ଏହାଥିଲା ସଦାପ୍ରଭୁଙ୍କ ପାଇଁ ହାମବେଳି ଓ ସଦାପ୍ରଭୁଙ୍କର ଏକ ସୁବାସିତ ନବୈେଦ୍ଯ। ମାଶାେ ଠିକ୍ ତାହା କଲେ, ଯାହା ସଦାପ୍ରଭୁ ତାଙ୍କୁ ଆଜ୍ଞା ଦଇେଥିଲେ।
Cross references
ତହିଁରେ ସଦାପ୍ରଭୁ ସମାନଙ୍କେର ବଳିଦାନକୁ ଆଘ୍ରାଣ କଲେ ଏବଂ ନିଜେ ମନେ ମନେ ଚ଼ିନ୍ତା କଲେ, ପୃଥିବୀକି ଅଭିଶାପ ଦବୋ ନାହିଁ। ଯଦିଓ ବାଲ୍ଯାକାଳରୁ ମନୁଷ୍ଯର ମନର ଅଭିପ୍ରାଯ ଓ ପ୍ରବଣତା ମନ୍ଦ, ତଥାପି ଆଉ କବେେ ହେଲ ସମସ୍ତ ଜୀବଙ୍କୁ ବିନଷ୍ଟ କରିବି ନାହିଁ, ଯେପରି ମୁଁ ପୂର୍ବରୁ କଲି।
ଏହାପରେ ଗୋଟ ମଷେକୁ ୟଜ୍ଞବଦେୀ ଉପରେ ଦଗ୍ଧ କରିବ। ତାହା ସଦାପ୍ରଭୁଙ୍କ ପାଇଁ ହାମବେଳି। ଏହା ସଦାପ୍ରଭୁଙ୍କ ପାଇଁ ସୁବାସିତ ଉପହାର।
ମାଶାେ ସଦାପ୍ରଭୁଙ୍କ ସମସ୍ତ ନିଯମ ମାନି ତାଙ୍କର ଆଜ୍ଞା ଅନୁୟାଯୀ କାର୍ୟ୍ଯମାନ କଲେ।
ମାତ୍ର ସହେି ଯାଜକ ଅନ୍ତ ଅଂଶ ଓ ଗୋଡ ଜଳ ରେ ଧୌତ କରିବେ ତା'ପରେ ଯାଜକ ୟଜ୍ଞବଦେୀ ଉପରେ ତାକୁ ଦଗ୍ଧ କରିବେ ଓ ତାହା ଗୋଟିଏ ହାମବେଳି ହବେ। ଏବଂ ତାହା ସଦାପ୍ରଭୁଙ୍କୁ ସୁବାସିତ ନବୈେଦ୍ଯ ହବେ।
ମାତ୍ର ସେ ତା'ର ଅନ୍ତ୍ର ଅଂଶ ଓ ଗୋଡ ଜଳ ରେ ଧୌତ କରିବ। ତା'ପରେ ଯାଜକ ସମ୍ପୁର୍ଣ୍ଣ ପଶୁଟିକୁ ଉତ୍ସର୍ଗ କରିବ ଓ ଏହାକୁ ୟଜ୍ଞବଦେୀ ଉପରେ ଦଗ୍ଧ କରିବ। ତାହା ହବେ ସଦାପ୍ରଭୁଙ୍କ ପାଇଁ ଗୋଟିଏ ସୁବାସିତ ନବୈେଦ୍ଯ।
ତା'ପରେ ସେ ଯାଜକ ତା'ର ଦୁଇ ପକ୍ଷକୁ ଚିରିବ ମାତ୍ର ତାକୁ ଦୁଇ ଖଣ୍ଡ କରିବ ନାହିଁ। ତା'ପରେ ଯାଜକ ଏହାକୁ ସମ୍ପୁର୍ଣ୍ଣଭାବରେ ବଦେୀ ରେ ଥିବା ଅଗ୍ନିକାଠ ମଧିଅରେ ଦଗ୍ଧ କରିବ। ଏହି ହାମବେଳି ସଦାପ୍ରଭୁଙ୍କ ପାଇଁ ସୁଗନ୍ଧିତ ନବୈେଦ୍ଯ ହବେ।
ପୁଣି ଯାଜକ ସହେି ଭଜା ଶସ୍ଯରୁ କିଛି ଅଂଶ ନବୋ ଉଚିତ୍ ଓ ୟଜ୍ଞବଦେୀ ଉପରେ ଏହି ସ୍ମରଣାର୍ଥକ ଅଂଶ ଦଗ୍ଧ କରିବା ଉଚିତ୍। ତାହା ସଦାପ୍ରଭୁଙ୍କ ପାଇଁ ସୁବାସିତ ନବୈେଦ୍ଯ ଅଟେ।
ପୁଣି ତାଙ୍କ ମସ୍ତକରେ ପଗଡି ରଖିଲେ, ପଗଡି ସମ୍ମୁଖ ରେ ସ୍ବର୍ଣ୍ଣପତ୍ରର ପବିତ୍ର ମୁକୁଟ ଦେଲେ, ମାଶାେ ସଦାପ୍ରଭୁଙ୍କ ଆଜ୍ଞା ଆନୁସା ରେ ଏହା କଲେ।
ତା'ପରେ ମାଶାେ ହାରୋଣଙ୍କ ପୁତ୍ରଗଣଙ୍କୁ ଆଣି ସମାନଙ୍କେୁ ଜାମା ପିନ୍ଧାଇଲେ, କଟୀ ରେ ସମାନଙ୍କେର କଟୀବନ୍ଧନୀ ବାନ୍ଧିଲେ ଓ ସମାନଙ୍କେୁ ଶିରୋଭୂଷଣ ରେ ଭୂଷିତ କଲେ। ମାଶାେ ଏହା ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କଲେ।
ପ୍ ରମେପୂର୍ଣ୍ଣ ଜୀବନଯାପନ କର। ଖ୍ରୀଷ୍ଟ ଆମ୍ଭକୁ ଯେପରି ପ୍ ରମେ କରିଛନ୍ତି, ତୁମ୍ଭମାନେେ ମଧ୍ଯ ସହେିଭଳି ଅନ୍ୟମାନଙ୍କୁ ପ୍ ରମେ କର। ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ଦେଲେ, ସେ ଆମ୍ଭମାନଙ୍କ ନିମନ୍ତେ ପରମେଶ୍ବରଙ୍କ ନିକଟରେ ମଧୁର-ସୁଗନ୍ଧି-ୟୁକ୍ତ ଭଟେି ଓ ପରମେଶ୍ବରଙ୍କ ବଳି ସ୍ବରୂପ ଅଟନ୍ତି।