Home Bibles ଲେବୀୟ ପୁସ୍ତକ 23:18 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 23:18 · ଓଡ଼ିଆ ବାଇବେଲ

ପୁଣି ତୁମ୍ଭମାନେେ ସହେି ରୋଟୀ ସହିତ ଏକବର୍ଷୀଯ ସାତଟି ନିଖୁଣ ମଷେବତ୍ସ, ଗୋଟିଏ ବୃଷଭ ଓ ଦୁଇଟି ମଷେ ବଳିଦାନ କରିବା ଉଚିତ୍। ତାହା ସଦାପ୍ରଭୁଙ୍କୁ ହାମବେଳି ହବେ। ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ସହିତ ଏହା ସଦାପ୍ରଭୁଙ୍କୁ ସୁବାସିତ ନବୈେଦ୍ଯ ହବେ।

Cross references

ଲେବୀୟ ପୁସ୍ତକ 1:3

ସେ ଯଦି ନିଜ ଗୋଠରୁ ଗାଈ ହାମବେଳି ରୂପେ ଉତ୍ସର୍ଗ କରେ, ତବେେ ତାହା ନିଶ୍ଚିତ ନିଖୁଣ ଅଣ୍ଡିରା ବାଛୁରୀ ହାଇେଥିବ ଓ ସେ ତାକୁ ସମାଗମ ତମ୍ବୁର ଦ୍ବାର ନିକଟକୁ ଆଣିବ। ତାହାହେଲେ ତାହା ସଦାପ୍ରଭୁଙ୍କ ଦ୍ବାରା ଗୃହୀତ ହବେ।

ଲେବୀୟ ପୁସ୍ତକ 23:12

ପୁଣି ଯେଉଁଦିନ ତୁମ୍ଭମାନେେ ସହେି ବିଡା ଦୋଳାଇବ ସହେିଦିନ ତୁମ୍ଭମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହାମବେଳି ନିମନ୍ତେ ଏକ ବର୍ଷୀଯ ନିଖୁଣ ମଷେବତ୍ସ ଗୋଟିଏ ଉତ୍ସର୍ଗ କରିବ।

ଗଣନା ପୁସ୍ତକ 15:4

ଯେଉଁ ଲୋକ ଶସ୍ଯ ନବୈେଦ୍ଯ ଉତ୍ସର୍ଗ କରୁଛ, ଏକ ଐଫାର ଦଶମାଂଶ ସରୁ ମଇଦା ଏକ ହିନର ଚତୁର୍ଥାଂଶ ତୈଳ ସହିତ ମିଶ୍ରିତ କରି ଆଣିବ।

ଗଣନା ପୁସ୍ତକ 28:27

ମାତ୍ର ତୁମ୍ଭମାନେେ ସଦାପ୍ରଭୁଙ୍କୁ ସୁବାସିତ ଉପହାର ରୂପେ ଦୁଇଟି ଷଣ୍ତ, ଗୋଟିଏ ଅଣ୍ତିରା ମଷେ ଓ ସାତାଟେି ମଷେଶାବକକୁ ହାମବେଳି ରୂପେ ଉତ୍ସର୍ଗ କରିବା ଉଚିତ୍।

ମଲାଖୀ 1:13

ତୁମ୍ଭେ କହିଛ ଯେ, ତୁମ୍ଭେ ବିବ୍ରତ ହବେ ନାହିଁ ଏବଂ ତୁମ୍ଭେ ୟଜ୍ଞବଦେୀ ରେ ଥିବା ଖାଦ୍ୟ ପ୍ରତି ତାଚ୍ଛଲ୍ଯ ପ୍ରକାଶ କରିଛ ଏବଂ ତୁମ୍ଭେ ନ ଖାଇ ପରିତ୍ଯାଗ କରୁଛ, ଆଉ ମଧ୍ଯ ମନ୍ଦ ବୋଲି କହୁଛ। ମାତ୍ର ଏହା ସତ୍ଯ ନୁହେଁ। ତା'ପ ରେ ତୁମ୍ଭମାନେେ ଆହତ, େଛାଟା ଓ ରୁଗ୍ଣ ପଶୁମାନଙ୍କୁ ଆମ୍ଭ ନିକଟରେ ବଳିଦାନ ପାଇଁ ଆଣୁଛ। ମାତ୍ର ସହେି ରୁଗ୍ଣ ପଶୁଗୁଡିକୁ ଆମ୍ଭେ ଗ୍ରହଣ କରିବା ନାହିଁ। ସର୍ବଶକ୍ତିମାନ ସଦାପ୍ରଭୁ ଏହା କହିଲେ।

Interlinear

Choose Theme