Home Bibles ☰ Books ଯିହୋଶୂୟ 8:26 · ଓଡ଼ିଆ ବାଇବେଲ
ଯିହୋଶୂୟ 8:26 · ଓଡ଼ିଆ ବାଇବେଲ

ଅଯ ନିବାସୀ ସମସ୍ତଙ୍କକ୍ସ୍ଟ ବର୍ଜିତ ରୂପେ ବିନାଶ କରିବା ୟାଏ ଯିହାଶୂେୟ ନିଜ ହାତ ରେ ଧରିଥିବା ବର୍ଚ୍ଛାକକ୍ସ୍ଟ ବିସ୍ତାର କରିଥିଲେ। ଏହାକକ୍ସ୍ଟ ଯିହାଶୂେୟ ସଙ୍କକ୍ସ୍ଟଚିତ କଲେ ନାହିଁ।

Cross references

ଯାତ୍ରା ପୁସ୍ତକ 17:11

ଯେତବେେଳେ ମାଶାେ ତାଙ୍କର ହସ୍ତ ଉପରକୁ କଲେ ସେତବେେଳେ ଇଶ୍ରାୟେଲୀୟ ବିଜଯ ହେଲେ ଓ ଯେତବେେଳେ ମାଶାେ ତାଙ୍କର ହାତ ତଳକୁ ରଖିଲେ, ସେତବେେଳେ ଅମାଲକେୀଯମାନେ ପରାସ୍ତ ହେଲେ।

ଯାତ୍ରା ପୁସ୍ତକ 17:12

କିଛି ସମୟ ପରେ, ଯେ ହତେୁ ମାଶାଙ୍କେର ହାତ କ୍ଲାନ୍ତ ହାଇଗେଲା ତେଣୁ ସମାନେେ ଏକ ବିରାଟ ପଥର ଖଣ୍ଡ ଆଣି ମାଶାଙ୍କେ ଆଗ ରେ ପକାଇଲେ ସେ ବସିବା ପାଇଁ। ଏହାପରେ ହାରୋଣ ଓ ହୂର ମାଶାଙ୍କେର ହାତକୁ ଉପରକୁ ଟକେି ଧରିଲେ। ହାରୋଣ ଗୋଟିଏ ପାଶର୍‌ବ ରେ ଓ ହୂର ଅନ୍ୟ ଏକ ପାଶର୍‌ବ ରେ ରହିଲା। ସମାନେେ ସୂର୍ୟ୍ଯାସ୍ତ ପର୍ୟ୍ଯନ୍ତ ତାଙ୍କର ହାତକୁ ଏପରି ଉପରକୁ କରି ରଖିଲେ।

ଯାତ୍ରା ପୁସ୍ତକ 17:13

ତେଣୁ ୟିହୋଶୂଯ ଏବଂ ତାଙ୍କର ଲୋକମାନେ ଅମାଲକେୀଯମାନଙ୍କୁ ସହେି ୟୁଦ୍ଧ ରେ ପରାସ୍ତ କଲେ।

ଦିତୀୟ ବିବରଣ 2:34

ସେ ସମୟରେ ରାଜା ସୀହାନଙ୍କେର ସମସ୍ତ ସହର ଓ ସମସ୍ତ ନଗରମାନଙ୍କୁ ହସ୍ତଗତ କଲକ୍ସ୍ଟ ଏବଂ ନଗରବାସୀ ସ୍ତ୍ରୀ ଓ ବାଳକ ସମତେ ସମସ୍ତ ଲୋକମାନଙ୍କୁ ବଧ କଲକ୍ସ୍ଟ। କାହାରିକକ୍ସ୍ଟ ଜୀବିତ ରଖିଲକ୍ସ୍ଟ ନାହିଁ।

ଯିହୋଶୂୟ 8:18

ଏହାପରେ ସଦାପ୍ରଭୁ ୟିହୋଶୂଯଙ୍କକ୍ସ୍ଟ କହିଲେ, ତୁମ୍ଭେ ନିଜର ବର୍ଚ୍ଛା ଅଯ ନଗର ଆଡକକ୍ସ୍ଟ ନିକ୍ଷପେ କର। ଯେ ହତେକ୍ସ୍ଟ ମୁ ତୁମ୍ଭକୁ ସହେି ନଗର ହସ୍ତାନ୍ତର କରିବି। ତେଣୁ ଯିହାଶୂେୟ ନିଜର ବର୍ଚ୍ଛା ନଗର ଆଡକକ୍ସ୍ଟ ନିକ୍ଷପେ କଲେ।

ଯିହୋଶୂୟ 9:3

ଯିରୀହାେ ପ୍ରତି ଓ ଅଯ ପ୍ରତି ଯିହାଶୂେୟ ଯାହା କରିଥିଲେ ଓ କିପରି ପରାସ୍ତ କରିଥିଲେ, ସେ ବିଷଯ ରେ ଗିବଯୋନର ଲୋକମାନେ ଶୁଣିଲେ।

Interlinear

Choose Theme