Home Bibles ଦିତୀୟ ଶାମୁୟେଲ 2:12 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 2:12 · ଓଡ଼ିଆ ବାଇବେଲ

ନରର ପକ୍ସ୍ଟତ୍ର ଅବ୍ନର ଓ ଶାଉଲଙ୍କର ପକ୍ସ୍ଟତ୍ର ଈଶ୍ବୋଶତର କର୍ମଗ୍ଭରୀମାନେ ମହନଯିମରକ୍ସ୍ଟ ଗିବିଯୋନକକ୍ସ୍ଟ ଗଲେ।

Cross references

ଆଦି ପୁସ୍ତକ 32:2

ଯେତବେେଳେ ଯାକୁବ ସମାନଙ୍କେୁ ଦେଖିଲେ, ସେ କହିଲେ, ଏହା ହେଉଛି ପରମେଶ୍ବରଙ୍କର ଛାଉଣୀ ତେଣୁ ଯାକୁବ ସହେି ସ୍ଥାନର ନାମ ମହନଯୀମ୍ ରଖିଲେ।

ଯିହୋଶୂୟ 9:3

ଯିରୀହାେ ପ୍ରତି ଓ ଅଯ ପ୍ରତି ଯିହାଶୂେୟ ଯାହା କରିଥିଲେ ଓ କିପରି ପରାସ୍ତ କରିଥିଲେ, ସେ ବିଷଯ ରେ ଗିବଯୋନର ଲୋକମାନେ ଶୁଣିଲେ।

ଯିହୋଶୂୟ 10:2

ତେଣୁ ଆଦୋନିଷଦେକ୍ ଏବଂ ତାଙ୍କର ଲୋକମାନେ ଖକ୍ସ୍ଟବ୍ ଭୟଭୀତ ହେଲେ। ଗିବିଯୋନ ଅଯ ପରି େଛାଟ ସହର ନ ଥିଲା। ଏହା ଏକ ବଡ ସହର ଥିଲା। ଏହା ଏକ ରାଜଧାନୀ ତକ୍ସ୍ଟଲ୍ଯ ବୃହତ୍ ନଗର ଥିଲା ଏବଂ ସହେି ସହରର ଲୋକମାନେ ଯୋଦ୍ଧା ଥିଲେ। ତେଣୁ ରାଜା ବହକ୍ସ୍ଟତ ଭୟ କରି ୟାଇଥିଲେ।

ଯିହୋଶୂୟ 10:4

ମାେ ନିକଟକକ୍ସ୍ଟ ଆସ ଏବଂ ଗିବିଯୋନକକ୍ସ୍ଟ ଆକ୍ରମଣ କରିବା ପାଇଁ ସାହାୟ୍ଯ କର। ଗିବିଯୋନୀଯମାନେ ଯିହାଶୂେୟ ଓ ଇଶ୍ରାୟେଲୀୟ ବାସୀମାନଙ୍କ ସହିତ ଶାନ୍ତିଚକ୍ସ୍ଟକ୍ତି କରିଛନ୍ତି।

ଯିହୋଶୂୟ 10:12

ସହେିଦିନ ସଦାପ୍ରଭୁ ଇ ମାରେୀଯମାନଙ୍କୁ ଇଶ୍ରାୟେଲୀୟଗଣଙ୍କକ୍ସ୍ଟ ହସ୍ତାନ୍ତର କଲେ। ଯିହାଶୂେୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। ତା'ପରେ ସେ ଇଶ୍ରାୟେଲୀୟମାନଙ୍କ ଉପସ୍ଥିତି ରେ ଆଜ୍ଞା ଦେଲେ।

ଯିହୋଶୂୟ 18:25

ବିଦ୍ଯାମୀନ ବଂଶ ମଧ୍ଯ ଗିବିୟୋନର ରାମତ୍, ବରେୋତ୍,

ଦିତୀୟ ଶାମୁୟେଲ 17:14

ଅବଶାଲୋମ ଓ ସମସ୍ତ ଇଶ୍ରାୟେଲୀୟ ଲୋକ କହିଲେ, ଅହୀଥୋଫଲର ମନ୍ତ୍ରଣା ଅପେକ୍ଷା ଅର୍କୀଯ ହୂଶଯର ମନ୍ତ୍ରଣା ଉତ୍ତମ ଥିଲା। ସମାନେେ ଏହା କହିଲେ କାରଣ ଅଦରକାରୀ ଏହି ପ୍ରକା ରେ ଅବଶା ଲୋମକକ୍ସ୍ଟ ଦଣ୍ତ ଦବୋ ପାଇଁ ଅହୀଥୋଫଲର ଉତ୍ତମ ମନ୍ତ୍ରଣା ବ୍ଯର୍ଥକରିବା ପାଇଁ ସଦାପ୍ରଭୁ ସ୍ଥିର କରିଥିଲେ।

Interlinear

Choose Theme