Home Bibles ମାଥିଉଲିଖିତ ସୁସମାଚାର 11:23 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 11:23 · ଓଡ଼ିଆ ବାଇବେଲ

ହେ କଫର୍ନାହୂମ! ତୁ କ'ଣ ଭାବୁଛୁ ତୋତେ ସ୍ବର୍ଗୀୟ ଗୌରବ ଦବୋ ପାଇଁ ସ୍ବର୍ଗକୁ ଉଠାଇ ନିଆୟିବ? ନା, ତୁମ୍ଭକୁ ପାତାଳ ରେ ନିକ୍ଷପେ କରାୟିବ। ଯେଉଁ ଆଶ୍ଚର୍ୟ୍ଯ କାର୍ୟ୍ଯଗୁଡିକ ତୋର ଅଞ୍ଚଳ ରେ କରାଯାଇଛି, ସଗେୁଡିକ ଯଦି ସଦୋମ ରେ କରାଯାଇ ଥାଆନ୍ତା।, ତବେେ ସଠାେକାର ବାସିନ୍ଦା ପାପ କରିବା ବନ୍ଦ କରି ଦଇେଥାଆନ୍ତେ ଓ ସେ ନଗର ଏ ପର୍ୟ୍ଯନ୍ତ ତିଷ୍ଠି ରହି ପାରି ଥାଆନ୍ତା।

Cross references

ଆଦି ପୁସ୍ତକ 13:13

ସଦୋମର ଲୋକମାନେ ମନ୍ଦ ଓ ସଦାପ୍ରଭୁଙ୍କ ଦୃଷ୍ଟି ରେ ଅତି ପାପିଷ୍ଠ ଥିଲେ।

ଆଦି ପୁସ୍ତକ 19:24

ଠିକ୍ ସହେି ସମୟରେ, ସଦାପ୍ରଭୁ ସଦୋମ ଏବଂ ହ ମାରେକୁ ଧ୍ବଂସ କଲେ। ସଦାପ୍ରଭୁ ଆକାଶରୁ ସଦୋମ ଓ ହ ମାରୋ ଉପରେ ଗନ୍ଧକ ଓ ଅଗ୍ନି ବୃଷ୍ଟି କଲେ।

ଯିଶାଇୟ 14:13

ତୁମ୍ଭେ ସର୍ବଦା ନିଜେ ନିଜେ କହି ହେଉଥିଲ, ଆମ୍ଭେ ପରମେଶ୍ବରଙ୍କ ପରି ସ୍ବର୍ଗାରୋହଣ କରିବା। ଆମ୍ଭେ ସ୍ବର୍ଗର ଉର୍ଦ୍ଧ୍ବକୁ ୟିବା, ଆମ୍ଭେ ପରମେଶ୍ବରଙ୍କ ତାରକାର ଉର୍ଦ୍ଧ୍ବ ରେ ସିଂହାସନ ସ୍ଥାପନ କରିବା।ଆମେ ଉତ୍ତର ଦିଗସ୍ଥ ପ୍ରାନ୍ତ ପବିତ୍ର ପର୍ବତ ଉପ ରେ ଉପବିଷ୍ଟ ହବୋ ଓ ସହେି ପର୍ବତ ରେ ପରମେଶ୍ବରଙ୍କୁ ସାକ୍ଷାତ କରିବା।

ଯିରିମିୟଙ୍କ ବିଳାପ 2:1

ଦେଖ, ସଦାପ୍ରଭୁ କିପରି ଆପଣା କୋର୍ଧ ରେ ସିୟୋନ କନ୍ଯାକୁ ମଘାେଚ୍ଛନ୍ନ କରିଛନ୍ତି। ସେ ଇଶ୍ରାୟେଲର ଗୌରବକୁ ସ୍ବର୍ଗରୁ ପୃଥିବୀକୁ ନିକ୍ଷପେ କରିଛନ୍ତି। ପୁଣି ତାଙ୍କର କୋରଧର ଦିନ ରେ ତାଙ୍କର ପାଦପୀଠ ଇଶ୍ରାୟେଲକୁ ସ୍ମରଣ କରିନାହାଁନ୍ତି।

ଯିହିଜିକଲ 16:48

ମାରେସଦାପ୍ରଭୁ କହନ୍ତି, ମୁଁ ଜୀବିତ ଅଛି ଏବଂ ମାରଜେୀବନର ପ୍ରତିଜ୍ଞା କରି କହୁଅଛି, ତୁମ୍ଭର ଭଉଣୀ ସଦୋମ ଓ ତାହାର କନ୍ଯାଗଣ ତୁମ୍ଭପରି ଓ ତୁମ୍ଭ କନ୍ଯାଗଣ ପରି କୁକର୍ମ କରି ନାହାଁନ୍ତି।

ଯିହିଜିକଲ 28:12

ହେ ମନୁଷ୍ଯ ପୁତ୍ର, ତୁମ୍ଭେ ରାଜାଙ୍କ ପାଇଁ ସୋର ରେ ଏହି ବିଳାପ ସଙ୍ଗୀତ ଗାନ କର ଏବଂ ତାକୁ କୁହ, ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହିଛନ୍ତି ;

ଯିହିଜିକଲ 31:16

ମୁଁ ତାହାକୁ ଗର୍ତ୍ତଗାମୀମାନଙ୍କ ସହିତ ପାତାଳକୁ ପକାଇ ଦଲୋ ବେଳେ, ତାହାର ପତନ ଶବ ରେ ଗୋଷ୍ଠୀଯମାନେ କମ୍ପିତ ହେଲେ। ପୁଣି ପୃଥିବୀ ରେ ଥିବା ଏଦନର ସମସ୍ତ ଜଳ ସଚେିତ ମନୋନୀତ ବୃକ୍ଷଗୁଡ଼ିକ, ଲିବାନୋନର ସମସ୍ତ ଉତ୍ତମ ବୃକ୍ଷଗୁଡ଼ିକୁ ନିମ୍ନତମ ପୃଥିବୀ ରେ ସାନ୍ତ୍ବନା ଦିଆଗଲା।

ଓବଦିୟ 1:4

ସଦାପ୍ରଭୁ ଏହା କୁହନ୍ତି, ଏପରିକି ତୁମ୍ଭେ ଯଦିଓ ଚିଲ ପକ୍ଷୀ ପରି ଉଚ୍ଚ ରେ ଉଡ ଏବଂ ତାରକା ଗହଳ ରେ ବସା ରଖ ତଥାପି ଆମ୍ଭେ ତୁମ୍ଭକୁ ସଠାରୁେ ନିମ୍ନକୁ ନଇେ ଆସିବା।

ମାଥିଉଲିଖିତ ସୁସମାଚାର 4:13

ଯୀଶୁ କିନ୍ତୁ ନାଜରିତ ରେ ରହିଲେ ନାହିଁ। ସେ ଗାଲିଲୀ ହ୍ରଦ କୂଳ ରେ କଫର୍ନାହୂମ ସହର ରେ ବାସ କଲେ। କଫର୍ନାହୂମ ସବୂଲୂନ ଓ ନପ୍ତାଲିର ପାଖ ଅଞ୍ଚଳ ରେ ଅବସ୍ଥିତ।

ମାଥିଉଲିଖିତ ସୁସମାଚାର 8:5

ତାପରେ ଯୀଶୁ କଫର୍ନାହୂମକୁ ଗଲେ। ନଗର ଭିତ ରେ ପ୍ରବେଶ କଲା ବେଳେ ଜଣେ ରୋମୀୟ ସନୋପତି ତାହାଙ୍କ ପାଖକୁ ଆସିଲେ।

ମାଥିଉଲିଖିତ ସୁସମାଚାର 16:18

ମୁଁ ମଧ୍ଯ ତୁମ୍ଭକୁ କହି ରଖୁଛି ଯେ ତୁମ୍ଭେ ହେଉଛ ପିତର ଏବଂ ମୁଁ ଏହି ପଥର ଉପରେ ମାରେ ମଣ୍ଡଳୀ ତୋଳିବି। ମୃତ୍ଯୁଶକ୍ତି ମାରେ ମଣ୍ଡଳୀକୁ ପରାଜିତ କରିବାକୁ ସମର୍ଥ ହାଇପୋରିବ ନାହିଁ।

ମାଥିଉଲିଖିତ ସୁସମାଚାର 17:24

ଯୀଶୁ ଓ ତାହାଙ୍କ ଶିଷ୍ଯମାନେ କଫର୍ନାହୂମକୁ ଗଲେ। କଫର୍ନାହୂମ ରେ କେତକେ ଲୋକ ପିତରଙ୍କ ପାଖକୁ ଆସିଲେ। ଯେଉଁମାନେ ମନ୍ଦିରର କର ଆଦାୟ କରନ୍ତି, ସମାନେେ ସହେି ଲୋକ ଥିଲେ। ସମାନେେ ପଚାରିଲେ, ତୁମ୍ଭର ଗୁରୁ ମନ୍ଦିରର 'ଦୁଇ-ଡ୍ରକ୍ମା' କର ଦିଅନ୍ତି କି?

ଲୂକଲିଖିତ ସୁସମାଚାର 4:23

ଯୀଶୁ ସମାନଙ୍କେୁ କହିଲେ, ମୁଁ ଜାଣିଛି ଯେ, ତୁମ୍ଭମାନେେ ମାେତେ ସହେି ପୁରୁଣା ଉକ୍ତିଟି କହିବ, 'ଆ ରେ ବଇଦ, ଆଗ ନିଜକୁ ଭଲ କର।' ତୁମ୍ଭେ କହିବିକୁ ଚାହୁଁଛ, କଫର୍ନାହୂମ ରେ ତୁମ୍ଭେ ଯାହା ସବୁ କରୁଛ ବୋଲି ଆମ୍ଭମାନେେ ଶୁଣିଛୁ, ସହେିସବୁ ଏବେ ନିଜ ପୈତୃକ ନଗର ରେ ମଧ୍ଯ କର।

ଲୂକଲିଖିତ ସୁସମାଚାର 14:11

ଯେଉଁ ଲୋକ ନିଜକୁ ମହାନ ଭାବେ, ତାକୁ ହୀନ କରି ଦିଆୟିବ। ଯେଉଁ ଲୋକ ନିଜକୁ ହୀନ ଭାବେ, ତାହାକୁ ମହାନ୍ କରାୟିବ।

ଲୂକଲିଖିତ ସୁସମାଚାର 16:23

ତାହାକୁ ନର୍କକୁ ପଠାଇ ଦିଆଗଲା। ସଠାେରେ ସେ ବହୁତ ୟନ୍ତ୍ରଣା ଭୋଗ କଲା। ଧନୀଲୋକ ଜଣକ ଉପରକୁ ଅନାଇଲା ଓ ଲାଜାରକୁ କୋଳ ରେ ଧରିଥିବା ଅବ୍ରହାମଙ୍କୁ ବହୁତ ଦୂର ରେ ଦେଖିଲା।

ଯୋହନଲିଖିତ ସୁସମାଚାର 4:46

ଯୀଶୁ ଗାଲୀଲର କାନା ନଗରକୁ ପୁଣି ଥରେ ଗଲେ। କାନ୍ନା ରେ ସେ ଜଳକୁ ଦ୍ରାକ୍ଷାରସ ରେ ପରିଣତ କରିଥିଲେ। ରାଜାଙ୍କର ଜଣେ ମୁଖ୍ଯକର୍ମଚାରୀ କଫର୍ନାହୂମ ନଗର ରେ ବାସ କରୁଥିଲେ। ଏହି ବ୍ଯକ୍ତିଙ୍କର ପୁତ୍ର ଅସୁସ୍ଥ ଥିଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:27

ମାେ ଶରୀର ମଧ୍ଯ ଭରସା ରେ ବଞ୍ଚି ରହିବ, ଯେ ହତେୁ ତୁମ୍ଭେ ମାରେ ଆତ୍ମାକୁ ମୃତ୍ଯୁ ସ୍ଥାନ ରେ ଛାଡ଼ିଦବେ ନାହିଁ। ତୁମ୍ଭେ ନିଜର ପବିତ୍ର ବ୍ଯକ୍ତିକୁ କବର ରେ କ୍ଷୟ ହବୋକୁ ଦବେ ନାହିଁ।

ପିତରଙ୍କ ଦିତୀୟ ପତ୍ର 2:4

ଯେତବେେଳେ ସ୍ବର୍ଗଦୂତମାନେ ପାପ କଲେ, ପରମେଶ୍ବର ସମାନଙ୍କେୁ ଦଣ୍ଡ ନ ଦଇେ ଛାଡ଼ିଲେ ନାହିଁ। ପରମେଶ୍ବର ସହେି ଦୂତମାନଙ୍କୁ ନରକକୁ ପଠାଇ ଦେଲେ। ସେ ସମାନଙ୍କେୁ ଅନ୍ଧକାରର ଗୁମ୍ଫାମାନଙ୍କ ରେ ପକାଇ ରଖିଲେ। ବିଚାର ଦିନ ପର୍ୟ୍ଯନ୍ତ ସମାନେେ ସଠାେରେ ପଡ଼ିଥିବେ।

ଯିହୂଦାଙ୍କ ପତ୍ର 1:7

ସଦୋମ, ଗ ମାରେ ଓ ତା' ପାଖାପାଖି ଅନ୍ୟ ନଗରଗୁଡ଼ିକୁ ମନେ ପକାଅ। ସମାନେେ ଠିକ୍ ସହେି ସ୍ବର୍ଗଦୂତମାନଙ୍କ ପରି। ସହେି ନଗରଗୁଡ଼ିକ ବ୍ଯଭିଚାର ପାପ ଓ ଅସ୍ବାଭାବିକ କାମୁକତା ରେ ପରିପୂର୍ଣ୍ଣ ଥିଲା। ସମାନେେ ଅନନ୍ତ ଅଗ୍ନି ଦଣ୍ଡ ରେ ଦଣ୍ଡିତ ହେଲେ। ସମାନଙ୍କେର ଦଣ୍ଡ ଆମ୍ଭମାନଙ୍କ ଆଗ ରେ ଗୋଟିଏ ଉଦାହରଣ ସ୍ବରୂପ ରହିଛି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:8

ଏହି ଦୁଇ ସାକ୍ଷୀଙ୍କର ଶରୀର ମହାନଗରୀର ରାସ୍ତା ରେ ପଡ଼ିରହିବ। ଏହି ନଗରର ନାମ 'ସଦୋମ' ଓ 'ମିସର'। ନଗରର ନାମଗୁଡ଼ିକର ବିଶଷେ ଅର୍ଥ ରହିଛି। ଏହି ନଗର ରେ ସମାନଙ୍କେର ପ୍ରଭୁଙ୍କୁ ମଧ୍ଯ କ୍ରୁଶ ରେ ଚଢ଼ାଇ ମାରି ଦିଆଯାଇଥିଲା।

Interlinear

Choose Theme