Home Bibles ☰ Books ଯୋହନଲିଖିତ ସୁସମାଚାର 6:17 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 6:17 · ଓଡ଼ିଆ ବାଇବେଲ

ଅନ୍ଧାର ହାଇଯୋଇଥିଲା, ତଥାପି ଯୀଶୁ ସମାନଙ୍କେ ପାଖକୁ ଫରେିଲେ ନାହିଁ। ତେଣୁ ସମାନେେ ଡଙ୍ଗା ରେ ବସି ହ୍ରଦର ଆରପାରି ରେ ଥିବା କଫର୍ନାହୂମ ଆଡେ ଗଲେ।

Cross references

ମାର୍କଲିଖିତ ସୁସମାଚାର 6:45

ତା'ପରେ ଯୀଶୁ ଶିଷ୍ଯମାନଙ୍କୁ ଡଙ୍ଗା ଭିତରକୁ ୟିବାକୁ କହିଲେ। ଯୀଶୁ ଶିଷ୍ଯମାନଙ୍କୁ ହ୍ରଦର ଅପର ପାଶର୍‌ବ ରେ ଥିବା ବେଥ୍ସାଇଦାକୁ ଆଗୁଆ ୟିବାକୁ କହିଲେ ଓ ସେ ନିଜେ ପରେ ଯିବେ ବୋଲି କହିଲେ। ସଠାେରେ ଥିବା ଲୋକମାନଙ୍କୁ ଘରକୁ ଫରେିୟିବା ପାଇଁ କହି ସେ ରହିଲେ।

ଯୋହନଲିଖିତ ସୁସମାଚାର 2:12

ତା'ପରେ ଯୀଶୁ କଫର୍ନାହୂମ ସହରକୁ ଗଲେ। ତାଙ୍କ ସହିତ ତାଙ୍କର ମାଆ, ତାଙ୍କର ଭାଇମାନେ ଓ ତାଙ୍କର ଶିଷ୍ଯମାନେ ଗଲେ। ସମାନେେ ସମସ୍ତେ କଫର୍ନାହୂମ ରେ କିଛି ଦିନ ରହିଲେ।

ଯୋହନଲିଖିତ ସୁସମାଚାର 4:46

ଯୀଶୁ ଗାଲୀଲର କାନା ନଗରକୁ ପୁଣି ଥରେ ଗଲେ। କାନ୍ନା ରେ ସେ ଜଳକୁ ଦ୍ରାକ୍ଷାରସ ରେ ପରିଣତ କରିଥିଲେ। ରାଜାଙ୍କର ଜଣେ ମୁଖ୍ଯକର୍ମଚାରୀ କଫର୍ନାହୂମ ନଗର ରେ ବାସ କରୁଥିଲେ। ଏହି ବ୍ଯକ୍ତିଙ୍କର ପୁତ୍ର ଅସୁସ୍ଥ ଥିଲା।

ଯୋହନଲିଖିତ ସୁସମାଚାର 6:24

ଲୋକମାନେ ସଠାେରେ ଯୀଶୁ ଓ ତାହାଙ୍କର ଶିଷ୍ଯମାନେ ନଥିବା ଦେଖିଲେ। ତେଣୁ ଲୋକମାନେ ଡଙ୍ଗାଗୁଡିକରେ ଯାତ୍ରା କରି ଯୀଶୁଙ୍କୁ ଖାଜେିବା ପାଇଁ କଫର୍ନାହୂମକୁ ଗଲେ।

Interlinear

Choose Theme