Home Bibles ଯିହୋଶୂୟ 21:17 · ଓଡ଼ିଆ ବାଇବେଲ
ଯିହୋଶୂୟ 21:17 · ଓଡ଼ିଆ ବାଇବେଲ

ପକ୍ସ୍ଟଣି ବିଦ୍ଯାମୀନ ବଂଶରକ୍ସ୍ଟ ଗିବିଯୋନ ଓ ତା'ର ତଳଭୂମି, ଗବୋ ଓ ତା'ର ତଳଭୂମି,

Cross references

ଯିହୋଶୂୟ 9:3

ଯିରୀହାେ ପ୍ରତି ଓ ଅଯ ପ୍ରତି ଯିହାଶୂେୟ ଯାହା କରିଥିଲେ ଓ କିପରି ପରାସ୍ତ କରିଥିଲେ, ସେ ବିଷଯ ରେ ଗିବଯୋନର ଲୋକମାନେ ଶୁଣିଲେ।

ଯିହୋଶୂୟ 18:24

କଫରେସ୍କାନି, ଅଫନି ଓ ଗବୋ, ଗ୍ରାମ ସମତେ ଏହିପରି ଭାବରେ ବାରଟି ନଗର ଥିଲା।

ପ୍ରଥମ ବଂଶାବଳୀ 6:60

ବିନ୍ଯାମୀନ ଗୋଷ୍ଠୀଠାରୁ ସମାନେେ ଗିବିଯୋନ, ଗବୋ ଆଲମେତ୍ ଓ ଅନାେଥାତ୍ ଏବଂ ସମାନଙ୍କେର କ୍ଷତେ ସହର ସହିତ ପ୍ରାପ୍ତ ହେଲା। କହାତୀଯମାନଙ୍କୁ ତରଟେି ନଗର ଦିଆଗଲା।

ପ୍ରଥମ ବଂଶାବଳୀ 8:6

ଏହିମାନେ ଏହୂଦଙ୍କର ବଂଶଧର ଥିଲେ। ଗବୋର ସମାନେେ ନିଜ ପରିବାରର ମୁଖ୍ଯ ଥିଲେ। ନିଜର ଗୃହ ତ୍ଯାଗ କରି ମାନହତକୁ ୟିବା ନିମନ୍ତେ ସମାନଙ୍କେୁ ବାଧ୍ଯ କରାଗଲା। ଏହୂଦଙ୍କ ବଂଶଧରମାନେ ଥିଲେ ନାମନା, ଅହିଯ ଓ ଗରୋ।

ନିହିମିୟା 12:29

କାରଣ ଗାଯକମାନେ ୟିରୁଶାଲମର ଚତୁର୍ଦ୍ଦିଗ ରେ ଆପଣାମାନଙ୍କ ପାଇଁ ଗ୍ରାମ ବସାଇ ଥିଲେ।

ଯିଖରିୟ 14:10

ଆଉ ମଧ୍ଯ ସହେି ସମୟରେ, ସମସ୍ତ ଦେଶ ୟିରୁଶାଲମର ଦକ୍ଷିଣ ଗବୋଠାରୁ ରିେମ୍ମାନ ପର୍ୟ୍ଯନ୍ତ ଭୂମି ସମତଳ ଭୂମିରେ ପରିଣତ ହବେ। କିନ୍ତୁ ୟିରୁଶାଲମ ତା' ସ୍ଥାନରୁ ଉଚ୍ଚ ରେ ଠିଆ ହବେ। ଏହା ବିନ୍ଯାମୀନ ଫାଟକଠାରୁ ପ୍ରଥମ ଫାଟକ ପର୍ୟ୍ଯନ୍ତ ହନ୍ନଲରେ କଣ ଫାଟକଠାରୁ ରାଜାଙ୍କର ଦ୍ରାକ୍ଷାକ୍ଷେତ୍ର ପର୍ୟ୍ଯନ୍ତ ବିସ୍ତୁତ ହବେ।

Interlinear

Choose Theme