ଯୀଶୁ କିନ୍ତୁ ନାଜରିତ ରେ ରହିଲେ ନାହିଁ। ସେ ଗାଲିଲୀ ହ୍ରଦ କୂଳ ରେ କଫର୍ନାହୂମ ସହର ରେ ବାସ କଲେ। କଫର୍ନାହୂମ ସବୂଲୂନ ଓ ନପ୍ତାଲିର ପାଖ ଅଞ୍ଚଳ ରେ ଅବସ୍ଥିତ।
Cross references
ସବୂଲୂନର ପରିବାରବର୍ଗ, ସମାନଙ୍କେର ଗୋଷ୍ଠୀମାନଙ୍କ ପ୍ରତୀଜ୍ଞାନକ୍ସ୍ଟସା ରେ ନିଜ ନିଜର ଭୂମି ଭାଗ ପାଇଲେ। ଏହାର ସୀମା ସାରୀଦ ପର୍ୟ୍ଯନ୍ତ ଥିଲା।
ଏହାର ଷଷ୍ଠାଂଶଟି ନଲ୍ଗାଲିର ପରିବାରବର୍ଗଙ୍କକ୍ସ୍ଟ ଦିଆଗଲା। ଏବଂ ସହେି ପରିବାରବର୍ଗ ପ୍ରତ୍ଯକ ଗୋଷ୍ଠୀ ସମାନଙ୍କେର ପ୍ରାପ୍ଯ ଅଂଶ ପାଇଲେ।
ହେ କଫର୍ନାହୂମ! ତୁ କ'ଣ ଭାବୁଛୁ ତୋତେ ସ୍ବର୍ଗୀୟ ଗୌରବ ଦବୋ ପାଇଁ ସ୍ବର୍ଗକୁ ଉଠାଇ ନିଆୟିବ? ନା, ତୁମ୍ଭକୁ ପାତାଳ ରେ ନିକ୍ଷପେ କରାୟିବ। ଯେଉଁ ଆଶ୍ଚର୍ୟ୍ଯ କାର୍ୟ୍ଯଗୁଡିକ ତୋର ଅଞ୍ଚଳ ରେ କରାଯାଇଛି, ସଗେୁଡିକ ଯଦି ସଦୋମ ରେ କରାଯାଇ ଥାଆନ୍ତା।, ତବେେ ସଠାେକାର ବାସିନ୍ଦା ପାପ କରିବା ବନ୍ଦ କରି ଦଇେଥାଆନ୍ତେ ଓ ସେ ନଗର ଏ ପର୍ୟ୍ଯନ୍ତ ତିଷ୍ଠି ରହି ପାରି ଥାଆନ୍ତା।
ଯୀଶୁ ଓ ତାହାଙ୍କ ଶିଷ୍ଯମାନେ କଫର୍ନାହୂମକୁ ଗଲେ। କଫର୍ନାହୂମ ରେ କେତକେ ଲୋକ ପିତରଙ୍କ ପାଖକୁ ଆସିଲେ। ଯେଉଁମାନେ ମନ୍ଦିରର କର ଆଦାୟ କରନ୍ତି, ସମାନେେ ସହେି ଲୋକ ଥିଲେ। ସମାନେେ ପଚାରିଲେ, ତୁମ୍ଭର ଗୁରୁ ମନ୍ଦିରର 'ଦୁଇ-ଡ୍ରକ୍ମା' କର ଦିଅନ୍ତି କି?
ଯୀଶୁ ଓ ତାହାଙ୍କ ଶିଷ୍ଯମାନେ କଫର୍ନାହୂମକୁ ଗଲେ। ବିଶ୍ରାମଦିବସ ରେ ଯୀଶୁ ସମାଜଗୃହକୁ ଯାଇ ସଠାେରେ ଲୋକମାନଙ୍କୁ ଶିକ୍ଷା ଦବୋକୁ ଲାଗିଲେ।
ଯୀଶୁ ସମାନଙ୍କେୁ କହିଲେ, ମୁଁ ଜାଣିଛି ଯେ, ତୁମ୍ଭମାନେେ ମାେତେ ସହେି ପୁରୁଣା ଉକ୍ତିଟି କହିବ, 'ଆ ରେ ବଇଦ, ଆଗ ନିଜକୁ ଭଲ କର।' ତୁମ୍ଭେ କହିବିକୁ ଚାହୁଁଛ, କଫର୍ନାହୂମ ରେ ତୁମ୍ଭେ ଯାହା ସବୁ କରୁଛ ବୋଲି ଆମ୍ଭମାନେେ ଶୁଣିଛୁ, ସହେିସବୁ ଏବେ ନିଜ ପୈତୃକ ନଗର ରେ ମଧ୍ଯ କର।
କିନ୍ତୁ ଯୀଶୁ ସମାନଙ୍କେ ମଧ୍ଯ ଦଇେ ଚାଲିଗଲେ।
ତା'ପରେ ଯୀଶୁ କଫର୍ନାହୂମ ସହରକୁ ଗଲେ। ତାଙ୍କ ସହିତ ତାଙ୍କର ମାଆ, ତାଙ୍କର ଭାଇମାନେ ଓ ତାଙ୍କର ଶିଷ୍ଯମାନେ ଗଲେ। ସମାନେେ ସମସ୍ତେ କଫର୍ନାହୂମ ରେ କିଛି ଦିନ ରହିଲେ।
ଯୀଶୁ ଗାଲୀଲର କାନା ନଗରକୁ ପୁଣି ଥରେ ଗଲେ। କାନ୍ନା ରେ ସେ ଜଳକୁ ଦ୍ରାକ୍ଷାରସ ରେ ପରିଣତ କରିଥିଲେ। ରାଜାଙ୍କର ଜଣେ ମୁଖ୍ଯକର୍ମଚାରୀ କଫର୍ନାହୂମ ନଗର ରେ ବାସ କରୁଥିଲେ। ଏହି ବ୍ଯକ୍ତିଙ୍କର ପୁତ୍ର ଅସୁସ୍ଥ ଥିଲା।
ଅନ୍ଧାର ହାଇଯୋଇଥିଲା, ତଥାପି ଯୀଶୁ ସମାନଙ୍କେ ପାଖକୁ ଫରେିଲେ ନାହିଁ। ତେଣୁ ସମାନେେ ଡଙ୍ଗା ରେ ବସି ହ୍ରଦର ଆରପାରି ରେ ଥିବା କଫର୍ନାହୂମ ଆଡେ ଗଲେ।
ଲୋକମାନେ ସଠାେରେ ଯୀଶୁ ଓ ତାହାଙ୍କର ଶିଷ୍ଯମାନେ ନଥିବା ଦେଖିଲେ। ତେଣୁ ଲୋକମାନେ ଡଙ୍ଗାଗୁଡିକରେ ଯାତ୍ରା କରି ଯୀଶୁଙ୍କୁ ଖାଜେିବା ପାଇଁ କଫର୍ନାହୂମକୁ ଗଲେ।
ଯୀଶୁ କଫର୍ନାହୂମର ସମାଜଗୃହ ରେ ଏହି ସବୁ କଥା ଉପଦେଶ ଦେଉଥିଲେ।