ସବୂଲୂନର ପରିବାରବର୍ଗ, ସମାନଙ୍କେର ଗୋଷ୍ଠୀମାନଙ୍କ ପ୍ରତୀଜ୍ଞାନକ୍ସ୍ଟସା ରେ ନିଜ ନିଜର ଭୂମି ଭାଗ ପାଇଲେ। ଏହାର ସୀମା ସାରୀଦ ପର୍ୟ୍ଯନ୍ତ ଥିଲା।
Cross references
ସମାନଙ୍କେ ମଧିଅରେ ରୁବନ୍େ ଯାକୁବଙ୍କର ଜେଷ୍ଠ ପୁତ୍ର। ଶିମିୟୋନ, ଲବେୀ, ୟହୁଦା, ଇଷାଖର ଓ ସବୂଲୂନ ଏମାନେ ଲୟୋର ସନ୍ତାନ।
ସବୂଲୂନ୍ ସମୁଦ୍ର କୂଳ ରେ ବାସ କରିବ। ସେ ଜାହାଜର ଆଶ୍ରିତ ହବେ। ପୁଣି ସୀଦୋନ ପର୍ୟ୍ଯନ୍ତ ତାହାର ଅଧିକାର ସୀମା ହବେ।
ମାଶାେ ସବୂଲୂନ୍ଙ୍କ ବିଷଯ ରେ ଏହିକଥା କହିଲେ, ହେ ସବୂଲୂନ୍, ଯେତବେେଳେ ତୁମ୍ଭେ ବାହାରକକ୍ସ୍ଟ ଯାଉଛ, ଖକ୍ସ୍ଟସି ହକ୍ସ୍ଟଅ। ଇଷାଖର ତୁମ୍ଭେ ଆପଣା ତମ୍ବୁ ରେ ଆନନ୍ଦିତ ହକ୍ସ୍ଟଅ।
କିନ୍ତୁ ତୁମ୍ଭେ ନିଶ୍ଚିତ ସାତ ଭାଗ କରି ଏକ ନକ୍ସା ଅଙ୍କନ କରିବ। ତବେେ ତାହା ମାେତେ ଦବେ ଏବଂ ମୁ ସଦାପ୍ରଭୁ ପରମେଶ୍ବରଙ୍କ ଉପସ୍ଥିତ ରେ ଗକ୍ସ୍ଟଳାବାଣ୍ଟ ଦ୍ବାରା ଭାଗ କରିବି। ସେ ନିଷ୍ପତ୍ତି କରିବେ କିଏ କେଉଁ ଭାଗ ପାଇବ।
ବିନ୍ଯାମୀନ ପରିବାରବର୍ଗଗଣ ୟିହକ୍ସ୍ଟଦା ଓ ଯୋଷଫଙ୍କେର ମଧ୍ଯବର୍ତ୍ତୀ ଅଞ୍ଚଳ ରେ ଭୂମି ପାଇଲେ। ବିନ୍ଯାମୀନ ପ୍ରେତ୍ୟକକ ପରିବାରବର୍ଗର ଲୋକମାନେ ସମାନଙ୍କେର ଭାଗ ପାଇଲେ। ଏହି ଭୂମି ଯାହାକି ବିଦ୍ଯାମୀନ ପରିବାରବର୍ଗମାନଙ୍କ ପାଇଁ ସ୍ଥିର କରାୟାଇଥିଲା।
ଉତ୍ତରରୁ ଦକ୍ଷିଣ ପର୍ୟ୍ଯନ୍ତ ଯେଉଁ ପରିବାରଗୁଡ଼ିକ ରହିବେ ସହେି ପରିବାରବର୍ଗଗୁଡ଼ିକ ହେଲେ :