ତେଣୁ ଇଶ୍ରାୟେଲର ଲୋକମାନେ ସେ ଲୋକମାନେ ଯେଉଁଠା ରେ ବାସ କରୁଥିଲେ, ସହେି ସ୍ଥାନକକ୍ସ୍ଟ ଗଲେ ଏବଂ ତୃତୀୟ ଦିନ, ଗିବିଯୋନ, କଫୀରା, ବରେୋତ୍ ଓ କରିଯତ ୟିଆରିମ୍ ନଗରମାନଙ୍କୁ ଆସିଲେ।
Cross references
ତେଣୁ ଆଦୋନିଷଦେକ୍ ଏବଂ ତାଙ୍କର ଲୋକମାନେ ଖକ୍ସ୍ଟବ୍ ଭୟଭୀତ ହେଲେ। ଗିବିଯୋନ ଅଯ ପରି େଛାଟ ସହର ନ ଥିଲା। ଏହା ଏକ ବଡ ସହର ଥିଲା। ଏହା ଏକ ରାଜଧାନୀ ତକ୍ସ୍ଟଲ୍ଯ ବୃହତ୍ ନଗର ଥିଲା ଏବଂ ସହେି ସହରର ଲୋକମାନେ ଯୋଦ୍ଧା ଥିଲେ। ତେଣୁ ରାଜା ବହକ୍ସ୍ଟତ ଭୟ କରି ୟାଇଥିଲେ।
ସହେି ସ୍ଥାନଠାରକ୍ସ୍ଟ ସୀମା ସହେି ପର୍ବତ ଶୃଙ୍ଗଠାରକ୍ସ୍ଟ ନଲ୍ଗୋହର ଜଳ ନିର୍ଝର ପର୍ୟ୍ଯନ୍ତ ଥିଲା ଓ ଇଫ୍ରୋଣ ପର୍ବତସ୍ଥ ନଗର ଆଡକକ୍ସ୍ଟ ଗଲା। ପକ୍ସ୍ଟଣି ସହେି ସୀମା କିରିଯାଥ-ୟିଯାରୀମ୍ ନାମ ରେ ପ୍ରସିଦ୍ଧ ବାଲା ପର୍ୟ୍ଯନ୍ତ ବିସ୍ତୃତ ହେଲା।
ସମାନଙ୍କେୁ ଆଉ ଦକ୍ସ୍ଟଇଟି ସହର ଦିଆ ୟାଇଥିଲା। ସଗେକ୍ସ୍ଟଡିକ ହେଲା ରଦ୍ଦା ଏବଂ କିରିଯଥ୍ ବୈଥ।
ସଠାେରକ୍ସ୍ଟ ସେ ସୀମା ଲାଗି ରହିଲା। ପଶ୍ଚିମ ରେ ବୈଥୋରୋଣ ଦକ୍ଷିଣାସ୍ଥିତ ପର୍ବତଠାରକ୍ସ୍ଟ ଦକ୍ଷିଣ ଆଡେ ୟିହକ୍ସ୍ଟଦା ସନ୍ତାନଗଣର କିରିଯଥବାଲ୍ ବା କିରିଯଥ ୟିଯାରୀମ୍ ନାମକ ଏକ ନଗର ପର୍ୟ୍ଯନ୍ତ। ଏହାଥିଲା ସମାନଙ୍କେର ପଶ୍ଚିମ ସୀମା।
ବିଦ୍ଯାମୀନ ବଂଶ ମଧ୍ଯ ଗିବିୟୋନର ରାମତ୍, ବରେୋତ୍,
ମିସ୍ପୀ, କଫୀରା, ମାେତ୍ସା,
ଅନନ୍ତର କିରିଯଥ-ୟିଯାରୀମୀଯ ଲୋକମାନେ ଆସିଲେ ଏବଂ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକ ନଇଗେଲେ। ସମାନେେ ପର୍ବତସ୍ଥିତ ଅବୀନାଦବର ଗୃହକକ୍ସ୍ଟ ତାହା ଆଗିଲେ। ସଦାପ୍ରଭୁଙ୍କ ସିନ୍ଦକ୍ସ୍ଟକ ଜଗିବାକକ୍ସ୍ଟ ତା'ର ପକ୍ସ୍ଟତ୍ର ଇଲିଯାସରକକ୍ସ୍ଟ ବିଶଷେ ଉତ୍ସବ ମାଧ୍ଯମ ରେ ପବିତ୍ର କଲେ।
ଗିବିଯୋନ ୟିଶ୍ମଯିଯ ତିରିଶ ଜଣ ବୀରଙ୍କ ମଧିଅରେ ବଳଶାଳୀ ଥିଲେ ଓ ସେ ଏହି ତିରିଶ ଜଣ ବୀରଙ୍କର ଜଣେ ନେତା ଥିଲେ। ଗଦରୋଥୀଯ ଲୋକମାନଙ୍କ ମଧ୍ଯରୁ ଯିରିମିୟ, ୟହସୀଯଲେ, ୟୋହାନନ ଓ ୟୋଷାବଦ୍ ଥିଲେ।
ତେଣୁ ଦାଉଦ ମିଶରର ଶିଯୋରନଦୀଠାରୁ ହମାତର ସହର ପର୍ୟ୍ଯନ୍ତ ଇଶ୍ରାୟେଲର ଲୋକମାନଙ୍କୁ ଏକତ୍ର କଲେ। ସମାନେେ କିରିଯତ୍-ୟିଯାରୀମ ସହରରୁ ନିଯମସିନ୍ଦୁକ ଫରୋଇ ଆଣିବା ନିମନ୍ତେ ଏକତ୍ର ହେଲେ।
ଗିବିଯୋନ ସହରର ଉଚ୍ଚସ୍ଥାନ ରେ ପବିତ୍ର ତମ୍ବୁ ଓ ହାମବେଳି, ନବୈେଦ୍ଯର ବଦେୀ ଥିଲା। ଇଶ୍ରାୟେଲର ଲୋକମାନେ ମରୁଭୂମିରେ ଥିବା ସମୟରେ ମାଶାେ ପବିତ୍ର ତମ୍ବୁ ନିର୍ମାଣ କରିଥିଲେ।
ଏହାପରେ ଶଲୋମନ ଓ ତାଙ୍କ ସହିତ ସମଗ୍ର ସମାଜ ଏବଂ ଗିବିୟୋନର ପର୍ବତ ଶିଖରସ୍ଥ ପୂଜାସ୍ଥଳକୁ ଗଲେ। ପରମେଶ୍ବରଙ୍କ ସମାଗମ ତମ୍ବୁ ସଠାେରେ ଥିଲା। ଯେତବେେଳେ ସମାନେେ ମରୁ ପ୍ରାନ୍ତର ରେ ଥିଲେ ସଦାପ୍ରଭୁଙ୍କ ଦାସ ମାଶାେ ସହେି ତମ୍ବୁ ନିର୍ମାଣ କରିଥିଲେ।
କିରିଯତ-ଯାରୀମ୍ ଓ କଫୀରା ଓ ବରେୋତ ସହରରୁ 743 ଜଣ।
କିରିଯତ୍ ୟିଯାରୀମ, କଫୀରା ଓ ବରେୋତ ସହରରୁ 743 ଜଣ।