Home ଗଣନା ପୁସ୍ତକ 34 · ଓଡ଼ିଆ ବାଇବେଲ

ଗଣନା ପୁସ୍ତକ

Chapter 34

ଓଡ଼ିଆ ବାଇବେଲ
1ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
2ଇଶ୍ରାୟେଲର ଲୋକମାନଙ୍କୁ କୁହ: ଯେତବେେଳେ ତୁମ୍ଭମାନେେ କିଣାନ ଦେଶ ରେ ପ୍ରବେଶ କରିବ, ତାହା ତୁମ୍ଭମାନଙ୍କର ଦେଶ ହବେ। ଏଗୁଡିକ ସହେି ଦେଶର ସୀମା ହବେ।
3ତୁମ୍ଭମାନଙ୍କର ଦକ୍ଷିଣ ଅଞ୍ଚଳ ଇଦୋମ ନିକଟସ୍ଥିତ ସୀନ ପ୍ରାନ୍ତର ପର୍ୟ୍ଯନ୍ତ ହବେ। ମୃତ ସମୁଦ୍ର ଦକ୍ଷିଣ ମୁଣ୍ତରୁ ପୂର୍ବଦିଗକୁ ତୁମ୍ଭମାନଙ୍କର ଦକ୍ଷିଣ ସୀମା ହବେ।
4ପୁଣି ତୁମ୍ଭମାନଙ୍କର ସୀମା ଦକ୍ଷିଣ ଦିଗରୁ ଫରେି ଅକ୍ରଦ୍ଦୀମ ଘାଟ ଦଇେ ସୀନ୍ ପର୍ୟ୍ଯନ୍ତ ୟିବ ଓ ସଠାରୁେ କାଦେଶ ବର୍ଣଯରେ ଦକ୍ଷିଣ ଦଇେ ହତସର-ଅଦରକୁ ଆସି ଅସ୍ମୋନ ପର୍ୟ୍ଯନ୍ତ ୟିବ।
5ଏହାପରେ ସହେି ସୀମା ଅସ୍ମୋନରୁ ମିଶର ନଦୀ ଆଡକୁ ବିସ୍ତୃତ ହବେ ଓ ସହେି ଭୂମଧ୍ଯସାଗର ନିକଟରେ ଶଷେ ହବେ।
6ଭୂମଧ୍ଯସାଗର ପଶ୍ଚିମ ସୀମା ହବେ। ଏହା ତୁମ୍ଭମାନଙ୍କର ପଶ୍ଚିମ ସୀମା ହବେ।
7ଆଉ ଏହା ତୁମ୍ଭମାନଙ୍କର ଉତ୍ତର ସୀମା ହବେ। ଏହା ଭୂମଧ୍ଯସାଗରଠାରୁ ହାରେ ପର୍ବତ ପର୍ୟ୍ଯନ୍ତ ବିସ୍ତୃତ ହବେ।
8ହାରଠାରୁେ ଏହି ସୀମା ଆରମ୍ଭ ହାଇେ ହମାତ ପର୍ୟ୍ଯନ୍ତ ବିସ୍ତୃତ ହାଇେ ସଦାଦ୍ ନିକଟରେ ଶଷେ ହବେ।
9ତୁମ୍ଭର ଉତ୍ତର ସୀମା ସିଫ୍ରୋଣ ପର୍ୟ୍ଯନ୍ତ ବିସ୍ତୃତ ହାଇେ ହତସର-ଐନନ ରେ ଶଷେ ହବେ।
10ଆଉ ତୁମ୍ଭମାନଙ୍କର ପୂର୍ବ ସୀମା ହତସର ଐନନଠାରୁ ଆରମ୍ଭ ହାଇେ ଶଫାମ୍ ପର୍ୟ୍ଯନ୍ତ ୟିବ।
11ସହେି ସୀମା ଶଫାମ୍ଠାରୁ ଐନର ପୂର୍ବଦିଗ ଆଡକୁ ଶଷେ ରେ ରିବ୍ଲାର ପାଦଭୂମି ପର୍ୟ୍ଯନ୍ତ ୟିବ ଏବଂ ପୂର୍ବ ରେ ଏହା ଗାଲିଲୀ ହ୍ରଦ ପର୍ୟ୍ଯନ୍ତ ବିସ୍ତୃତ ହବେ।
12ପୁଣି ସେ ସୀମା ୟର୍ଦ୍ଦନ ଦଇେ ୟିବ ଓ ମୃତ ସମୁଦ୍ର ନିକଟରେ ଶଷେ ହବେ। ଏହା ତୁମ୍ଭମାନଙ୍କର ଦେଶ ଏବଂ ଏହାର ସୀମା ହବେ।
13ତେଣୁ ମାଶାେ ଇଶ୍ରାୟେଲର ଲୋକମାନଙ୍କୁ ଆଜ୍ଞା ଦଇେ କହିଲେ, ସଦାପ୍ରଭୁ ନଅ ବଂଶ ଓ ଅର୍ଦ୍ଧବଂଶକୁ ଯେଉଁ ଦେଶ ଦବୋକୁ ଆଜ୍ଞା ଦଇେଅଛନ୍ତି, ତୁମ୍ଭମାନେେ ଯାହାକୁ ଗୁଳାବାଣ୍ଟ ଦ୍ବାରା ଅଧିକାର କରିବ, ସହେି ଦେଶ ଏହି।
14ରୁବନେ, ଗାଦ ଗୋଷ୍ଠୀଗଣ ଓ ମନଃଶିର ଅର୍ଦ୍ଧକେ ଗୋଷ୍ଠୀଗଣ ଆପଣା ଆପଣା ପରିବାର ଅନୁସାରେ ସମାନଙ୍କେର ଅଧିକାର ପାଇଛନ୍ତି।
15ଏହି ଦୁଇ ବଂଶ ଓ ଅର୍ଦ୍ଧବଂଶ ୟରୀହୋ ପୂର୍ବଦିଗ ରେ ୟର୍ଦ୍ଦନର ଆରପାରି ରେ ସମାନଙ୍କେର ଅଧିକାର ପାଇଅଛନ୍ତି।
16ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
17 ଯେଉଁମାନେ ତୁମ୍ଭମାନଙ୍କ ନିମନ୍ତେ ଦେଶ ଭାଗ କରିବେ, ସମାନେେ ହେଉଛନ୍ତି ଯାଜକ ଇଲିଯାସର ଓ ନୂନର ପୁତ୍ର ଯିହାଶୂେୟ।
18ପୁଣି ତୁମ୍ଭମାନେେ ଦେଶ ଭାଗ କରିବା ନିମନ୍ତେ ପ୍ରେତ୍ୟକକ ଗୋଷ୍ଠୀବର୍ଗରୁ ଜଣେ ଜଣେ ନତେୃବର୍ଗ ବାଛିବ।
19ସହେି ଅଧିପତିଗଣଙ୍କର ନାମ ଏହି:
20ଶିମିୟୋନର ଗୋଷ୍ଠୀବର୍ଗରୁ ଅମ୍ମୀହୂଦର ପୁତ୍ର ଶମୂଯଲେ।
21ବିନ୍ଯାମୀନ ଗୋଷ୍ଠୀବର୍ଗରୁ କିଶଲୋନର ପୁତ୍ର ଇଲୀଦଦ୍।
22ଆଉ ଦାନ ଗୋଷ୍ଠୀବର୍ଗରୁ ୟଗ୍ଲିର ପୁତ୍ର ବୁକ୍କି।
23ଯୋଷଫେ ବଂଶଧର ମଧ୍ଯରୁ ମନଃଶି ଗୋଷ୍ଠୀରୁ ଏଫୋଦର ପୁତ୍ର ହନ୍ନୀଯଲେ।
24ପୁଣି ଇଫ୍ରଯିମ ଗୋଷ୍ଠୀବର୍ଗରୁ ଶିପ୍ତନର ପୁତ୍ର କମୂଯଲେ।
25ଆଉ ସବୂଲୂନ ଗୋଷ୍ଠୀବର୍ଗରୁ ପର୍ଣକର ପୁତ୍ର ଇଲୀଷାଫନ୍।
26ଇଷାଖର ଗୋଷ୍ଠୀବର୍ଗରୁ ଅସ୍ସନର ପୁତ୍ର ପଲଟିଯଲେ।
27ପୁଣି ଆଶରେ ଗୋଷ୍ଠୀବର୍ଗରୁ ଶଲୋମିର ପୁତ୍ର ଅହୀହୂଦ୍।
28ନପ୍ତାଲି ଗୋଷ୍ଠୀବର୍ଗରୁ ଅମ୍ମୀହୂଦର ପୁତ୍ର ପଦ ହେଲ୍।
29କିଣାନ ଦେଶ ରେ ଇଶ୍ରାୟେଲର ଲୋକମାନଙ୍କ ମଧିଅରେ ଅଧିକାର ବିଭାଗ କରି ଦବୋକୁ ସଦାପ୍ରଭୁ ଏହି ସମସ୍ତ ଲୋକଙ୍କୁ ଆଜ୍ଞା ଦେଲେ।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme