Home Bibles ଯିହୋଶୂୟ 9:4 · ଓଡ଼ିଆ ବାଇବେଲ
ଯିହୋଶୂୟ 9:4 · ଓଡ଼ିଆ ବାଇବେଲ

ତା'ପରେ ସମାନେେ କପଟଭାବରେ କାର୍ୟ୍ଯ କଲେ। ସମାନେେ ପକ୍ସ୍ଟରକ୍ସ୍ଟଣା ଅଖା ଓ ତାଳିପକା ଦ୍ରାକ୍ଷାକକ୍ସ୍ଟଐା ଗଧ ଉପରେ ନଦିଲେ।

Cross references

ଆଦି ପୁସ୍ତକ 34:13

ଯାକୁବର ପୁତ୍ରମାନେ ଶିଖିମକୁ ଓ ତା'ର ପିତାଙ୍କୁ ମଧ୍ଯ ମିଥ୍ଯା କହିବାପାଇଁ ନିଷ୍ପତ୍ତି ନେଲେ। ତା'ର ଭାଇମାନେ ସେତବେେଳେ ପାଗଳ ପ୍ରାଯ ଥିଲେ କାରଣ ଦୀଣାକୁ ଶିଖିମ ଭ୍ରଷ୍ଠା କରିଥିଲା।

ଯିହୋଶୂୟ 9:12

ଦେଖ ଆମ୍ଭେ ଘରକ୍ସ୍ଟ ଆସିଲା ବେଳେ ଆଣିଥିବା ତଟକା ରୋଟୀ କିପରି ଶକ୍ସ୍ଟଖି ଫିଐି ମାରି ଗଲାଣି।

ପ୍ରଥମ ରାଜାବଳୀ 20:31

ତାଙ୍କର ଦାସମାନେ ସମାନଙ୍କେୁ କହିଲ, ଆମ୍ଭେ ଶୁଣିଅଛୁ ଯେ ଇଶ୍ରାୟେଲୀୟ ରାଜଗଣ ଦୟାଳୁ ଅଟନ୍ତି। ଆମ୍ଭେ ଆପଣଙ୍କୁ ବିନଯ କରୁଛୁ, ଆମ୍ଭମାନଙ୍କୁ କଟି ରେ ଅଖା ପିନ୍ଧିବାକୁ ଓ ମୁଣ୍ତ ରେ ରଜ୍ଜୁ ବିନ୍ଧିବାକୁ ଦିଅନ୍ତୁ ଓ ଇଶ୍ରାୟେଲ ରାଜାଙ୍କ ନିକଟକୁ ୟିବାକୁ ଦିଅନ୍ତୁ। ହୁଏତ୍ ସେ ଆମ୍ଭମାନଙ୍କୁ ବଞ୍ଚିବାକୁ ଦବେେ।

ଗୀତସଂହିତା 119:83

ଏପରିକି ମୁଁ ଅଳିଆ ଗଦାରେ ପଡ଼ିଥିବା ଏକ ପଚା ଚମଡ଼ା ଥଳୀ ଅଟେ। ମୁଁ ତୁମ୍ଭର ନିଯମ ଭୁଲିବି ନାହିଁ।

ମାଥିଉଲିଖିତ ସୁସମାଚାର 9:17

ଆହୁରି ଲୋକେ ନୂଆ ଦ୍ରାକ୍ଷାରସ ପୁରୁଣା ପାତ୍ର ରେ ଢାଳନ୍ତି ନାହିଁ।

ମାଥିଉଲିଖିତ ସୁସମାଚାର 10:16

ସାବଧାନ, ଗଧିଆମାନଙ୍କ ଭିତ ରେ ମଷେମାନଙ୍କୁ ଛାଡିବା ଭଳି ମୁଁ ତୁମ୍ଭମାନଙ୍କୁ ବାହାରକୁ ପଠାଉଛି। ତୁମ୍ଭେ ସାପ ଭଳି ଚତୁର ହୁଅ। କପୋତ ଭଳି ନିରୀହ ହୁଅ।

ମାର୍କଲିଖିତ ସୁସମାଚାର 2:22

ସହେି ଭଳି କହେି କବେେ ହେଲେ ନୂଆ ଦ୍ରାକ୍ଷାରସ ପୁରୁଣା ଚମଡା-ପାତ୍ର ରେ ରେଖ ନାହିଁ। ଯଦି ତାହା କରେ ତବେେ ନୂଆ ଦ୍ରାକ୍ଷାରସ ପୁରୁଣା ଚମଡା ପାତ୍ରକୁ ଫଟାଇ ଦବେ ଓ ଚମଡା ପାତ୍ର ସହିତ ଦ୍ରାକ୍ଷାରସ ମଧ୍ଯ ନଷ୍ଟ ହାଇୟିବେ। ସେଥିପାଇଁ ନୂଆ ଦ୍ରାକ୍ଷାରସ ନୂଆ ଚମଡା ପାତ୍ର ରେ ହିଁ ରଖା ଯାଇଥାଏ।

ଲୂକଲିଖିତ ସୁସମାଚାର 5:37

କୌଣସି ଲୋକ ପୁରୁଣା ଚମଡା ଥଳିଗୁଡିକରେ ନୂଆ ଦ୍ରାକ୍ଷାରସ ଢାଳେ ନାହିଁ। ଯଦି ସେ ଏପରି କରେ ତବେେ ନୂଆ ଦ୍ରାକ୍ଷାରସ ପୁରୁଣା ଚମଡା ଥଳିଗୁଡିକୁ ଚିରିଦବେ। ଦ୍ରାକ୍ଷାରସ ଢାଳି ହାଇଯେିବ ଓ ଥଳିଗୁଡିକ ନଷ୍ଟ ହାଇଯେିବ।

ଲୂକଲିଖିତ ସୁସମାଚାର 16:8

ପରେ ମାଲିକ ସହେି ଅସାଧୁ ଗୁମାସ୍ତାଙ୍କର ପ୍ରଶଂସା କଲେ। କାରଣ ଗୁମାସ୍ତା ଚତୁରତାର ସହିତ କାମ ତୁଲଇେ ଦେଲେ। ତାହାଙ୍କ ଭଳି, ଅନ୍ଯଲୋକମାନଙ୍କ ସହିତ ବ୍ଯବସାୟ କରିବା ରେ ଏହି ସାଂସାରିକ ଲୋକମାନେ ଆଧ୍ଯାତ୍ମିକ ଲୋକମାନଙ୍କ ଅପେକ୍ଷା ଅଧିକ ଚତୁର।

Interlinear

Choose Theme