ଗଣନା ପୁସ୍ତକ
Chapter 29
ଓଡ଼ିଆ ବାଇବେଲ1ଆଉ ସପ୍ତମ ମାସର ପ୍ରଥମ ଦିନ ରେ, ତୁମ୍ଭମାନଙ୍କର ଗୋଟିଏ ପବିତ୍ରସଭା ହବୋ ଉଚିତ୍। ସହେି ଦିନ ରେ ତୁମ୍ଭମାନେେ କୌଣସି କାର୍ୟ୍ଯ କରିବା ଉଚିତ୍ ନୁହଁ। ସହେି ଦିନଟି ତୁମ୍ଭମାନଙ୍କ ପାଇଁ ତୂରୀଧ୍ବନି କରିବାର ଦିନ।
2ତୁମ୍ଭମାନେେ ସଦାପ୍ରଭୁଙ୍କୁ ସୁବାସିତ ଉପହାରରୂପେ ଏକ ଅଣ୍ତିରା ମଷେ ଓ ସାତାଟେି ଏକବର୍ଷୀଯ ମଷେଶାବକ ହାମବେଳିରୂପେ ଉତ୍ସର୍ଗ କରିବା ଉଚିତ୍। ଏହି ପଶୁଗୁଡିକର କୌଣସି ଖୁଣ ନଥିବା ଉଚିତ୍।
3ଗୋଟିଏ ଷଣ୍ତ ନିମନ୍ତେ ଦେଢ ଦିନ ଓ ଅଣ୍ତିରା ମଷେ ନିମନ୍ତେ ଏକ ହିନ ତୈଳ ମିଶ୍ରିତ ସରୁ ମଇଦା ଆଉ ଶସ୍ଯ ନବୈେଦ୍ଯରୂପେ ଉତ୍ସର୍ଗ ହବେ।
4ଓ ସାତଟି ମଷେଶାବକ ମଧ୍ଯରୁ ପ୍ରତି ମଷେଶାବକ ନିମନ୍ତେ ଅର୍ଦ୍ଧହିନ ତୈଳମିଶ୍ରିତ ସରୁମଇଦା ଉତ୍ସର୍ଗ କରିବ।
5ପୁଣି ତୁମ୍ଭର ପାପର ପ୍ରଯଶ୍ଚିତ ପାଇଁ ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛାଗ ଉତ୍ସର୍ଗ କରିବା ଉଚିତ୍।
6ଅମାବାସ୍ଯା ରେ ନିତ୍ଯ ହାମବେଳି ସହିତ ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ଏ ସମସ୍ତ ଉତ୍ସର୍ଗ କରିବ। ଏହା ସଦାପ୍ରଭୁଙ୍କୁ ସୁବାସିତ ଉପହାର ହବେ।
7ପୁଣି ସପ୍ତମ ମାସର ଦଶମ ଦିନ ରେ, ତୁମ୍ଭମାନଙ୍କର ଏକ ପବିତ୍ର ସଭା ହବୋ ଉଚିତ୍। ସେ ଦିନ ରେ ତୁମ୍ଭମାନେେ ଆପଣା ଆପଣା ପ୍ରାଣକୁ ନମ୍ର କରିବା ଉଚିତ୍ ଏବଂ ସହେି ଦିନ କୌଣସି ପ୍ରକାର କାର୍ୟ୍ଯ କରିବା ଉଚିତ୍ ନୁହେଁ।
8ମାତ୍ର ତୁମ୍ଭମାନେେ ସଦାପ୍ରଭୁଙ୍କୁ ସୁବାସିତ ଉପହାର ରୂପେ ଏକ ଷଣ୍ତ, ଏକ ଅଣ୍ତିରା ମଷେ ଓ ଏକବର୍ଷୀଯ ସାତଟି ମଷେଶାବକ ଉତ୍ସର୍ଗ କରିବ। ଏହି ପଶୁଗୁଡିକର କୌଣସି ଖୁଣ ନଥିବ।
9ପୁଣି ତହିଁରେ ଶସ୍ଯ ନବୈେଦ୍ଯରୂପେ ଏକ ଷଣ୍ତ ନିମନ୍ତେ ଦେଢ ହିନ ଓ ଏକ ଅଣ୍ତିରା ମଷେ ନିମନ୍ତେ ଏକ ହିନ ତୈଳ ମିଶ୍ରିତ ସରୁ ମଇଦା ନବେ।
10ଓ ସାତ ମଷେଶାବକ ମଧ୍ଯରୁ ପ୍ରତି ମଷେଶାବକ ନିମନ୍ତେ ଅର୍ଦ୍ଧହିନ ତୈଳମିଶ୍ରିତ ସରୁ ମଇଦା;
11ପୁଣି ପାପର୍ଥକ ବଳିରୂପେ ଏକ ଛାଗ ନବୈେଦ୍ଯ ଉତ୍ସର୍ଗ କରିବା ଉଚିତ୍। ପ୍ରାଯଶ୍ଚିତାର୍ଥକ ନବୈେଦ୍ଯ, ନିତ୍ଯ ହାମବେଳି ଓ ସମାନଙ୍କେର ନବୈେଦ୍ଯ ଓ ପଯେ ନବୈେଦ୍ଯ ଛାଡା ଏହିସବୁ ତୁମ୍ଭମାନେେ ଉତ୍ସର୍ଗ କରିବା ଉଚିତ୍।
12ଆଉ ସମସ୍ତ ମାସର ପଞ୍ଚଦଶ ଦିନ ରେ ତୁମ୍ଭମାନଙ୍କର ଗୋଟିଏ ପବିତ୍ର ସଭା ହବୋ ଉଚିତ୍। ସହେି ଦିନ ତୁମ୍ଭମାନେେ କୌଣସି ପ୍ରକାର କାର୍ୟ୍ଯ କରିବା ଉଚିତ୍ ନୁହଁ। ପୁଣି ସାତ ଦାନ ୟାଏ ଉତ୍ସବ ପାଳନ କରିବା ଉଚିତ୍।
13ଆଉ ତୁମ୍ଭମାନେେ ସଦାପ୍ରଭୁଙ୍କୁ ସୁବାସିତ ନବୈେଦ୍ଯ ରୂପେ ତରଟେି ଷଣ୍ତ, ଦୁଇଟି ଅଣ୍ତିରା ମଷେ ଓ ଏକବର୍ଷୀଯ ଚଉଦଟି ମଷେଶାବକ ଉତ୍ସର୍ଗ କରିବା ଉଚିତ୍। ଏହି ପଶୁଗୁଡିକର କୌଣସି ଖୁଣ ନଥିବା ଉଚିତ୍।
14ଶସ୍ଯ ନବୈେଦ୍ଯ ରୂପେ ପ୍ରତି ଷଣ୍ତ ପାଇଁ ଦେଢଦିନ ପ୍ରତି ଅଣ୍ତିରା ମଷେ ପାଇଁ ଏକଦିନ,
15ଓ ପ୍ରତି ମଷେବତ୍ସ ପାଇଁ ଅର୍ଦ୍ଧହିନ ତୈଳମିଶ୍ରିତ ସରୁ ମଇଦା;
16ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛଳେି ଉତ୍ସର୍ଗ କରିବା ଉଚିତ୍। ଏହି ସମସ୍ତ ତୁମ୍ଭମାନେେ ନିତ୍ଯ ହାମବେଳି ସମାନଙ୍କେର ଶସ୍ଯ ଓ ପଯେ ନବୈେଦ୍ଯ ଉତ୍ସର୍ଗ କରିବା ଉଚିତ୍।
17ଆଉ ଦ୍ବିତୀୟ ଦିନ ରେ, ବାରଟି ଷଣ୍ତ, ଦୁଇଟି ଅଣ୍ତିରା ମଷେ ଓ ଏକବର୍ଷୀଯ ଚଉଦଟି ମଷେଶାବକ ଉତ୍ସର୍ଗ କରାୟିବା ଉଚିତ୍। ଏହି ପଶୁଗୁଡିକର କୌଣସି ଖୁଣ ନ ଥିବା ଉଚିତ୍।
18ପୁଣି ଗୋବତ୍ସର, ମଷେର ଓ ମଷେ ବତ୍ସମାନଙ୍କ ସଂଖ୍ଯା ଅନୁସାରେ ବିଧିମତେ ଭକ୍ଷ୍ଯ ଓ ପଯେ ନବୈେଦ୍ଯ ,
19ଆଉ ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛାଗ ଉତ୍ସର୍ଗ କରିବା ଉଚିତ୍। ନିତ୍ଯ ହାମବେଳି ଓ ସମାନଙ୍କେ ଅନୁରୂପ ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ବ୍ଯତିତ ତୁମ୍ଭମାନେେ ଏହିସବୁ ଉତ୍ସର୍ଗ କରିବା ଉଚିତ୍।
20ଆଉ ଉତ୍ସବର ତୃତୀୟ ଦିନ ରେ ଏଗାରଟି ଷଣ୍ତ, ଦୁଇଟି ଅଣ୍ତିରା ମଷେ ଓ ଏକବର୍ଷୀଯ ଚଉଦଟି ମଷେଶାବକ ଉତ୍ସର୍ଗ କରାୟିବା ଉଚିତ୍। ଏହି ପଶୁଗୁଡିକର କୌଣସି ଖୁଣ ନଥିବା ଉଚିତ୍।
21ପୁଣି ଗୋବତ୍ସର, ମଷେର ଓ ମଷେ ବତ୍ସମାନଙ୍କର ସଂଖ୍ଯା ଅନୁସାରେ ବିଧିମତେ ଭକ୍ଷ୍ଯ ଓ ପଯେ ନବୈେଦ୍ଯ,
22ଆଉ ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛଳେି ଉତ୍ସର୍ଗ କରିବା ଉଚିତ୍। ଏ ସମସ୍ତ ନିତ୍ଯ ହାମବେଳି ଓ ସମାନଙ୍କେ ଅନୁରୂପ ଶସ୍ଯ ନବୈେଦ୍ଯ ଓପଯେ ନବୈେଦ୍ଯ ବ୍ଯତୀତ ସହେିସବୁ ତୁମ୍ଭମାନେେ ଉତ୍ସର୍ଗ କରିବ।
23ଆଉ ଚତୁର୍ଥ ଦିନ ରେ, ଦଶଟି ଷଣ୍ତ, ଦୁଇଟି ଅଣ୍ତିରା ମଷେ ଓ ଏକବର୍ଷୀଯ ଚଉଦଟି ମଷେଶାବକ ଉତ୍ସର୍ଗ କରାୟିବା ଉଚିତ୍। ଏହି ପଶୁଗୁଡିକ କୌଣସି ଖଣ ନଥିବା ଉଚିତ୍।
24ଓ ଗୋବତ୍ସର, ମଷେର ଓ ମଷେ ବତ୍ସମାନଙ୍କର ସଂଖ୍ଯା ଅନୁସାରେ ବିଧିମତେ ଭକ୍ଷ୍ଯ ଓ ପଯେ ନବୈେଦ୍ଯ,
25ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛଳେି ଉତ୍ସର୍ଗ କରାୟିବା ଉଚିତ୍। ଏ ସମସ୍ତ ତୁମ୍ଭମାନେେ ନିତ୍ଯ ହାମବେଳି ଓ ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ବ୍ଯତୀତ ଏହିସବୁ ଉତ୍ସର୍ଗ କରିବା ଉଚିତ୍।
26ଆଉ ପଞ୍ଚମ ଦିନ ରେ ନଅଟି ଷଣ୍ତ ଦୁଇଟି ଅଣ୍ତିରା ମଷେ ଓ ଏକବର୍ଷୀଯ ଚଉଦଟି ମଷେଶାବକ ଉତ୍ସର୍ଗ କରାୟିବା ଉଚିତ୍। ଏହିସବୁ ପଶୁଗୁଡିକର କୌଣସି ଖୁଣ ନଥିବା ଉଚିତ୍।
27ପୁଣି ଗୋବତ୍ସର, ମଷେର ଓ ମଷେ ବତ୍ସମାନଙ୍କର ସଂଖ୍ଯା ଅନୁସାରେ ବିଧିମତେ ଭକ୍ଷ୍ଯ ଓ ପଯେ ନବୈେଦ୍ଯ,
28ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛଳେି ଉତ୍ସର୍ଗ କରାୟିବା ଉଚିତ୍। ଏ ସମସ୍ତ ନିତ୍ଯ ହାମବେଳି, ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ବ୍ଯତୀତ ଏହିଗୁଡିକ ତୁମ୍ଭମାନେେ ଉତ୍ସର୍ଗ କରିବା ଉଚିତ୍।
29ଆଉ ପର୍ବର ଷଷ୍ଠ ଦିନ ରେ ଆଠଟି ଷଣ୍ତ, ଦୁଇଟି ଅଣ୍ତିରା ମଷେ ଓ ଏକବର୍ଷୀଯ ଚଉଦଟି ମଷେଶାବକ ଉତ୍ସର୍ଗ କରିବା ଉଚିତ୍। ଏହି ପଶୁଗୁଡିକର କୌଣସି କ୍ଷୁଣ ନଥିବା ଉଚିତ୍।
30ଆଉ ଗୋବତ୍ସର, ମଷେର ଓ ମଷେ ବତ୍ସମାନଙ୍କର ସଂଖ୍ଯା ଅନୁସାରେ ବିଧିମତେ ଭକ୍ଷ୍ଯ ଓ ପଯେ ନବୈେଦ୍ଯ ,
31ପୁଣି ପାପର୍ଥକ ବଳିରୂପେ ଏକ ଅଣ୍ତିରା ଛଳେି ଉତ୍ସର୍ଗ କରିବା ଉଚିତ୍। ଏ ସମସ୍ତ ତୁମ୍ଭମାନେେ ନିତ୍ଯ ହାମବେଳି ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ବ୍ଯତୀତ ଏହିସବୁ ଉତ୍ସର୍ଗ କରିବା ଉଚିତ୍।
32ଆଉ ସପ୍ତମ ଦିନ ରେ ସାତଟି ଷଣ୍ତ, ଦିଇ ମଷେ ଓ ଏକବର୍ଷୀଯ ଚଉଦଟି ମଷେଶାବକ ଉତ୍ସର୍ଗ କରାୟିବା ଉଚିତ୍। ଏହି ପଶୁଗୁଡିକର କୌଣସି କ୍ଷୁଣ ନଥିବା ଉଚିତ୍।
33ଆଉ ଗୋବତ୍ସର, ମଷେର ମଷେ ବତ୍ସମାନଙ୍କର ସଂଖ୍ଯା ଅନୁସାରେ ବିଧିମତେ ଭକ୍ଷ୍ଯ ଓ ପଯେ ନବୈେଦ୍ଯ,
34ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛଳେି ଉତ୍ସର୍ଗ କରିବା ଉଚିତ୍। ଏ ସମସ୍ତ ତୁମ୍ଭମାନେେ ନିତ୍ଯ ହାମବେଳି ଓ ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ବ୍ଯତୀତ ତୁମ୍ଭମାନେେ ଏହିସବୁ ଉତ୍ସର୍ଗ କରିବା ଉଚିତ୍।
35ଆଉ ଅଷ୍ଟମ ଦିନ ରେ, ତୁମ୍ଭମାନଙ୍କର ଏକ ପବିତ୍ର ସଭା ହବେ। ସହେିଦିନ ତୁମ୍ଭମାନେେ କୌଣସି କାର୍ୟ୍ଯ କରିବା ଉଚିତ୍ ନୁହଁ।
36ମାତ୍ର ସଦାପ୍ରଭୁଙ୍କୁ ହାମବେଳିରୂପେ ଏକ ଷଣ୍ତ, ଏକ ଅଣ୍ତିରା ମଷେ ଓ ଏକବର୍ଷୀଯ ସାତଟି ମଷେଶାବକ ଉତ୍ସର୍ଗ କରିବା ଉଚିତ୍। ଏହି ପଶୁଗୁଡିକର କୈଣସି ଖୁଣ ନଥିବ।
37ଆଉ ଗୋବତ୍ସର, ମଷେର ଓ ମଷେବତ୍ସମାନଙ୍କର ସଂଖ୍ଯା ଅନୁସାରେ ବିଧିମତେ ଭକ୍ଷ୍ଯ ଓ ପଯେ ନବୈେଦ୍ଯ,
38ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛଳେି, ଏ ସମସ୍ତ ନିତ୍ଯ ହାମବେଳି ଓ ସମାନଙ୍କେ ଅନୁରୂପ ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ଉତ୍ସର୍ଗ କରିବ।
39ତୁମ୍ଭମାନେେ ତୁମ୍ଭମାନଙ୍କର ପର୍ବଦିନ ରେ ସଦାପ୍ରଭୁଙ୍କୁ ଏହିସବୁ ବଳିଦାନ ଦିଅ। ତୁମ୍ଭମାନଙ୍କ ହାମବେଳି ତୁମ୍ଭମାନଙ୍କ ଶସ୍ଯ ନବୈେଦ୍ଯ, ତୁମ୍ଭମାନଙ୍କ ପଯେ ନବୈେଦ୍ଯ ଓ ତୁମ୍ଭମାନଙ୍କ ମଙ୍ଗଳାର୍ଥକ ବଳି। ତୁମ୍ଭମାନଙ୍କ ସଂୟୋଗ ବିଶଷେ ପ୍ରତିଜ୍ଞା ନବୈେଦ୍ଯ ଓ ସ୍ବେଚ୍ଛାମୂଳକ ନବୈେଦ୍ଯ ଉତ୍ସର୍ଗ କର।
40ସଦାପ୍ରଭୁ ମାଶାଙ୍କେୁ ଯେଉଁ ସବୁ ଆଜ୍ଞା ଦଇେଥିଲେ, ମାଶାେ ସେ ସମସ୍ତ ଇଶ୍ରାୟେଲ ଲୋକମାନଙ୍କୁ କହିଲେ।
Bible Study with Steffi App
Download Free ↗
Memorize verses with spaced repetition. Free, no ads, 15+ languages.