Home Bibles ଯାତ୍ରା ପୁସ୍ତକ 29:42 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 29:42 · ଓଡ଼ିଆ ବାଇବେଲ

ଏହା ସମାଗମ ତମ୍ବୁ ଦ୍ବାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖ ରେ ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ନିତ୍ଯ ହାମବେଳି ହବେ। ସହେି ସ୍ଥାନ ରେ ମୁଁ ତୁମ୍ଭ ସହିତ ଆଳାପ କରିବା ନିମନ୍ତେ ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବି।

Cross references

ଯାତ୍ରା ପୁସ୍ତକ 25:22

ଆଉ ମୁଁ ଯେତବେେଳେ ତୁମ୍ଭକୁ ସାକ୍ଷାତ କରେ ଓ ପାପାଚ୍ଛାଦନର ଉପରି ଭାଗରୁ ଅର୍ଥାତ୍ ଚୁକ୍ତି ସିନ୍ଦୁକର ଉପରିସ୍ଥ କିରୂବଦୂତଗଣ ମଧ୍ଯରୁ ତୁମ୍ଭ ସଙ୍ଗେ ଆଳାପ କରି ଇଶ୍ରାୟେଲ ସନ୍ତାନଗଣ ବିଷଯକ ମୁଁ ସମସ୍ତ ଆଜ୍ଞା ତୁମ୍ଭକୁ ଜଣାଇବି।

ଯିହିଜିକଲ 43:6

ତା'ପ ରେ କହେି ଜଣେ ମାେତେ କହିବାର ମୁଁ ଶୁଣିଲି, ଯେତବେେଳେ ଲୋକଟି ମାେ ପାଖ ରେ ଛିଡ଼ା ହେଉଥିଲେ।

Interlinear

Choose Theme