ପରମେଶ୍ବର ମନୁଷ୍ଯ ନୁହଁନ୍ତି, ସେ ମିଥ୍ଯା କହିବେ ନାହିଁ। ସେ ମଧ୍ଯ ମନୁଷ୍ଯ ନୁହଁନ୍ତି। ସେ ତାଙ୍କର ସିଦ୍ଧାନ୍ତ ବଦଳାଇବେ ନାହିଁ। ସେ କହିବେ କି ଯାହା ସେ କରିବେ ନାହିଁ? ନା! ସେ କହିବେ କି ଏବଂ ତାହା ହବେ ନାହିଁ? ନା!
Cross references
ତୁମ୍ଭେ ଏହି ଦେଶ ରେ ପ୍ରବାସ କର। ତହିଁରେ ମୁଁ ତୁମ୍ଭକୁ ସାହାୟ୍ଯ ଓ ଆଶୀର୍ବାଦ କରିବି। ପୁଣି ମୁଁ ତୁମ୍ଭକୁ ଓ ତୁମ୍ଭ ବଂଶକୁ ଏହି ସମସ୍ତ ଭୂମି ଦବେି। ତୁମ୍ଭ ପିତା ଅବ୍ରାହାମଙ୍କ ନିକଟରେ କରିଥବା ଶପଥ ମୁଁ ସଫଳ କରିବି।
'ମୁଁ ସଦାପ୍ରଭୁ ଅନନ୍ତର ଏହା କହିଲି, ମାେ ବିଷଯ ରେ ଯେଉଁ ଦୁଷ୍ଟ ମଣ୍ତଳୀ ଏକତ୍ରିତ ହାଇେଅଛନ୍ତି, ତାହା ପ୍ରତି ମୁଁ ନିଶ୍ଚଯ ପ୍ରତିଫଳ କରିବି। ସମାନେେ ଏଠା ରେ ନଷ୍ଟ ହବେେ ଓ ଏହି ସ୍ଥାନ ରେ ସମାନେେ ମରିବେ।'
ସଦାପ୍ରଭୁ ଇଶ୍ରାୟେଲ ବଂଶକକ୍ସ୍ଟ ଯେଉଁ ଉତ୍ତମ ପ୍ରତିଜ୍ଞା କରିଥିଲେ, ସେଥି ମଧ୍ଯରକ୍ସ୍ଟ ଗୋଟିଏ ହେଲ କଥା ବିଫଳ ହେଲାନାହିଁ। ସଦାପ୍ରଭୁଙ୍କର ସମସ୍ତ କଥା ସଫଳ ହେଲା।
ମୁ ଏଲିର ପରିବାରକକ୍ସ୍ଟ ଯାହା ଯାହା କହକ୍ସ୍ଟଅଛି ସେ ସମସ୍ତ ପ୍ରଥମରକ୍ସ୍ଟ ଶଷେ ପର୍ୟ୍ଯନ୍ତ ପକ୍ସ୍ଟରଣ କରିବ।
ସଦାପ୍ରଭୁ ହେଉଛନ୍ତି ଇଶ୍ରାୟେଲର ପରମେଶ୍ବର। ସଦାପ୍ରଭୁ ସବୁଦିନ ପାଇଁ ଏହିଠା ରେ ବାସ କରିବେ। ସଦାପ୍ରଭୁ ମିଛ କହନ୍ତି ନାହିଁ କି ସେ ତାଙ୍କର ମତ ପରିବର୍ତ୍ତନ କରନ୍ତି ନାହିଁ। ସଦାପ୍ରଭୁ ଜଣେ ବ୍ଯକ୍ତି ନକ୍ସ୍ଟହଁନ୍ତି ଯେ କି ତାଙ୍କର ମତ ବଦଳାଇ ଦବେେ।
ୟାରବିଯାମର କହେି ନଗର ରେ ମଲେ କୁକୁରମାନେ ତାକୁ ଖାଇବେ ଓ କହେି କ୍ଷେତ୍ର ରେ ମଲେ ଆକାଶର ପକ୍ଷୀମାନେ ତାକୁ ଖାଇବେ, କାରଣ ସଦାପ୍ରଭୁ ଏହା କହିଛନ୍ତି।'
ସନୋପତି ୟିଏ ରାଜା ଙ୍କର ନିକଟର ଥିଲେ ପରମେଶ୍ବର ଲୋକଙ୍କୁ ଉତ୍ତର ଦେଲେ। ଦେଖ, ଯବେେ ସଦାପ୍ରଭୁ ସ୍ବର୍ଗ ରେ ଦ୍ବାର ଖୋଲନ୍ତି ତବେେ ମଧ୍ଯ ସମ୍ଭବ ହାଇେ ପାରିବ ନାହିଁ?
ଏହିପରି ଭାବରେ ସଦାପ୍ରଭୁଙ୍କ ବାକ୍ଯ ସତ୍ଯ ହେଲା। ସେ ଯହେୂଙ୍କୁ କହିଥିଲେ ତାଙ୍କର ଚତୁର୍ଥ ପୁରୁଷ ପର୍ୟ୍ଯନ୍ତ ଇଶ୍ରାୟେଲର ସିଂହାସନ ରେ ଉପବିଷ୍ଟ ହବେେ, ତାହା ସହେିପରି ଘଟିଲା।
ସର୍ବୋପରି, ଭବିଷ୍ଯତ ରେ ମାେ' ପରିବାର ପ୍ରତି କ'ଣ ଘଟିବ, ତାହା ମଧ୍ଯ ତୁମ୍ଭେ ମାେତେ ଜାଣିବାକୁ ଦଲେ। ସତେ ଯେପରି ମୁଁ ଜଣେ ଅତି ମହାନ୍ ବ୍ଯକ୍ତି ଅଟେ, ତୁମ୍ଭେ ମାେ' ପ୍ରତି ସେ ପ୍ରକାର ବ୍ଯବହାର କଲ।
ପରମେଶ୍ବର କ'ଣ କୃପା କରିବାକୁ ପାସୋରି ଅଛନ୍ତି ? ତାଙ୍କର ଦୟା କ'ଣ କୋର୍ଧରେ ପରିଣତ ହାଇେଅଛି ?
ଆମ୍ଭେ ଆପଣା ପ୍ରବିତ୍ରତା ଦ୍ବାରା ସାକ୍ଷୀରଖି ଆମ୍ଭେ ଦାଉଦ ନିକଟରେ ଏକ ବିଶଷେ ପ୍ରତିଜ୍ଞା କରିଥିଲୁ। ତଣେୁ ଆମ୍ଭେ ଦାଉଦ ପ୍ରତି ଆପଣା ପ୍ରତିଜ୍ଞା ଭଂଗ କରିବା ନାହିଁ।
ସଦାପ୍ରଭୁ ଦାଉଦଙ୍କୁ ପ୍ରତିଜ୍ଞା କଲେ, ତାଙ୍କ ପ୍ରତି ବିଶ୍ବାସର ଗୋଟିଏ ଶପଥ କଲେ, ଆମ୍ଭେ ତୁମ୍ଭର ବଂଶରୁ ଜଣକୁ ସବୁଦିନ ପାଇଁ ରାଜସିଂହାସନରେ ଅଧିଷ୍ଠିତ କରିବା।
ସହେି ସମୟରେ କଦରରେ ବୀରଗଣ ମଧ୍ଯରୁ ଅଳ୍ପ କେତକେ ଧନୁର୍ଦ୍ଧର ରକ୍ଷା ପାଇବେ। କାରଣ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହା କହିଅଛନ୍ତି।'
ତେଣୁ ପୃଥିବୀବାସୀ ଶୋକ କରିବେ ଓ ଉପରିସ୍ଥ ଆକାଶମଣ୍ଡଳ କୃଷ୍ଣବର୍ଣ୍ଣ ହବେ। କାରଣ ଆମ୍ଭେ ଏହା କହିଅଛୁ ଓ ଆମ୍ଭେ ଏହା ମନ ରେ ସ୍ଥିର କରିଅଛୁ। ଏଥିପାଇଁ ଆମ୍ଭେ ଅନୁତାପ କରିବୁ ନାହିଁ କି ଏଥିରୁ ବିରତ ହବେୁ ନାହିଁ।
ରାଜା ନବୂଦ୍ନିତ୍ସରଙ୍କ ପ୍ରତି ଏ ସମସ୍ତ ଘଟିଲା।
ଆମ୍ଭେ ଆପଣା ଭୟଙ୍କର କୋରଧଭାବକୁ ପ୍ରକାଶ କରିବା ନାହିଁ। ଇଫ୍ରଯିମକୁ ପୁନର୍ବାର ଧ୍ବଂସ କରିବା ନାହିଁ। ଆମ୍ଭେ ପରମେଶ୍ବର, ମାନବ ନୋହୁଁ। ଆମ୍ଭେ ତୁମ୍ଭର ମଧ୍ଯବର୍ତ୍ତୀ ଧର୍ମସ୍ବରୂପ ଅଟୁ। ଆମ୍ଭର କୋର୍ଧ ଦଖାଇବୋ ନାହିଁ।
ହେ ପରମେଶ୍ବର, ଯାକୁବ ପ୍ରତି ସତ୍ଯ ଓ ଅବ୍ରାହାମ ପ୍ରତି ଦୟା ଓ ବିଶ୍ବସ୍ତତା ପ୍ରଦାନ କଲ, ଯାହା ତୁମ୍ଭେ ବହୁବର୍ଷ ପୂର୍ବେ ଆମ୍ଭ ପୂର୍ବପୁରୁଷମାନଙ୍କଠା ରେ ଶପଥ କରିଥିଲ।
ଏହି ଦର୍ଶନ ନିର୍ଦ୍ଦିଷ୍ଟ ସାକ୍ଷୀ ଅଟେ। ଏହା ଶଷେ ବାର୍ତ୍ତା ସମ୍ବନ୍ଧ ରେ ସାକ୍ଷୀ ଦିଏ ଏବଂ ଏହା ମିଥ୍ଯା ହୁଏ ନାହିଁ। ଯେପରି ଜଣାୟିବ ଏହି ସମୟ କବେେ ଆସିବ ନାହିଁ। କିନ୍ତୁ ର୍ଧୈୟ୍ଯ ଧରି ଅପେକ୍ଷା କର, ସେ ସମୟ ନିଶ୍ଚଯ ଆସିବ। ଏହା ଅଧିକ ବିଳମ୍ବ ହବେନାହିଁ।
ଆମ୍ଭେ ସଦାପ୍ରଭୁ ଏବଂ ଆମ୍ଭେ ପରିବର୍ତ୍ତନ ହବୋ ନାହିଁ। ସେଥିପାଇଁ ତୁମ୍ଭେ ଯାକୁବର ବଂଶଧର ବିନାଶ ହାଇନୋହିଁ।
ପୃଥିବୀ ଓ ଆକାଶ ଲୋପ ହାଇଯୋଇପା ରେ। କିନ୍ତୁ ମାରେବାକ୍ଯ କଦାପି ଲୋପ ହବେନାହିଁ। ମାରେ ବାକ୍ଯ ଅନନ୍ତକାଳସ୍ଥାଯୀ।
ପରମେଶ୍ବର ଯେଉଁମାନଙ୍କୁ ଡାକନ୍ତି ଓ ଯେଉଁ ଦାନଗୁଡିକ ଦିଅନ୍ତି; ସମାନଙ୍କେ ପ୍ରତି ପରମେଶ୍ବର ନିଜର ମନ କବେେ ହେଲେ ପରିବର୍ତ୍ତନ କରନ୍ତି ନାହିଁ।
ଅନନ୍ତ ଜୀବନ ପାଇଁ ଆମ୍ଭର ଆଶାରୁ ସହେି ବିଶ୍ବାସ ଓ ଜ୍ଞାନ ଆସିଛି। ସମୟ ଆରମ୍ଭ ହବୋ ପୂର୍ବରୁ ପରମେଶ୍ବର ସହେି ଅନନ୍ତ ଜୀବନର ପ୍ରତିଶୃତି ଦଇେଥିଲେ ଓ ପରମେଶ୍ବର ମିଛ କହନ୍ତି ନାହିଁ।
ଉକ୍ତ ଦୁଇଟି ଯାକ ଅପରିବର୍ତ୍ତନୀୟ। ଯେତବେେଳେ ପରମେଶ୍ବର କିଛି କହନ୍ତି ସେ ମିଛ କହି ପାରନ୍ତି ନାହିଁ, ପୁଣି କୌଣସି ଶପଥ କଲା ବେଳେ ମଧ୍ଯ ସେ ମିଛ କହି ପାରନ୍ତି ନାହିଁ। ଅତଏବ ଯେଉଁମାନେ ନିଜର ସୁରକ୍ଷା ଦୃଷ୍ଟିରୁ ପରମେଶ୍ବରଙ୍କ ପାଖକୁ ଆସିଛନ୍ତି, ସମାନଙ୍କେୁ ଉକ୍ତ କଥା ସାନ୍ତ୍ବନା ପ୍ରଦାନ କରେ ଓ ପରମେଶ୍ବରଙ୍କ ଭରସା ରେ ସ୍ଥିର ରହିବା ପାଇଁ ଦୃଢ଼ ଉତ୍ସାହ ପ୍ରଦାନ କରେ।
ପ୍ରେତ୍ୟକକ ଉତ୍ତମ ବିଷୟ ଓ ସିଦ୍ଧ ଦାନ ପରମେଶ୍ବରଙ୍କଠାରୁ ଆସିଥାଏ। ଯେଉଁ ପରମପିତା ଆକାଶସ୍ଥ ସମସ୍ତ ଜ୍ଯୋତିର୍ଗଣ ସୂର୍ୟ୍ଯ, ଚନ୍ଦ୍ର, ତାରାଙ୍କୁ ନିର୍ମାଣ କରିଛନ୍ତି, ତାହାଙ୍କଠାରୁ ଏହି ସମସ୍ତ ଉତ୍ତମ ଦାନ ଆ ସେ। ପରମେଶ୍ବର ପରିବର୍ତ୍ତନ ହୁଅନ୍ତି ନାହିଁ, ସେ ସର୍ବଦା ସମାନ ଅଟନ୍ତି।