Home Bibles ଯିହୋଶୂୟ 8:2 · ଓଡ଼ିଆ ବାଇବେଲ
ଯିହୋଶୂୟ 8:2 · ଓଡ଼ିଆ ବାଇବେଲ

ତୁମ୍ଭେ ଅଯପ୍ରତି ସହେିପରି କର ଯେପରି ତୁମ୍ଭେ ଯିରୀହାେ ଓ ତା'ର ରାଜା ପ୍ରତି କରିଥିଲ। ମାତ୍ର ଏଥର ତୁମ୍ଭେ ଆପଣା ପାଇଁ ସମାନଙ୍କେର ଧନ, ଦୌଲତ୍ ଓ ପଶକ୍ସ୍ଟମାନଙ୍କୁ, ତୁମ୍ଭମାନଙ୍କ ଭିତ ରେ ବାଣ୍ଟି ନବେ। ବର୍ତ୍ତମାନ କିଛି ସୈନ୍ଯଗଣଙ୍କକ୍ସ୍ଟ ନଗର ପଛପଟେ ଲକ୍ସ୍ଟଗ୍ଭଇ ରଖ।

Cross references

ଦିତୀୟ ବିବରଣ 2:35

ଆମ୍ଭମାନେେ କବଳେ ପଶକ୍ସ୍ଟଗଣଙ୍କକ୍ସ୍ଟ ଓ ଯେଉଁ ଯେଉଁ ନଗର ହସ୍ତଗତ କଲକ୍ସ୍ଟ ତାହାର ସବୁ ଲକ୍ସ୍ଟଟିତ ଦ୍ରବ୍ଯ ଆମ୍ଭମାନେେ ନିଜ ନିଜ ପାଇଁ ଗ୍ରହଣ କଲକ୍ସ୍ଟ।

ଦିତୀୟ ବିବରଣ 3:2

ସଦାପ୍ରଭୁ ମାେତେ କହିଲେ, 'ଓଗ୍କକ୍ସ୍ଟ ଭୟ କର ନାହିଁ, ମୁ ନିଷ୍ପତ୍ତି ନଇେଛି ଯେ ତାକକ୍ସ୍ଟ ତୁମ୍ଭମାନଙ୍କ ଆଗ ରେ ସମର୍ପଣ କରିବି। ମୁ ମଧ୍ଯ ତାଙ୍କର ସମସ୍ତ ଲୋକମାନଙ୍କୁ ଓ ଦେଶସବୁ ତୁମ୍ଭକୁ ଦବେି। ଅମ୍ ମାରେୀଯ ରାଜା ସିୟୋନ ୟିଏକି ସଷବୋ ରେ ରାଜତ୍ବ କରୁଥିଲେ, ସହେିପରି ତାହା ପ୍ରତି ମଧ୍ଯ କରିବ।'

ଦିତୀୟ ବିବରଣ 20:14

କିନ୍ତୁ ସ୍ତ୍ର, ପିଲା, ଗାଈଗୋରୁ ଓ ସମସ୍ତ ଦ୍ରବ୍ଯ ତକ୍ସ୍ଟମ୍ଭ ନିଜ ପାଇଁ ନଇୟୋଅ। ତୁମ୍ଭେ ଯାହା ବ୍ଯବହାର କରିବାକୁ ଗ୍ଭହିଁ ତୁମ୍ଭର ନବୋ ଓ ବ୍ଯବହାର କରିବା ଉଚିତ୍। ଏହି ସବୁ ଜିନିଷ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭକୁ ଯୁଦ୍ଧରୁ ପ୍ରାପ୍ଯ ଦ୍ରବ୍ଯ ରୂପେ ଦଇେଛନ୍ତି।

ଯିହୋଶୂୟ 6:21

ଲୋକମାନେ ସହର ରେ ଧ୍ବଂସର ଲିଳା ଚଳାଇଲେ। ସମାନେେ ସଠାେରେ ଥିବା ସମସ୍ତ ଜୀବିତ ବସ୍ତକ୍ସ୍ଟକକ୍ସ୍ଟ ଧ୍ବଂସ କଲେ। ସମାନେେ ୟକ୍ସ୍ଟବକମାନଙ୍କୁ ହତ୍ଯା କଲେ। ବୃଦ୍ଧ ଲୋକମାନଙ୍କୁ, ସ୍ତ୍ରୀ ଲୋକମାନଙ୍କୁ, ବୃଦ୍ଧା ସ୍ତ୍ରୀ ଲୋକମାନଙ୍କୁ, ପଶକ୍ସ୍ଟ ମଷେ ଏବଂ ଗଧମାନଙ୍କୁ ହତ୍ଯା କଲେ।

ଯିହୋଶୂୟ 8:7

ତୁମ୍ଭମାନେେ ତୁମ୍ଭମାନଙ୍କର ଲକ୍ସ୍ଟଚି ରହିଥିବା ସ୍ଥାନରକ୍ସ୍ଟ ବାହାରି ନଗରକକ୍ସ୍ଟ ନିଜ ନିଯନ୍ତ୍ରଣ ମଧ୍ଯକକ୍ସ୍ଟ ନବେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ନଗରକକ୍ସ୍ଟ ତୁମ୍ଭମାନଙ୍କୁ ଅକ୍ତିଆର କରିବାକୁ ଦବେେ।

ଯିହୋଶୂୟ 8:9

ଏହାପରେ ୟିହୋଶୂଯ ୈସନ୍ଯମାନଙ୍କୁ ସମାନଙ୍କେର ଲକ୍ସ୍ଟଚି ରହିବା ସ୍ଥାନକକ୍ସ୍ଟ ପଠାଇ ଦେଲେ। ସମାନେେ ବୈଥଲେ ଏବଂ ଅଯର ମଧ୍ଯ ସ୍ଥାନ ରେ ଲକ୍ସ୍ଟଚି ରହିଲେ। ଏହି ସ୍ଥାନଟି ଥିଲା ଅଯର ପଶ୍ଚିମ ପଟ ରେ। ଏବଂ ୟିହୋଶୂଯମାନଙ୍କ ସୈନ୍ଯମାନଙ୍କ ସହିତ ସଠାେରେ ରାତ୍ରୟାପନ କଲେ।

ଯିହୋଶୂୟ 8:12

ଏହାପରେ ଯିହାଶୂେୟ 5,000 ୈସନ୍ଯମାନଙ୍କୁ ବାଛିଲେ ଏବଂ ସମାନଙ୍କେୁ ନଗରର ପଶ୍ଚିମ ପଟେ ଲକ୍ସ୍ଟଚି ରହିବାକକ୍ସ୍ଟ ପଠାଇ ଦେଲେ। ସହେି ସ୍ଥାନଟି ବୈଥେଲ୍ ଓ ଅଯର ମଝି ରେ ଥିଲା।

ଯିହୋଶୂୟ 8:14

ଯେତବେେଳେ ଅଯର ରାଜା ଇଶ୍ରାୟେଲର ୈସନ୍ଯମାନଙ୍କୁ ଦେଖିଲେ, ଅଯର ରାଜା ଏବଂ ତାଙ୍କର ସୈନ୍ଯମାନେ ଇଶ୍ରାୟେଲର ସୈନ୍ଯମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବାକୁ ତରବର ହାଇେ ବାହାରି ଆସିଲେ। ଅଯର ରାଜା ପୂର୍ବ ପଟ ରେ ଥିବା ୟର୍ଦ୍ଦନ ଉପତ୍ୟକା ଆଡକକ୍ସ୍ଟ ଅଗ୍ରସର ହେଲେ। ସେ ଲକ୍ଷ୍ଯ କରି ନଥିଲେ ଯେ ସୈନ୍ଯମାନେ ନଗରର ପଛ ପଟେ ଲକ୍ସ୍ଟଚି ଅଛନ୍ତି ବୋଲି।

ଯିହୋଶୂୟ 8:19

ଇଶ୍ରାୟେଲର ସୈନ୍ଯମାନେ ସମାନଙ୍କେର ଲକ୍ସ୍ଟଚିବା ସ୍ଥାନରକ୍ସ୍ଟ ସେ ବର୍ଚ୍ଛା ନିକ୍ଷପେ କରୁଥିବାର ଦେଖିଲେ। ସମାନେେ ନଗର ଆଡକକ୍ସ୍ଟ ତରବର ହାଇେ ଦୌଡିଲେ। ସମାନେେ ଏହିପରି ନଗର ମଧ୍ଯକକ୍ସ୍ଟ ପ୍ରବେଶ କଲେ ଓ ନଗରକକ୍ସ୍ଟ ନିଜର ଆଯତାଧିନ କଲେ। ଏହାପରେ ସୈନ୍ଯମାନେ ଗ୍ଭରିଆଡେ ଅଗ୍ନି ସଂୟୋଗ କଲେ।

ଯିହୋଶୂୟ 8:24

ୟକ୍ସ୍ଟଦ୍ଧ ସମୟରେ ଇଶ୍ରାୟେଲର ସୈନିକମାନେ ଅଯ ସୈନ୍ଯମାନଙ୍କ ପଛ ରେ ଗୋଡ଼ାଇ କ୍ଷତେ ଓ ମରକ୍ସ୍ଟଭୂମି ଅଞ୍ଚଳକକ୍ସ୍ଟ ଆଣିଲେ। ସମାନେେ ସହେିଠା ରେ ସମାନଙ୍କେୁ ହତ୍ଯା କଲେ। ଏହାପରେ ଇଶ୍ରାୟେଲ ସୈନ୍ଯମାନେ ଅଯକକ୍ସ୍ଟ ଫରେି ଆସିଲେ ଏବଂ ଏଯ ସହର ରେ ଜୀବିତ ଲୋକମାନଙ୍କୁ ଓ ୈସନ୍ଯମାନଙ୍କୁ ହତ୍ଯା କଲେ।

ଯିହୋଶୂୟ 8:27

ଇଶ୍ରାୟେଲର ଲୋକମାନେ ଅଯ ସହର ରେ ସମସ୍ତ ପଶକ୍ସ୍ଟ ଓ ଦ୍ରବ୍ଯଗକ୍ସ୍ଟଡିକ ନିଜ ନିଜ ପାଇଁ ନେଲେ। ସମାନେେ ଏପରି କଲେ, କାରଣ ସଦାପ୍ରଭୁ ଏପରି କରିବାକୁ ଯିହାଶୂେୟଙ୍କକ୍ସ୍ଟ ଆଜ୍ଞା କରିଥିଲେ।

ଯିହୋଶୂୟ 9:3

ଯିରୀହାେ ପ୍ରତି ଓ ଅଯ ପ୍ରତି ଯିହାଶୂେୟ ଯାହା କରିଥିଲେ ଓ କିପରି ପରାସ୍ତ କରିଥିଲେ, ସେ ବିଷଯ ରେ ଗିବଯୋନର ଲୋକମାନେ ଶୁଣିଲେ।

ଯିହୋଶୂୟ 10:1

ଏହି ସମୟରେ ଅଦୋନିଷଦକେ ୟିରକ୍ସ୍ଟଶାଲମର ରାଜା ଥିଲେ। ରାଜା ଶୁଣିବାକୁ ପାଇଲେ, ଯେ ଯିହାଶୂେୟ ଅଯକକ୍ସ୍ଟ ପରାସ୍ତ କରି ସଐୂର୍ଣ ଭାବେ ଧ୍ବଂସ କରିଛନ୍ତି। ରାଜା ଜାଣିବାକକ୍ସ୍ଟ ପାଇଲେ ଯେ, ଯିହାଶୂେୟ ଯିରୀହାେ ଓ ତାଙ୍କ ରାଜା ପ୍ରତି ଯାହା କରିଥିଲେ, ସହେିପରି ଅଯ ଓ ତା'ର ରାଜାଙ୍କକ୍ସ୍ଟ କଲେ। ଆଉ ରାଜା ଜାଣିବାକକ୍ସ୍ଟ ପାଇଲେ ଯେ, ଗିବିଯୋନମାନେ ଇଶ୍ରାୟେଲମାନଙ୍କ ସହିତ ଶାନ୍ତିଚକ୍ସ୍ଟକ୍ତି କରିଛନ୍ତି ଏବଂ ସହେି ଲୋକମାନେ ୟିରକ୍ସ୍ଟଶାଲମ ନିକଟରେ ବାସ କରୁଛନ୍ତି।

ଯିହୋଶୂୟ 10:28

ଏହାପରେ ଯିହାଶୂେୟ ସହେିଦିନ ମକ୍କଦୋ ଅକ୍ତିଆର କରି ଖଡ୍ଗ ଧାର ରେ ନଗରକକ୍ସ୍ଟ ଓ ତାହାର ରାଜାକକ୍ସ୍ଟ ହତ୍ଯା କଲେ। ସମାନଙ୍କେୁ ଓ ତନ୍ମଧ୍ଯସ୍ଥିତ ସମସ୍ତ ପ୍ରାଣୀକକ୍ସ୍ଟ ବର୍ଜିତ ରୂପେ ବିନାଶ କଲେ। କାହାକକ୍ସ୍ଟ ଅବଶିଷ୍ଟ ରଖିଲେ ନାହିଁ, ପକ୍ସ୍ଟଣି ସେ ଯେପରି ଯିରୀହାେ ରାଜାଙ୍କ ପ୍ରତି କରିଥିଲେ, ସହେିପରି ମକ୍କଦୋ ରାଜାପ୍ରତି କଲେ।

ଯିହୋଶୂୟ 11:14

ଆଉ ଇଶ୍ରାୟେଲର ସନ୍ତାନଗଣ ସହେି ସବୁ ନଗରର ଦ୍ରବ୍ଯାଦି ଓ ପଶକ୍ସ୍ଟଗଣଙ୍କକ୍ସ୍ଟ ନିଜ ନିଜ ପାଇଁ ଲକ୍ସ୍ଟଟ୍ କରି ନେଲେ। କିନ୍ତୁ ସମାନେେ ସମସ୍ତ ଲୋକମାନଙ୍କୁ ସମାନଙ୍କେ ଖଣ୍ତା ଦ୍ବାରା ହତ୍ଯା କଲେ। ସମାନେେ କୌଣସି ବ୍ଯକ୍ତିକକ୍ସ୍ଟ ଜୀବିତ ରହିବା ପାଇଁ ଦେଲେ ନାହିଁ।

ବିଚାରକର୍ତାମାନଙ୍କ ବିବରଣ 20:29

ଏହାପରେ ଇଶ୍ରାୟେଲର କିଛି ସୈନିକ ଗିବିଯା ନଗରର ଚତକ୍ସ୍ଟପାଶର୍‌ବ ରେ ଲକ୍ସ୍ଟଚିରହିଲେ।

ଦିତୀୟ ବଂଶାବଳୀ 13:13

କିନ୍ତୁ ୟାରବିଯାମ୍ ଅବିଯଙ୍କ ସୈନ୍ଯଦଳର ପେଛ ପେଛ ଗୋପନ ରେ ୟିବା ନିମନ୍ତେ ଏକ ଦଳ ସୈନ୍ଯଙ୍କୁ ପଠାଇଲେ। ୟାରବିଯାମ୍ଙ୍କ ସୈନ୍ଯଦଳ ୟିହୁଦୀଯଙ୍କ ସୈନ୍ଯଦଳର ସମ୍ମୁଖ ରେ ଥିଲେ। ୟାରବିଯାମ୍ଙ୍କ ସୈନ୍ଯଦଳର ଲୁଚି ରହିଥିବା ସୈନ୍ଯମାନେ ଯିହୁଦାର ପଶ୍ଚାତ୍ ରେ ଥିଲେ।

ଦିତୀୟ ବଂଶାବଳୀ 20:22

ସହେି ଲୋକମାନେ ପରମେଶ୍ବରଙ୍କର ପ୍ରଶଂସା ଓ ଗାନ କରିବା ସମୟରେ ସଦାପ୍ରଭୁ ଅମ୍ମାନେ, ମାୟୋବ ଓ ସଯେୀର ପାର୍ବତ୍ଯାଞ୍ଚଳର ଲୋକମାନଙ୍କର ଉପରେ ଅତର୍କିତ ଆକ୍ରମଣ କରାଇଲେ। ଯେଉଁ ଲୋକମାନେ ଯିହୁଦାକୁ ଆକ୍ରମଣ କରିବାକୁ ଆସିଥିଲେ, ସମାନେେ ପ୍ରହାରିତ ହେଲେ।

ଆୟୁବ ପୁସ୍ତକ 27:16

ଜଣେ ଦୁଷ୍ଟ ଲୋକ ହୁଏତ ବହୁତ ରୂପା ପାଇବ, ତାହା ତା' ପ୍ରତି ମଇଳା ପରି। ତା'ର ହୁଏତ ଏତେ ଲୁଗା ଥିବ, ଯାହା ତା' ପ୍ରତି ମାଟିଗଦା ପରି।

ଗୀତସଂହିତା 39:6

ଆମ୍ଭର ଜୀବନ ହେଉଛି ଏକ ଦର୍ପଣର ପ୍ରତିବିମ୍ବ ସଦୃଶ। ଆମ୍ଭେ ଜୀବନସାରା ବସ୍ତୁ ପଛରେ ଧାଇଁ ଧାଇଁ କଟାଇ ଦେଉ। କିନ୍ତୁ ଆମ୍ଭେ ଜାଣୁନା ଆମ୍ଭର ମୃତ୍ଯୁପରେ ସେ ସବୁକୁ କିଏ ପାଇବ।

ହିତୋପଦେଶ 13:22

ଉତ୍ତମ ଲୋକ ଆପଣା ଆପଣା ପୌତ୍ରମାନଙ୍କ ପାଇଁ ଅଧିକାର ଛାଡ଼ିୟାଏ। ମାତ୍ର ପାପୀର ଧନ ଧାର୍ମିକମାନଙ୍କ ପାଇଁ ସଞ୍ଚିତ ହୁଏ।

ହିତୋପଦେଶ 28:20

ବିଶ୍ବସ୍ତ ଲୋକ ଆଶୀର୍ବାଦ ରେ ବର୍ଦ୍ଧିଷ୍ଣୁ ହବେ। ମାତ୍ର ଯେ ଧନବାନ ହବୋକୁ ଅତି ଉଦ୍ଯମ କରେ, ସେ ନିଶ୍ଚିତ ଦଣ୍ଡିତ ହବେ।

ଯିରିମିୟ 17:11

ଏକା ତିତ୍ତିର ପକ୍ଷୀ ୟିଏ ଅଣ୍ଡା ଉଷୁମାଏ କିନ୍ତୁ ଅଣ୍ଡାରୁ ଛୁଆ ଫୁଟାଏ ନାହିଁ। ଜଣେ ବ୍ଯକ୍ତି ୟିଏ ଅନ୍ଯାଯ ରେ ଧନ ସଂଗ୍ରହ କରେ ତାହାରି ତୁଲ୍ଯ ହବେ। ସେ ନିଜ ଜୀବନ କାଳ ଅଧା ରେ ଏହିସବୁ ହରାଇବ ଓ ଆପଣା ଅନ୍ତିମ ଜୀବନ କାଳ ରେ ସେ ନିର୍ ବୋଧ ହବେ ।

ଯିରିମିୟ 51:12

ବାବିଲର ପ୍ରାଚୀର ବିରୁଦ୍ଧ ରେ ଧ୍ବଜା ସ୍ଥାପନ କର। ଅଧିକ ପ୍ରହରୀଗଣ, ରକ୍ଷକ ଦଳ ଯଥା ସ୍ଥାନ ରେ ନିୟୁକ୍ତ କର। ଗୋପନ ସ୍ଥାନ ରେ ସୈନ୍ଯ ରଖ, କାରଣ ସଦାପ୍ରଭୁ ବାବିଲ ବିରୁଦ୍ଧ ରେ ଯାହା କରିବାକୁ ଯୋଜନା କରିଛନ୍ତି, ତାହା ସେ ନିଶ୍ଚଯ ସଫଳ କରିବେ।

ଲୂକଲିଖିତ ସୁସମାଚାର 12:20

କିନ୍ତୁ ପରମେଶ୍ବର ତାହାକୁ କହିଲେ, 'ଆ ରେ ନିର୍ବୋଧ ମନୁଷ୍ଯ! ଆଜି ରାତି ରେ ତୁ ମରିୟିବୁ। ତୁ ଯେଉଁ ପଦାର୍ଥତକ ତୋ ପାଇଁ ସାଇତି କରି ରଖିଛୁ, ତାହା କ'ଣ ହବେ? ସେ ସବୁ କିଏ ଭୋଗ କରିବ?'

Interlinear

Choose Theme