ଲେବୀୟ ପୁସ୍ତକ 8:18 · ଓଡ଼ିଆ ବାଇବେଲ
ତା'ପରେ ସେ ହାମବେଳି ପାଇଁ ମଷେ ଆଣିଲେ। ହାରୋଣ ଓ ତାଙ୍କର ପୁତ୍ରଗଣ ମଷେର ମସ୍ତକରେ ହସ୍ତ ରଖିଲେ।
Cross references
ଯାତ୍ରା ପୁସ୍ତକ 29:15
ଏହାପରେ ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ କୁହ ସମାନେେ ତାଙ୍କର ହସ୍ତ ଏକ ଅଣ୍ଡିରା ମଷେର ମସ୍ତକ ଉପରେ ରଖିବେ।
ଲେବୀୟ ପୁସ୍ତକ 1:4
ପୁଣି ସେ ହାମବେଳିର ମସ୍ତକରେ ଆପଣା ହସ୍ତ ରଖିବ। ତାହାହେଲେ ସହେି ବଳି ତାହାର ପ୍ରାଯଶ୍ଚିତ ରୂପେ ଗ୍ରାହ୍ଯ ହବେ।
ଲେବୀୟ ପୁସ୍ତକ 8:2
ତୁମ୍ଭେ ହାରୋଣଙ୍କୁ ଓ ତାଙ୍କ ସହିତ ତାଙ୍କର ପୁତ୍ରଗଣଙ୍କୁ, ସକଳ ବସ୍ତ୍ର, ଅଭିଷକୋର୍ଥକ ତୈଳ, ପାପାର୍ଥକ ବଳି ନିମନ୍ତେ ଷଣ୍ଢ, ଦୁଇଟି ମଷେଛୁଆ ଓ ତାଡିଶୂନ୍ଯ ରୋଟୀର ଡାଲା ଏକତ୍ରୀତ କର।
ଲେବୀୟ ପୁସ୍ତକ 9:16
ହାରୋଣ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ହାମବେଳି ବିଧି ଅନୁସାରେ ଉତ୍ସର୍ଗ କଲେ।