ଭବଷ୍ଯଦ୍ବକ୍ତା ୟିଶାଇୟଙ୍କ ମାଧ୍ଯମ ରେ ପ୍ରଭୁ ପରମେଶ୍ବର ଯାହା କହିଥିଲେ, ତାହା ପୂର୍ଣ୍ଣ ହବୋ ପାଇଁ ଯୀଶୁ ଏଭଳି କରିଥିଲେ।
Cross references
ଅତୀତ ରେ ଲୋକେ ଭାବୁଥିଲେ ସବୂଲୂନ୍ ଓ ନପ୍ତାଲି ଦେଶ ପ୍ରଧାନ ନ ଥିଲା। ମାତ୍ର ପ ରେ ପରମେଶ୍ବର ସେ ଦେଶଗୁଡ଼ିକ ମହାନ୍ କରି ଦେଲେ। ସମୁଦ୍ର ନିକଟବର୍ତ୍ତୀ ୟର୍ଦ୍ଦନ ନଦୀର ଅପରପାଶର୍ବ ଗାଲୀଲୀର ଅଣଇହୁଦୀମାନଙ୍କୁ ସମ୍ଭ୍ରାନ୍ତ କରିବେ।
ଭବିଷ୍ଯଦ୍ବକ୍ତାଙ୍କ ମାଧ୍ଯମ ରେ ପ୍ରଭୁ ଯାହା କହିଥିଲେ, ତାହା ସଫଳ କରିବା ନିମନ୍ତେ ଏହା ଘଟିଲା।
ସଠାେରେ ଯୋଷଫେ େ ହରୋଦଙ୍କ ମୃତ୍ଯୁ ପର୍ୟ୍ଯନ୍ତ ରହିଲେ। ପରମେଶ୍ବର ତାହାଙ୍କ ଭବିଷ୍ଯଦ୍ବକ୍ତାଙ୍କ ମାଧ୍ଯମ ରେ ଯାହା କହିଥିଲେ, ତାହା ସଫଳ କରିବା ପାଇଁ ଏସବୁ ଘଟିଲା। ପ୍ରଭୁ ପରମେଶ୍ବର କହିଥିଲେ, ମୁଁ ମାରେପୁଅକୁ ମିଶରରୁ ବାହାରି ଆସିବାକୁ କହିଛି।
ସେ ସଠାେରେ ପହଞ୍ଚି ନାଜରିତ ନାମକ ନଗର ରେ ବାସ କଲେ। ଖ୍ରୀଷ୍ଟ ନାଜରିତୀୟ ରୂପେ ଖ୍ଯାତ ହବେେ ବୋଲି ଭବିଷ୍ଯଦବକ୍ତାମାନଙ୍କ ମାଧ୍ଯମ ରେ ପରମେଶ୍ବର କହିଥିଲେ। ସହେି ବାକ୍ଯ ଅନୁସାରେ ଏହା ଘଟିଲା।
ଭବିଷ୍ଯଦ୍ବକ୍ତା ୟିଶାଇୟଙ୍କ ମାଧ୍ଯମ ରେ ପରମେଶ୍ବର ଯାହା କହିଥିଲେ ତାହା ସଫଳ ହବୋ ପାଇଁ ଯୀଶୁ ଏହି କାମଗୁଡିକ କଲେ:
ଭବିଷ୍ଯଦ୍ବକ୍ତା ୟିଶାଇୟଙ୍କ ମାଧ୍ଯମ ରେ ପରମେଶ୍ବର ଯାହା କହିଥିଲେ, ସଗେୁଡ଼ିକ ପୂର୍ଣ୍ଣ ହବୋପାଇଁ ଯୀଶୁ ଏହା କଲେ।
କିନ୍ତୁ ମୁଁ ତା' କଲେ ଧର୍ମଶାସ୍ତ୍ର କିପରି ସମ୍ପୂର୍ଣ୍ଣ ହବେ? ସବୁକଥା ଏହିଭଳି ଭାବରେ ଘଟିବ ବୋଲି ଶାସ୍ତ୍ର ରେ ଲଖାେ ଅଛି।
କିନ୍ତୁ ଭବିଷ୍ଯଦ୍ବକ୍ତାମାନେ ଯେଉଁଭଳି ଲେଖିଥିଲେ, ସହେିଭଳି ହବୋ ପାଇଁ ଏହି ସବୁକଥା ଘଟିଲା, ତା'ପରେ ସମସ୍ତ ଶିଷ୍ଯମାନେ ଯୀଶୁଙ୍କୁ ଛାଡି ପଳାଇଗଲେ।
ଶାସ୍ତ୍ର କ ହେ:
ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନଙ୍କ ପାଖ ରେ ମୁଁ ଥିବା ବଳରେ କଥା ମନେ ପକାଅ। ମୁଁ କହିଥିଲି ଯେ ମାଶାଙ୍କେ ନିୟମ ରେ, ଭବିଷ୍ଯଦ୍ବକ୍ତାଙ୍କ ପୁସ୍ତକରେ ଓ ଗୀତସଂହିତା ରେ ମାେ ବିଷୟ ରେ ଯାହା ସବୁ ଲଖାେ ଯାଇଛି, ସଗେୁଡିକ ନିଶ୍ଚୟ ଘଟିବ।
ଏସବୁ ଘଟିବା ଦ୍ବାରା ତାହାଙ୍କ ବିଧି ବ୍ଯବସ୍ଥା ରେ ଯାହା ଲଖାେଥିଲା ତାହା ସତ୍ଯ ହେଲା: ' ସମାନେେ ମାେତେ ବିନା କାରଣ ରେ ଘୃଣା କଲେ।'
ଏବେ ସମସ୍ତ କିଛି ଶଷେ ହାଇଯୋଇଛି, ଯୀଶୁ ଏହା ଜାଣିଲେ। ଧର୍ମଶାସ୍ତ୍ରବାଣୀ ସତ୍ଯ ହବୋ ପାଇଁ ସେ କହିଲେ, ମାେତେ ଶୋଷ କରୁଛି।
ଏସବୁ ଘଟିଛି, ଅତଏବ ଧର୍ମଶାସ୍ତ୍ର ରେ ଯାହା ଲଖାେ ଅଛି, ତାହା ସତ୍ଯ ହବେ, ତାହାଙ୍କର ଗୋଟିଏ ହାଡ ମଧ୍ଯ ଭାଙ୍ଗି ୟିବ ନାହିଁ।