Home Bibles ଯିହୋଶୂୟ 9:3 · ଓଡ଼ିଆ ବାଇବେଲ
ଯିହୋଶୂୟ 9:3 · ଓଡ଼ିଆ ବାଇବେଲ

ଯିରୀହାେ ପ୍ରତି ଓ ଅଯ ପ୍ରତି ଯିହାଶୂେୟ ଯାହା କରିଥିଲେ ଓ କିପରି ପରାସ୍ତ କରିଥିଲେ, ସେ ବିଷଯ ରେ ଗିବଯୋନର ଲୋକମାନେ ଶୁଣିଲେ।

Cross references

ଯିହୋଶୂୟ 6:1

ଯିରୀହାେ ସହର ବନ୍ଦ ଥିଲା ଓ ଜଗା ହାଇେଥିଲା। ସହେି ସହରର ଲୋକମାନେ ଭୟଭୀତ ହାଇେ ୟାଇଥିଲେ। କାରଣ ଇଶ୍ରାୟେଲର ଲୋକମାନେ ସହେି ସହରର ନିକଟରେ ଥିଲେ, କୌଣସି ଲୋକ ସହେି ସହରର ଭିତରକକ୍ସ୍ଟ ପଶକ୍ସ୍ଟ ନ ଥିଲେ କି କହେି ମଧ୍ଯ ସହର ଭିତରକ୍ସ୍ଟ ବାହାରକକ୍ସ୍ଟ ମଧ୍ଯ ଆସକ୍ସ୍ଟ ନ ଥିଲେ।

ଯିହୋଶୂୟ 6:21

ଲୋକମାନେ ସହର ରେ ଧ୍ବଂସର ଲିଳା ଚଳାଇଲେ। ସମାନେେ ସଠାେରେ ଥିବା ସମସ୍ତ ଜୀବିତ ବସ୍ତକ୍ସ୍ଟକକ୍ସ୍ଟ ଧ୍ବଂସ କଲେ। ସମାନେେ ୟକ୍ସ୍ଟବକମାନଙ୍କୁ ହତ୍ଯା କଲେ। ବୃଦ୍ଧ ଲୋକମାନଙ୍କୁ, ସ୍ତ୍ରୀ ଲୋକମାନଙ୍କୁ, ବୃଦ୍ଧା ସ୍ତ୍ରୀ ଲୋକମାନଙ୍କୁ, ପଶକ୍ସ୍ଟ ମଷେ ଏବଂ ଗଧମାନଙ୍କୁ ହତ୍ଯା କଲେ।

ଯିହୋଶୂୟ 8:1

ଏହାପରେ ସଦାପ୍ରଭୁ ଯିହାଶୂେୟକକ୍ସ୍ଟ କହିଲେ, ଭୟ କର ନାହିଁ। ନିରାଶ ହକ୍ସ୍ଟଅ ନାହିଁ। ତୁମ୍ଭର ସମସ୍ତ ସୈନ୍ଯଙ୍କ ସହିତ ଅଯକକ୍ସ୍ଟ ୟାତ୍ରା କର। ମୁ ତୁମ୍ଭକୁ ସହାୟ ହବେି, ଅଯର ରାଜାଙ୍କକ୍ସ୍ଟ ପରାସ୍ତ କରିବା ପାଇଁ। ମୁ ତୁମ୍ଭକୁ ସହେି ନଗର, ଏହାର ରାଜା ଓ ଏହାର ଲୋକମାନଙ୍କୁ ତୁମ୍ଭକୁ ହସ୍ତାନ୍ତର କରିବି।

ଯିହୋଶୂୟ 8:2

ତୁମ୍ଭେ ଅଯପ୍ରତି ସହେିପରି କର ଯେପରି ତୁମ୍ଭେ ଯିରୀହାେ ଓ ତା'ର ରାଜା ପ୍ରତି କରିଥିଲ। ମାତ୍ର ଏଥର ତୁମ୍ଭେ ଆପଣା ପାଇଁ ସମାନଙ୍କେର ଧନ, ଦୌଲତ୍ ଓ ପଶକ୍ସ୍ଟମାନଙ୍କୁ, ତୁମ୍ଭମାନଙ୍କ ଭିତ ରେ ବାଣ୍ଟି ନବେ। ବର୍ତ୍ତମାନ କିଛି ସୈନ୍ଯଗଣଙ୍କକ୍ସ୍ଟ ନଗର ପଛପଟେ ଲକ୍ସ୍ଟଗ୍ଭଇ ରଖ।

ଯିହୋଶୂୟ 8:26

ଅଯ ନିବାସୀ ସମସ୍ତଙ୍କକ୍ସ୍ଟ ବର୍ଜିତ ରୂପେ ବିନାଶ କରିବା ୟାଏ ଯିହାଶୂେୟ ନିଜ ହାତ ରେ ଧରିଥିବା ବର୍ଚ୍ଛାକକ୍ସ୍ଟ ବିସ୍ତାର କରିଥିଲେ। ଏହାକକ୍ସ୍ଟ ଯିହାଶୂେୟ ସଙ୍କକ୍ସ୍ଟଚିତ କଲେ ନାହିଁ।

ଯିହୋଶୂୟ 9:17

ତେଣୁ ଇଶ୍ରାୟେଲର ଲୋକମାନେ ସେ ଲୋକମାନେ ଯେଉଁଠା ରେ ବାସ କରୁଥିଲେ, ସହେି ସ୍ଥାନକକ୍ସ୍ଟ ଗଲେ ଏବଂ ତୃତୀୟ ଦିନ, ଗିବିଯୋନ, କଫୀରା, ବରେୋତ୍ ଓ କରିଯତ ୟିଆରିମ୍ ନଗରମାନଙ୍କୁ ଆସିଲେ।

ଯିହୋଶୂୟ 10:1

ଏହି ସମୟରେ ଅଦୋନିଷଦକେ ୟିରକ୍ସ୍ଟଶାଲମର ରାଜା ଥିଲେ। ରାଜା ଶୁଣିବାକୁ ପାଇଲେ, ଯେ ଯିହାଶୂେୟ ଅଯକକ୍ସ୍ଟ ପରାସ୍ତ କରି ସଐୂର୍ଣ ଭାବେ ଧ୍ବଂସ କରିଛନ୍ତି। ରାଜା ଜାଣିବାକକ୍ସ୍ଟ ପାଇଲେ ଯେ, ଯିହାଶୂେୟ ଯିରୀହାେ ଓ ତାଙ୍କ ରାଜା ପ୍ରତି ଯାହା କରିଥିଲେ, ସହେିପରି ଅଯ ଓ ତା'ର ରାଜାଙ୍କକ୍ସ୍ଟ କଲେ। ଆଉ ରାଜା ଜାଣିବାକକ୍ସ୍ଟ ପାଇଲେ ଯେ, ଗିବିଯୋନମାନେ ଇଶ୍ରାୟେଲମାନଙ୍କ ସହିତ ଶାନ୍ତିଚକ୍ସ୍ଟକ୍ତି କରିଛନ୍ତି ଏବଂ ସହେି ଲୋକମାନେ ୟିରକ୍ସ୍ଟଶାଲମ ନିକଟରେ ବାସ କରୁଛନ୍ତି।

ଯିହୋଶୂୟ 10:2

ତେଣୁ ଆଦୋନିଷଦେକ୍ ଏବଂ ତାଙ୍କର ଲୋକମାନେ ଖକ୍ସ୍ଟବ୍ ଭୟଭୀତ ହେଲେ। ଗିବିଯୋନ ଅଯ ପରି େଛାଟ ସହର ନ ଥିଲା। ଏହା ଏକ ବଡ ସହର ଥିଲା। ଏହା ଏକ ରାଜଧାନୀ ତକ୍ସ୍ଟଲ୍ଯ ବୃହତ୍ ନଗର ଥିଲା ଏବଂ ସହେି ସହରର ଲୋକମାନେ ଯୋଦ୍ଧା ଥିଲେ। ତେଣୁ ରାଜା ବହକ୍ସ୍ଟତ ଭୟ କରି ୟାଇଥିଲେ।

ଯିହୋଶୂୟ 10:28

ଏହାପରେ ଯିହାଶୂେୟ ସହେିଦିନ ମକ୍କଦୋ ଅକ୍ତିଆର କରି ଖଡ୍ଗ ଧାର ରେ ନଗରକକ୍ସ୍ଟ ଓ ତାହାର ରାଜାକକ୍ସ୍ଟ ହତ୍ଯା କଲେ। ସମାନଙ୍କେୁ ଓ ତନ୍ମଧ୍ଯସ୍ଥିତ ସମସ୍ତ ପ୍ରାଣୀକକ୍ସ୍ଟ ବର୍ଜିତ ରୂପେ ବିନାଶ କଲେ। କାହାକକ୍ସ୍ଟ ଅବଶିଷ୍ଟ ରଖିଲେ ନାହିଁ, ପକ୍ସ୍ଟଣି ସେ ଯେପରି ଯିରୀହାେ ରାଜାଙ୍କ ପ୍ରତି କରିଥିଲେ, ସହେିପରି ମକ୍କଦୋ ରାଜାପ୍ରତି କଲେ।

ଯିହୋଶୂୟ 10:30

ସଦାପ୍ରଭୁ ସହେି ନଗରକକ୍ସ୍ଟ ତା'ର ରାଜା ସହିତ ଇଶ୍ରାୟେଲ ହସ୍ତ ରେ ସମର୍ପଣ କଲେ। ତେଣୁ ସମାନେେ ସହରର ସମସ୍ତ ସଜୀବ ପ୍ରାଣୀଙ୍କକ୍ସ୍ଟ ଖଣ୍ତା ରେ ହତ୍ଯା କଲେ, କାହାରିକକ୍ସ୍ଟ ଛାଡିଲେ ନାହିଁ, ସେ ଯେପରି ଯିରୀହାେ ରାଜାଙ୍କ ପ୍ରତି କରିଥିଲେ, ଏହି ରାଜାଙ୍କକ୍ସ୍ଟ ମଧ୍ଯ ୟିହୋଶୂଯ ସହେିପରି କଲେ।

ଯିହୋଶୂୟ 18:25

ବିଦ୍ଯାମୀନ ବଂଶ ମଧ୍ଯ ଗିବିୟୋନର ରାମତ୍, ବରେୋତ୍,

ଯିହୋଶୂୟ 21:17

ପକ୍ସ୍ଟଣି ବିଦ୍ଯାମୀନ ବଂଶରକ୍ସ୍ଟ ଗିବିଯୋନ ଓ ତା'ର ତଳଭୂମି, ଗବୋ ଓ ତା'ର ତଳଭୂମି,

ଦିତୀୟ ଶାମୁୟେଲ 2:12

ନରର ପକ୍ସ୍ଟତ୍ର ଅବ୍ନର ଓ ଶାଉଲଙ୍କର ପକ୍ସ୍ଟତ୍ର ଈଶ୍ବୋଶତର କର୍ମଗ୍ଭରୀମାନେ ମହନଯିମରକ୍ସ୍ଟ ଗିବିଯୋନକକ୍ସ୍ଟ ଗଲେ।

ଦିତୀୟ ଶାମୁୟେଲ 21:1

ଦାଉଦଙ୍କ ରାଜତ୍ବ ସମୟରେ କ୍ରମାଗତ ତିନିବର୍ଷ ଧରି ଦକ୍ସ୍ଟର୍ଭିକ୍ଷ ହେଲା। ଏହି ସମୟରେ ରାଜା ଦାଉଦ ସଦାପ୍ରଭୁଙ୍କୁ ପ୍ରାର୍ଥନା କରନ୍ତେ ସଦାପ୍ରଭୁ ଉତ୍ତର ଦଇେ କହିଲେ, ଶାଉଲ ଓ ତା'ର ହତ୍ଯାକାରୀ ବଂଶ ଯୋଗକ୍ସ୍ଟ ଏପରି ହେଉଛି। ଯେ ହତେକ୍ସ୍ଟ ସେ ଗିବିଯୋନୀଯମାନଙ୍କୁ ହତ୍ଯା କରିଥିଲା।

ପ୍ରଥମ ବଂଶାବଳୀ 12:4

ଗିବିଯୋନ ୟିଶ୍ମଯିଯ ତିରିଶ ଜଣ ବୀରଙ୍କ ମଧିଅରେ ବଳଶାଳୀ ଥିଲେ ଓ ସେ ଏହି ତିରିଶ ଜଣ ବୀରଙ୍କର ଜଣେ ନେତା ଥିଲେ। ଗଦରୋଥୀଯ ଲୋକମାନଙ୍କ ମଧ୍ଯରୁ ଯିରିମିୟ, ୟହସୀଯଲେ, ୟୋହାନନ ଓ ୟୋଷାବଦ୍ ଥିଲେ।

ଦିତୀୟ ବଂଶାବଳୀ 1:3

ଏହାପରେ ଶଲୋମନ ଓ ତାଙ୍କ ସହିତ ସମଗ୍ର ସମାଜ ଏବଂ ଗିବିୟୋନର ପର୍ବତ ଶିଖରସ୍ଥ ପୂଜାସ୍ଥଳକୁ ଗଲେ। ପରମେଶ୍ବରଙ୍କ ସମାଗମ ତମ୍ବୁ ସଠାେରେ ଥିଲା। ଯେତବେେଳେ ସମାନେେ ମରୁ ପ୍ରାନ୍ତର ରେ ଥିଲେ ସଦାପ୍ରଭୁଙ୍କ ଦାସ ମାଶାେ ସହେି ତମ୍ବୁ ନିର୍ମାଣ କରିଥିଲେ।

Interlinear

Choose Theme