Home Bibles ପ୍ରଥମ ବଂଶାବଳୀ 12:4 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 12:4 · ଓଡ଼ିଆ ବାଇବେଲ

ଗିବିଯୋନ ୟିଶ୍ମଯିଯ ତିରିଶ ଜଣ ବୀରଙ୍କ ମଧିଅରେ ବଳଶାଳୀ ଥିଲେ ଓ ସେ ଏହି ତିରିଶ ଜଣ ବୀରଙ୍କର ଜଣେ ନେତା ଥିଲେ। ଗଦରୋଥୀଯ ଲୋକମାନଙ୍କ ମଧ୍ଯରୁ ଯିରିମିୟ, ୟହସୀଯଲେ, ୟୋହାନନ ଓ ୟୋଷାବଦ୍ ଥିଲେ।

Cross references

ଯିହୋଶୂୟ 9:3

ଯିରୀହାେ ପ୍ରତି ଓ ଅଯ ପ୍ରତି ଯିହାଶୂେୟ ଯାହା କରିଥିଲେ ଓ କିପରି ପରାସ୍ତ କରିଥିଲେ, ସେ ବିଷଯ ରେ ଗିବଯୋନର ଲୋକମାନେ ଶୁଣିଲେ।

ଯିହୋଶୂୟ 9:17

ତେଣୁ ଇଶ୍ରାୟେଲର ଲୋକମାନେ ସେ ଲୋକମାନେ ଯେଉଁଠା ରେ ବାସ କରୁଥିଲେ, ସହେି ସ୍ଥାନକକ୍ସ୍ଟ ଗଲେ ଏବଂ ତୃତୀୟ ଦିନ, ଗିବିଯୋନ, କଫୀରା, ବରେୋତ୍ ଓ କରିଯତ ୟିଆରିମ୍ ନଗରମାନଙ୍କୁ ଆସିଲେ।

ଯିହୋଶୂୟ 15:36

ଶାରଯିମ୍, ଅଦୀଥଯିମ୍, ଗ ଦଲୋ ଓ ଗଦରୋଥଯିମ, ଏହିପରି କ୍ଷତେ ସମତେ ଚଉଦ ନଗର ଥିଲା।

ପ୍ରଥମ ବଂଶାବଳୀ 11:15

ଥରେ, ଦାଉଦ ଅଦୁଲ୍ଲମ ଗୁମ୍ଫା ରେ ଥିଲା ବେଳେ, ଯେତବେେଳେ ପଲେଷ୍ଟୀୟ ସୈନ୍ଯମାନେ ରଫାଯୀମ ଉପତ୍ୟକା ରେ ଛାଉଣୀ ପକାଇ ଥିଲେ, ତିରିଶ ଜଣ ବୀରଙ୍କ ମଧ୍ଯରୁ ତିନି ଜଣ ଭୂମିରେ ସମ୍ପୂର୍ଣ୍ଣ ପଟଇେେ ପଟଇେେ ଦାଉଦଙ୍କ ନିକଟରେ ପହନ୍ଚିଲେ।

Interlinear

Choose Theme