ସମାନେେ ୟିହୋଶୂଯ ଓ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ, ଏକତ୍ରୀତ ହେଲେ ଓ ସୈନ୍ଯବାହୀନି ରେ ଯୋଗ ଦେଲେ।
Cross references
ତେଣୁ ପାଞ୍ଚ ଜଣ ଇମାରେୀୟ ରାଜା ଯଥା:ୟିରକ୍ସ୍ଟଶାଲମର ରାଜା, ହିବ୍ରୋଣର ରାଜା, ୟମୂର୍ତର ରାଜା, ଲାଖୀଶର ରାଜା ଓ ଇଗ୍ଲୋନର ରାଜା ଇ ମାରେୀଯମାନଙ୍କ ଏହି ପାଞ୍ଚ ରାଜା ନିଜ ନିଜର ସମସ୍ତ ସୈନ୍ଯମାନଙ୍କ ସହିତ ଗିବିଯୋନକକ୍ସ୍ଟ ଅକ୍ତିଆର କରିବାକୁ ଏକତ୍ରୀତ ହେଲେ। ସମାନେେ ନଗରକକ୍ସ୍ଟ ଘରେିଗଲେ ଓ ଆକ୍ରମଣ କଲେ।
ହାତସୋର ରାଜା ୟାବୀନ ଏହିକଥା ଶୁଣିଲେ। ତେଣୁ ସେ ମନସ୍ତ କଲେ, କେତକେ ରାଜାମାନଙ୍କର ସୈନ୍ଯବାହୀନିକକ୍ସ୍ଟ ଏକତ୍ର କରିବେ। ସେ ମାଦୋନର ରାଜା ୟୋବବ, ଶିମ୍ରୋଣର ରାଜା ଓ ଅକ୍ଷଫର ରାଜାଙ୍କକ୍ସ୍ଟ ବାର୍ତ୍ତା ପଠାଇଲେ।
ସମସ୍ତ ରାଜାମାନେ ଏକ େଛାଟ ନଦୀ ମରେୋମ୍ କୂଳ ରେ ଏକତ୍ରୀତ ହେଲେ। ଏବଂ ଏହି ଛାଉଣୀ ରେ ସମସ୍ତ ସୈନ୍ଯମାନଙ୍କ ସହିତ ଏକତ୍ରିତ ହେଲେ। ଏବଂ ଏହିଠା ରେ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ପ୍ରସ୍ତକ୍ସ୍ଟତ କଲେ।
ଏହାପରେ ତୁମ୍ଭମାନେେ ୟର୍ଦ୍ଦନ ପାର ହାଇେ ଯିରୀହାକେକ୍ସ୍ଟ ଗଲ। ଯିରୀହାେ ନଗରର ଲୋକମାନେ ତୁମ୍ଭମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ। ଏବଂ ତୁମ୍ଭମାନେେ ମଧ୍ଯ ଇ ମାରେୀଯ, ପରିଷୀଯ, କିଣାନୀଯ, ହିତ୍ତୀଯ, ଗିର୍ଗାଶୀଯ, ହିଦ୍ଦୀଯ ଓ ୟିବୂଷୀଯମାନେ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ ଏବଂ ଆମ୍ଭେ ସମାନଙ୍କେୁ ତୁମ୍ଭମାନଙ୍କ ହାତ ରେ ସମର୍ପଣ କଲକ୍ସ୍ଟ।
ପରେ ମାୟୋବୀଯ, ଅେମ୍ମାନୀୟ ଓ କେତକେ ଅେମ୍ମାନୀୟ ଲୋକ ଯିହାଶାଫେଟ୍ଙ୍କ ସହିତ ୟୁଦ୍ଧ କରିବାକୁ ଆସିଲେ।
କାହିଁକି ଅନ୍ୟ ଦେଶରେ ଲୋକମାନେ କଳହ କରନ୍ତି, କାହିଁକି ସମାନେେ ମନ୍ଦ ଯୋଜନା କରନ୍ତି ?
ହେ ପରମେଶ୍ବର, ତୁମ୍ଭର ଶତ୍ରୁଗଣ ତୁମ୍ଭ ବିରୁଦ୍ଧରେ ଯୋଜନା କରୁଛନ୍ତି ଏବଂ ସମାନେେ ଶୀଘ୍ର ତୁମ୍ଭକୁ ଆକ୍ରମଣ କରିବେ।
ସହେି ଶତ୍ରୁମାନେ କହନ୍ତି, ଆସ ଆମ୍ଭମାନେେ ସମାନଙ୍କେୁ ପୁରାପୁରି ଧ୍ବଂସ କରିଦବୋ, ତବେେ ସମାନେେ ଗୋଟିଏ ଜାତି ହାଇେ ରହିବେ ନାହିଁ। ତାହା ହେଲେ ଇଶ୍ରାୟେଲର ନାମକୁ କହେି ମନେପକାଇବେ ନାହିଁ।
ଏହା ନିଶ୍ଚିତ ସତ୍ଯ ଯେ ଦୁଷ୍ଟ ଲୋକମାନେ ଦଣ୍ଡ ପାଇବେ ଏବଂ ଧାର୍ମିକମାନେ ମୁକ୍ତି ପାଇବେ।
ହେ ଗୋଷ୍ଠୀସମୂହ, ତୁମ୍ଭମାନେେ ୟୁଦ୍ଧ ପାଇଁ ପ୍ରସ୍ତୁତ ହୁଅ, ମାତ୍ର ତୁମ୍ଭମାନେେ ପରାସ୍ତ ହବେ। ହେ ଦୂର ଦେଶୀଯ ଲୋକମାନେ, ତୁମ୍ଭମାନେେ ଧ୍ଯାନପୂର୍ବକ ଶୁଣ। ତୁମ୍ଭମାନେେ ୟୁଦ୍ଧପାଇଁ ପ୍ରସ୍ତୁତ ହେଲବେି ତୁମ୍ଭମାନେେ ପରାଜିତ ହବେ।
ପ୍ରେତ୍ୟକକ ଲୋକ କହୁଛନ୍ତି ଯେ ଅନ୍ୟ ଲୋକମାନେ ତାଙ୍କ ବିରୁଦ୍ଧ ରେ ମନ୍ତ୍ରଣା କରୁଛନ୍ତି। ତୁମ୍ଭେ ସେ ସବୁକୁ ବିଶ୍ବାସ କର ନାହିଁ। ଅନ୍ୟ ଲୋକମାନେ ଭୟଭୀତ ହେଲାପରି ତୁମ୍ଭେ ଭୟଭୀତ ହୁଅ ନାହିଁ। ସେ ସବୁକୁ ତୁମ୍ଭେ ଆଦୌ ଭୟ କର ନାହିଁ।'
ଏଠାକୁ ଦେଖ, ଲୋକମାନେ ତୁମ୍ଭ ବିରୁଦ୍ଧ ରେ ଏକମତ ହାଇପୋରନ୍ତି, କିନ୍ତୁ ସମାନେେ ମାେ ପ୍ରତି ଯେ କହେି ତୁମ୍ଭ ବିରୁଦ୍ଧ ରେ ୟାଏ, ସେ ସମାନଙ୍କେ ପତିତକୁ ବହନ କରିବେ।
ତୁମ୍ଭମାନଙ୍କ ରାଜ୍ଯ ମଧିଅରେ ଏହା ଘାଷେଣା କର। ୟୁଦ୍ଧ ପାଇଁ ପ୍ରସ୍ତୁତ ହୁଅ। ସମସ୍ତ ଯୋଦ୍ଧାମାନେ ଜାଗ୍ରତ ହୁଅ। ୟୁଦ୍ଧର ସମସ୍ତ ଲୋକମାନଙ୍କୁ ଜାଗ୍ରତ ହବୋକୁ ଡାକ ଏବଂ ୟୁଦ୍ଧ ଭୂମିରେ ସମ୍ମୁଖୀନ ହୁଅ।
ପୃଥିବୀର ରାଜାମାନେ ୟୁଦ୍ଧ ପାଇଁ ପ୍ରସ୍ତୁତି ଚ଼ଳାଇଲେ ଓ ଶାସକମାନେ ପ୍ରଭୁ ଓ ଖ୍ରୀଷ୍ଟଙ୍କ ବିରୁଦ୍ଧ ରେ ଠିଆ ହେଲେ।' ଗୀତସଂହିତା 2:1-2
ସମାନେେ ଭୂତର ଆତ୍ମା ଓ ସମାନଙ୍କେର ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରିବାର କ୍ଷମତା ଥିଲା। ସମାନେେ ସର୍ବଶକ୍ତିମାନ ପରମେଶ୍ବରଙ୍କ ମହାଦିନର ୟୁଦ୍ଧ ପାଇଁ ପୃଥିବୀର ସବୁ ରାଜାମାନଙ୍କୁ ଏକତ୍ର କରିବା ନିମନ୍ତେ ସମାନଙ୍କେ ପାଖକୁ ଯାଆନ୍ତି।
ସେ ପୃଥିବୀର ଚାରିକୋଣରୁ ଯାଇ ସବୁ ଦେଶମାନଙ୍କୁ ଭ୍ରାନ୍ତ କରିବ, ଓ ସହେି ସମୁଦ୍ରର ବାଲି ପରି ଅସଂଖ୍ଯ ଗୋଗ୍ ଓ ମାଗୋଗ୍ଙ୍କୁ ଏକତ୍ର କରି ୟୁଦ୍ଧ କରିବାକୁ ବାହାରିବ।