Cross references
ତା'ପରେ ସେ ୟିହକ୍ସ୍ଟଦାର ପରିବାରର ପରିବାରବର୍ଗକକ୍ସ୍ଟ ଉପସ୍ଥିତ କଲେ। ସରହେ ଗୋଷ୍ଠୀ ପରମେଶ୍ବରଙ୍କ ଦ୍ବାରା ନିର୍ଦ୍ଧାରିତ ହେଲା। ତା'ପରେ ସରହେ ପରିବାରର ସମସ୍ତ ସଭ୍ଯ ସଦାପ୍ରଭୁଙ୍କ ଆଗ ରେ ଛିଡା ହେଲେ। ଜିମିରିର ପରିବାର ବଛାଗଲା।
ଯିରୀହାେ ପ୍ରତି ଓ ଅଯ ପ୍ରତି ଯିହାଶୂେୟ ଯାହା କରିଥିଲେ ଓ କିପରି ପରାସ୍ତ କରିଥିଲେ, ସେ ବିଷଯ ରେ ଗିବଯୋନର ଲୋକମାନେ ଶୁଣିଲେ।
ତେଣୁ ଇଶ୍ରାୟେଲର ଲୋକମାନେ ସେ ଲୋକମାନେ ଯେଉଁଠା ରେ ବାସ କରୁଥିଲେ, ସହେି ସ୍ଥାନକକ୍ସ୍ଟ ଗଲେ ଏବଂ ତୃତୀୟ ଦିନ, ଗିବିଯୋନ, କଫୀରା, ବରେୋତ୍ ଓ କରିଯତ ୟିଆରିମ୍ ନଗରମାନଙ୍କୁ ଆସିଲେ।
ତେଣୁ ଆଦୋନିଷଦେକ୍ ଏବଂ ତାଙ୍କର ଲୋକମାନେ ଖକ୍ସ୍ଟବ୍ ଭୟଭୀତ ହେଲେ। ଗିବିଯୋନ ଅଯ ପରି େଛାଟ ସହର ନ ଥିଲା। ଏହା ଏକ ବଡ ସହର ଥିଲା। ଏହା ଏକ ରାଜଧାନୀ ତକ୍ସ୍ଟଲ୍ଯ ବୃହତ୍ ନଗର ଥିଲା ଏବଂ ସହେି ସହରର ଲୋକମାନେ ଯୋଦ୍ଧା ଥିଲେ। ତେଣୁ ରାଜା ବହକ୍ସ୍ଟତ ଭୟ କରି ୟାଇଥିଲେ।
ସା ନୋହ, ଐନ୍ଗନ୍ନୀମ୍, ତପୂହ, ଐନମ୍,
ଏହାପରେ ଏହାର ସୀମା ଦକ୍ଷିଣ ରେ ରାମା ଓ ସୋର ନାମକ ଏକ ପ୍ରାଚୀରବେଷ୍ଟିତ ନଗରକକ୍ସ୍ଟ ଲାଗିଥିଲା। ଏହିଠାରକ୍ସ୍ଟ ସେ ସୀମା ହୋଷାକକ୍ସ୍ଟ ଲାଗିଥିଲା। ଏହାର ସୀମା ଅକଷୀବ୍ ନିକଟସ୍ଥ ସମକ୍ସ୍ଟଦ୍ର ପର୍ୟ୍ଯନ୍ତ ଥିଲା।
କିନ୍ତୁ ତାଙ୍କର ମକ୍ସ୍ଟନିବ ଲବେୀୟ ଲୋକଜଣଙ୍କ ତାଙ୍କୁ କହିଲେ, ନା, ଆମେ ଏହି ବିଚିତ୍ର ନଗର ରେ ରହିବା ନାହିଁ। ସହେି ଲୋକଗକ୍ସ୍ଟଡିକ ଇଶ୍ରାୟେଲୀୟ ନକ୍ସ୍ଟହଁନ୍ତି। ଆମ୍ଭମାନେେ ଗିବିଯାକକ୍ସ୍ଟ ୟିବା।
ଲବେୀୟ ଲୋକ ଜଣଙ୍କ କହିଲେ, ଆସ ଆମ୍ଭମାନେେ ଏହି ଦକ୍ସ୍ଟଇ ସ୍ଥାନରକ୍ସ୍ଟ କୌଣସି ଏକ ସ୍ଥାନକକ୍ସ୍ଟ ୟିବା, ପକ୍ସ୍ଟଣି ଗିବିଯା କି ରାମା ରେ ରାତ୍ରି କାଟିବା।
ଇଫ୍ରଯିମର ପର୍ବତମଯ ଦେଶର ରାମାଠା ରେ ଜଣେ ଲୋକ ବାସ କରୁଥିଲେ, ଯାହାର ନାମ ଥିଲା ଇଲ୍କାନା। ଇଲ୍କାନା ସୂଫ ପରିବାରବର୍ଗର ଥିଲେ। ଇଲ୍କାନା ୟିରୋହମର ପକ୍ସ୍ଟତ୍ର, ଥିଲା ୟିଏ ଇଲୀହର ପକ୍ସ୍ଟତ୍ର ଥିଲା, ୟିଏ ତୋହର ପକ୍ସ୍ଟତ୍ର ଥିଲା, ୟିଏ ସୂଫର ପକ୍ସ୍ଟତ୍ର ଥିଲା ଓ ଏମାନେ ଇଫ୍ରଯିମ ପରିବାରବର୍ଗର ଥିଲେ।
ତା'ପରେ ଇଲ୍କାନା ଆପଣା ସ୍ତ୍ରୀ ହାନ୍ନା ସହିତ ସହବାସ କଲା ଏବଂ ସଦାପ୍ରଭୁ ହାନ୍ନାକକ୍ସ୍ଟ ସ୍ମରଣ କଲେ।
ଦକ୍ସ୍ଟଇଜଣ ପୁରୁଷ ଶାଉଲଙ୍କର ପକ୍ସ୍ଟତ୍ର ଈଶ୍ବୋଶତ୍କକ୍ସ୍ଟ ଦେଖିବାକକ୍ସ୍ଟ ଗଲେ। ଏହି ଦକ୍ସ୍ଟଇଜଣ ପୁରୁଷ ସୈନ୍ଯମାନଙ୍କର ଅଧିନାଯକ ଥିଲେ। ସମାନେେ ରେଖବ୍ ଓ ବାନା, ବରେୋତୀଯ ରିମ୍ମୋଣର ପକ୍ସ୍ଟତ୍ର ଥିଲେ। ସମାନେେ ବରେୋତୀଯ ନଗରର ବିନ୍ଯାମୀନ ପରିବାରବର୍ଗ ରେ ଗଣିତ ଥିଲେ।
ଶ ଲୋମନ ବଳିଦାନ ନିମନ୍ତେ ଗିବିଯୋନକୁ ଗଲେ, କାରଣ ତାହା ବଡ ଉଚ୍ଚସ୍ଥଳୀ ଥିଲା। ସେ ସହେି ୟଜ୍ଞବଦେୀ ଉପରେ ଏକ ସହସ୍ର ହାମବେଳି ଉତ୍ସର୍ଗ କଲେ।
ସଦାପ୍ରଭୁ ଯେପରି ଶଲୋମନଙ୍କୁ ଗିବିଯୋନ ରେ ଦର୍ଶନ ଦଇେଥିଲେ, ସହେିପରି ଦ୍ବିତୀୟ ଥର ତାଙ୍କୁ ଦର୍ଶନ ଦେଲେ।
ବାଶା ଯିହୁଦା ବିରୁଦ୍ଧ ରେ ୟୁଦ୍ଧ କଲେ। ସେ କାହାରିକୁ ଆସାଙ୍କ ନିକଟକୁ ୟିବାକୁ ଦେଲେ ନାହିଁ କିମ୍ବା ସଠାରୁେ କାହାରିକୁ ଆସିବାକୁ ଦେଲେ ନାହିଁ। ତେଣୁ ସେ ଇଶ୍ରାୟେଲର ରାମା ନଗରକୁ ସୁଦୃଢ କଲେ।
ୟିଯେଲ୍ ଗିବିଯୋନଙ୍କ ପିତା ଥିଲେ। ସେ ଗିବିଯୋନ ସହର ରେ ବାସ କରୁଥିଲେ। ୟିଯଲଙ୍କେ ସ୍ତ୍ରୀଙ୍କ ନାମ ଥିଲା ମାଖା।
ହାତ୍ସୋର, ରାମା, ଗିତ୍ତଯିମ ରେ,
ସମାନେେ ଘାଟି' ନିକଟରେ ନଦୀ ଅତିକ୍ରମ କରିବେ। ସମାନେେ ଗବୋ ରେ ଶଯନ କରିବେ। ରାମା କମ୍ପିତ ହବେ। ଶାଉଲର ଗିବିଯା ରେ ଲୋକମାନେ ପଳାଯନ କରିବେ।
ସଦାପ୍ରଭୁ ପାରାସୀମ ପର୍ବତ ରେ ଉଠିଲାପରି ଉଠିବେ। ଗିବିଯୋନ ଉପତ୍ୟକା ରେ ଯେପରି କ୍ରୋଧାନ୍ବିତ ହାଇେଥିଲେ, ସହେିପରି କୋର୍ଧ କରିବେ। ସେତବେେଳେ ସେ ଅଦ୍ଭୁତକାର୍ୟ୍ଯ ସାମ୍ପାଦନ କରିବେ। ପୁଣି ସେ ନିଜର କାର୍ୟ୍ଯ ତଥା ଅଲୌକିକ କାର୍ୟ୍ଯ ସମ୍ପନ୍ନ କରିବେ।
ପୁଣି ସଦାପ୍ରଭୁ ଏହି କଥା କହନ୍ତି, ରାମା ରେ କୋଳାହଳ ଓ ଅତି କରୁଣ ଚିତ୍କାର ଶୁଣାୟିବ। ରାହେଲ ଆପଣା ପୁତ୍ରମାନଙ୍କ ପାଇଁ ରୋଦନ କରିବ। ସେ ତା'ର ସନ୍ତାନମାନଙ୍କ ବିଷଯ ରେ ସାନ୍ତ୍ବନାବାଣୀ ଶୁଣିବ ନାହିଁ, କାରଣ ସମାନେେ ମୃତ।
ସନ୍ଧ୍ଯା ହବୋ ବଳକେୁ ଯୋଷଫେ ନାମକ ହାରାମଥିଯାର ଜଣେ ଧନୀ ଲୋକ ୟିରୁଶାଲମ ରେ ଆସି ପହନ୍ଚିଲେ। ସେ ମଧ୍ଯ ଯୀଶୁଙ୍କର ଜଣେ ଶିଷ୍ଯ ଥିଲେ।