ କ୍ଷତି ପୂରଣ ଦବୋ ଉଚିତ୍। ସହେି ମଷେ ଛୂଆର ମୁଲ୍ଯ କାର୍ୟ୍ଯାଳଯ ମାପ ଅନୁୟାଯୀ ନିରୂପିତ ହବୋ ଉଚିତ୍।

ଲେବୀୟ ପୁସ୍ତକ 5:19

ଏପରିକି ଯେଉଁ ପ୍ରାଣୀ ପାପ କରିଛି ଓ ସେ ଜାଣି ନାହିଁ ତଥାପି ସେ ଦୋଷୀ, ତେଣୁ ସେ ସଦାପ୍ରଭୁଙ୍କ ଛାମୁ ରେ ଦୋଷାର୍ଥକ ନବୈେଦ୍ଯ ଉତ୍ସର୍ଗ କରିବ।

ଲେବୀୟ ପୁସ୍ତକ 19:11

ତୁମ୍ଭମାନେେ ଚୋରି କରିବ ନାହିଁ, ଅନ୍ୟମାନଙ୍କୁ ପ୍ରତାରଣା କରିବ ନାହିଁ କିମ୍ବା ପରସ୍ପର ମିଥ୍ଯା କହିବ ନାହିଁ।

ଗଣନା ପୁସ୍ତକ 5:6

ଇଶ୍ରାୟେଲ ଲୋକମାନଙ୍କୁ କୁହ, କୌଣସି ପୁରୁଷ କିମ୍ବା ସ୍ତ୍ରୀ ଯଦି କୌଣସି ବ୍ଯକ୍ତି ବିରୁଦ୍ଧ ରେ ଅପରାଧ କରେ, ତବେେ ସମାନେେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ମଧ୍ଯ ଅପରାଧ କରିଛନ୍ତି। ସମାନେେ ଦୋଷୀ।

ଗୀତସଂହିତା 51:4

ହେ ପରମେଶ୍ବର, ମୁଁ ତୁମ୍ଭ ବିରୁଦ୍ଧରେ ପାପ କରିଅଛି ଓ ତୁମ୍ଭେ ନିଜେ ମୁଁ ତାହାହିଁ କରିଛି ୟାହା ତୁମ୍ଭ ଦୃଷ୍ଟିରେ ଭୁଲ୍। ତୁମ୍ଭେ ଠିକ୍ କୁହ, ଯେତବେେଳେ ମାରେ ବିଚାର ଓ ନ୍ଯାଯ ସେତବେେଳେ ମାେତେ ଦୋଷୀ ବୋଲି କୁହ।

ହିତୋପଦେଶ 24:28

ଏକ ଯଥାର୍ଥ କାରଣ ବିନା ତୁମ୍ଭର ପ୍ରତିବେଶୀର ବିପକ୍ଷ ରେ ସାକ୍ଷୀ ହୁଅ ନାହିଁ। ମିଥ୍ଯା କୁହ ନାହିଁ।

ହିତୋପଦେଶ 26:19

ସେ ଅଗ୍ନିବାଣ, ତୀର ଓ ମୃତ୍ଯୁ ନିକ୍ଷପକୋରୀ ବାତୁଳ ପରି ଅଟେ।

ଯିଶାଇୟ 21:2

ମୁଁ ଦେଖିଅଛି ଏକ ଭୟଙ୍କର ଦୁଃଖଦାୟକ ଘଟଣା ଘଟିବ। ବିଶ୍ବାସ ଘାତକ ତୁମ୍ଭମାନଙ୍କ ପ୍ରତି ବିଶ୍ବାସଘାତକତା କରୁଅଛି ଓ ଲୁଣ୍ଠନକାରୀ ଲୁଣ୍ଠନ କରୁଅଛି। ସେ ଏଲମ୍! ୟାଅ ୟୁଦ୍ଧ କର। ହେ ମାଦିଯେ, ତୁମ୍ଭ ସୈନ୍ଯବାହିନୀ ଦ୍ବାରା ନଗରକୁ ଅବରୋଧ କର ଓ ପରାସ୍ତ କର। ମୁଁ ସହେି ନଗରରୁ ଦୁଃଖ ଓ ହାହାକାର ଦୂର କରିଅଛି।

ଯିଶାଇୟ 24:16

ଆମ୍ଭମାନେେ ପୃଥିବୀର ସର୍ବତ୍ର ପରମେଶ୍ବରଙ୍କ ପ୍ରଶଂସା ଶୁଣିବୁ। ଏହି ମହିମା ଗାନ ହେଉଛି ମଙ୍ଗଳମଯ ପରମେଶ୍ବରଙ୍କ ସମ୍ବନ୍ଧ ରେ। କିନ୍ତୁ ମୁଁ କ ହେ, ମୁଁ କ୍ଷୀଣ ହେଉଅଛି। ମୁଁ ସନ୍ତାପର ପାତ୍ର ବିଶ୍ବାସଘାତକମାନେ ବିଶ୍ବାସଘାତକତା କରିଛନ୍ତି। ସମାନେେ ଭୟଙ୍କର ବିଶ୍ବାସଘାତକତା କରିଛନ୍ତି।

ଯିଶାଇୟ 33:1

ଦେଖ, ତୁମ୍ଭମାନେେ ଲୁଟିତ ନ ହାଇେ ମଧ୍ଯ ଅନ୍ୟମାନଙ୍କୁ ଲୁଟୁଅଛ। ଅନ୍ୟମାନେ ତୁମ୍ଭମାନଙ୍କ ପ୍ରତି ବିଶ୍ବାସଘାତକତା ନ କଲେ ମଧ୍ଯ ତୁମ୍ଭମାନେେ ଅନ୍ୟମାନଙ୍କ ପ୍ରତି ବିଶ୍ବାସଘାତକତା କରୁଅଛ। ତେଣୁ ତୁମ୍ଭମାନେେ ସନ୍ତାପର ପାତ୍ର। କାରଣ ତୁମ୍ଭମାନେେ ଲୁଟିବା ସମାପ୍ତ କଲାପ ରେ ଅନ୍ୟମାନେ ତୁମ୍ଭକୁ ଲୁଟିବେ। ପୁଣି ତୁମ୍ଭମାନେେ ବିଶ୍ବାସଘାତକତା ସମାପ୍ତ କଲାପ ରେ ଅନ୍ୟମାନେ ତୁମ୍ଭପ୍ରତି ବିଶ୍ବାସଘାତକତା କରିବେ।

ଯିଶାଇୟ 59:13

ଆମ୍ଭମାନେେ ତାଙ୍କର ବିରୁଦ୍ଧାଚରଣ କରିବା ଓ ସଦାପ୍ରଭୁଙ୍କ ପ୍ରତି ଅବିଶ୍ବସ୍ତ ହବୋ। ଆମ୍ଭମାନେେ ସଦାପ୍ରଭୁଙ୍କଠାରୁ ବିମୁଖ ହେଲୁ। ଆମ୍ଭେ ଉତ୍ପୀଡ଼ନ ଓ ବିଦ୍ରୋହର କଥା କହୁ। ଆମ୍ଭେ ମିଥ୍ଯା କଥା କହି ଧାର୍ମିକତାକୁ ଆମ୍ଭଠାରୁ ଛାଡ଼ି ଦେଉ।

ଯିରିମିୟ 9:5

ସମାନେେ ପ୍ରେତ୍ୟକକ ଆପଣା ପ୍ରତିବେଶୀକୁ ପ୍ରବ୍ଯଞ୍ଚନା କରିବେ ଓ କବେେ ସତ୍ଯକଥା କହିବେ ନାହିଁ। ସମାନେେ ମିଥ୍ଯା କହିବାକୁ ନିଜ ନିଜ ଜିହ୍ବାକୁ ଶିଖାଇ ଅଛନ୍ତି। ଥକିବା ପର୍ୟ୍ଯନ୍ତ ସମାନେେ ମନ୍ଦକର୍ମ କରନ୍ତି।

ଯିହିଜିକଲ 40:46

ଆଉ ଯେଉଁ କୋଠରୀର ମୁଖ ଉତ୍ତର ଆଡ଼େ ଅଛି ତାହା ଯାଜକମାନଙ୍କ ପାଇଁ ଅଛି, ଯେଉଁମାନେ ୟଜ୍ଞବଦେୀର ଦାଯିତ୍ବ ରେ ଥାଆନ୍ତି। ଏମାନେ ସାଦୋକର ସନ୍ତାନ, ଲବେୀର ବଂଶଧର ମଧ୍ଯରୁ ଏମାନେ ସଦାପ୍ରଭୁଙ୍କର ପରିଚର୍ୟ୍ଯା କରିବା ପାଇଁ ତାଙ୍କ ନିକଟକୁ ଆସନ୍ତି।

ଆମୋଷ 8:5

ତୁମ୍ଭେ ବ୍ଯବସାଯୀଗଣ କହୁଛ, କେତବେେଳେ ଅମାବାସ୍ଯା ଗତ ହବେ ଓ ଆମ୍ଭମାନେେ ଆମ୍ଭର ଶସ୍ଯ ବୀକ୍ରି କରିବୁ? ପୁଣି କେତବେେଳେ ବିଶ୍ରାମଦିନ ଗତ ହବେ, ଆମ୍ଭେ ଆମ୍ଭର ଗହମ ବୀକ୍ରିପାଇଁ ଆଣିବୁ? ଆମ୍ଭମାନେେ ଓଜନର ମାପ କମାଇବୁ ଏବଂ ଜିନିଷର ମୂଲ୍ଯ ବୃଦ୍ଧି କରିବୁ। ଆମ୍ଭମାନେେ ତରାଜୁକୁ କମ୍ ବେଶୀକରି ଲୋକମାନଙ୍କୁ ଠକିବୁ।

ମୀଖା 6:10

ମନ୍ଦାଗ୍ଭରୀଗଣ କ'ଣ ଏବେ ସୁଦ୍ଧା ଗ୍ଭରେି ଧନସମ୍ପତ୍ତିକୁ ଲୁଗ୍ଭଇ ରଖିଛନ୍ତି? ସହେି ମନ୍ଦାଗ୍ଭରୀଗଣ ଏବେ କ'ଣ େଛାଟ ଐଫା ରେ ଲୋକମାନଙ୍କୁ ପ୍ରତାରଣା କରୁଛନ୍ତି? ହଁ, ଏହିସବୁ ଘଟଣା ଏବେ ମଧ୍ଯ ଘଟୁଅଛି।

ହବକକୂକ 1:13

ତୁମ୍ଭର ଚକ୍ଷୁଗୁଡିକ ଏତେ ଶୁଦ୍ଧ ଯେ, ତୁମ୍ଭେ ଦୁଷ୍କର୍ମ ଦେଖିପାରିବ ନାହିଁ। ଲୋକମାନେ ଦୁଷ୍କର୍ମ କରୁଥିବାର ଦେଖି ତୁମ୍ଭେ ସହ୍ଯ କରିପାରିବ ନାହିଁ। ତେଣୁ କିପରି ସହେି ମନ୍ଦ ଲୋକମାନେ ଜଯ କରିବାର ତୁମ୍ଭେ ଦେଖିପାରିବ? କାହିଁକି ତୁମ୍ଭେ ପ୍ରତିକ୍ରିଯା କରୁନାହଁ, ଯେତବେେଳେ ଦୁଷ୍ଟ ଲୋକମାନେ ଧାର୍ମିକ ଲୋକମାନଙ୍କୁ ପରାସ୍ତ କରିବାର ଦେଖୁଛ?

ଯୋହନଲିଖିତ ସୁସମାଚାର 8:44

ଶୟତାନ ହେଉଛି ତୁମ୍ଭର ପିତା। ତୁମ୍ଭେ ତାହାର ଅଟ। ତୁମ୍ଭେ ତାର ଇଚ୍ଛା ଅନୁସାରେ କାର୍ୟ୍ଯ କରୁଛ। ପ୍ରଥମରୁ ସେ ଜଣେ ଖୁନି। ସେ ସର୍ବଦା ସତ୍ଯର ବିରୁଦ୍ଧ। ତା' ଭିତ ରେ କୌଣସି ସତ୍ଯତା ନାହିଁ। ସେ ତାର ସ୍ବଭାବରୁ ମିଛୁଆ। ସେ ମିଥ୍ଯାବାଦୀ, ସେ ମିଥ୍ଯାର ଜନ୍ମଦାତା।

ରେରିତମାନଙ୍କ କାର୍ଯ୍ୟର ବିବରଣ 5:4

ସେ ସମ୍ପତ୍ତି କ'ଣ ବିକ୍ରୀ ପୂର୍ବରୁ ତୁମ୍ଭର ନଥିଲା? ବିକ୍ରୀ ପରେ ସେ ସମ୍ପତ୍ତିର ମୂଲ୍ଯ କ'ଣ ତୁମ୍ଭ ଅଧିକାର ରେ ନଥିଲା? ତବେେ ତୁମ୍ଭେ ମନ ଭିତ ରେ ଏପରି ଖରାପ କଥା କାହିଁକି ଭାବିଲ? ଏହା ଦ୍ବାରା ତୁମ୍ଭେ ମନୁଷ୍ଯମାନଙ୍କ ଆଗ ରେ ମିଥ୍ଯା କହିଲ ନାହିଁ ବରଂ ତୁମ୍ଭେ ପରମେଶ୍ବରଙ୍କୁ ମିଥ୍ଯା କହିଲ।

ଏଫିସୀୟଙ୍କ ପ୍ରତି ପତ୍ର 4:25

ଅତଏବ ତୁମ୍ଭେ ମିଛ କହିବା ବନ୍ଦ କର। ସର୍ବଦା ପରସ୍ପରକୁ ସତ୍ଯ କୁହ, ଯେ ହତେୁ ଆମ୍ଭେ ସମସ୍ତେ ଗୋଟିଏ ଦହରେ ଅଙ୍ଗପ୍ରତ୍ଯଙ୍ଗ ଅଟୁ।

କଲସୀୟଙ୍କ ପ୍ରତି ପତ୍ର 3:9

ପରସ୍ପରକୁ ମିଛ କଥା କୁହ ନାହିଁ, କାରଣ ତୁମ୍ଭମାନେେ ପୂର୍ବ ଜୀବନର ପାପପୂର୍ଣ୍ଣ ଆଚରଣ ଛାଡ଼ି ଦଇେଛ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 22:15

କିନ୍ତୁ କୁକୁରମାନେ, ମନ୍ଦ କୁହୁକ କରୁଥିବା ଲୋକମାନେ, ଯେଉଁମାନେ ୟୌନଗତ ପାପ କରନ୍ତି, ନରହନ୍ତାମାନେ, ପ୍ରତିମାପୂଜକଗଣ, ମିଥ୍ଯାପ୍ରିୟ ଓ ମିଥ୍ଯାବାଦୀମାନେ ନଗରର ବାହା ରେ ରହିବେ।

Interlinear

Choose Theme