Home Bibles ☰ Books ମାଥିଉଲିଖିତ ସୁସମାଚାର 17:24 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 17:24 · ଓଡ଼ିଆ ବାଇବେଲ

ଯୀଶୁ ଓ ତାହାଙ୍କ ଶିଷ୍ଯମାନେ କଫର୍ନାହୂମକୁ ଗଲେ। କଫର୍ନାହୂମ ରେ କେତକେ ଲୋକ ପିତରଙ୍କ ପାଖକୁ ଆସିଲେ। ଯେଉଁମାନେ ମନ୍ଦିରର କର ଆଦାୟ କରନ୍ତି, ସମାନେେ ସହେି ଲୋକ ଥିଲେ। ସମାନେେ ପଚାରିଲେ, ତୁମ୍ଭର ଗୁରୁ ମନ୍ଦିରର 'ଦୁଇ-ଡ୍ରକ୍ମା' କର ଦିଅନ୍ତି କି?

Cross references

ଯାତ୍ରା ପୁସ୍ତକ 30:13

ଯେଉମାନଙ୍କୁ ଗଣନା କରାୟାଏ ସମାନେେ ଅର୍ଦ୍ଧ ଶକେଲ ଦବୋ ଉଚିତ୍। କର୍ୟ୍ଯାଳଯ ମାପ ଅନୁସାରେ ଅର୍ଦ୍ଧ ଶକେଲ, ଏହି ଶକେଲ କୋଡ଼ିଏ ଗରୋହ ଅଟେ। ସହେି ଅର୍ଦ୍ଧ ଶକେଲ ସଦାପ୍ରଭୁଙ୍କ ପାଇଁ ନବୈେଦ୍ଯ ହବେ।

ଯାତ୍ରା ପୁସ୍ତକ 38:26

ଯେତେ ଲୋକ ଗଣତି ହାଇେଥିଲେ, ସମାନଙ୍କେର ବଯସ ଥିଲା କୋଡିଏ ବର୍ଷ ବା ତଦୁଦ୍ଧର୍‌ବ। ସମାନଙ୍କେର ସଂଖ୍ଯା ଥିଲା 6,03,550। ସମାନେେ ପ୍ରେତ୍ୟକକ ଏକ ଦୁଇ ବକୋ ଅର୍ଥାତ୍ ପବିତ୍ର ସ୍ଥାନର କାର୍ୟ୍ଯାଳଯ ମାପ ଓଜନ ହାଇେଥିବା ସକେଲ ଅନୁସାରେ ଅର୍ଦ୍ଧ ଅର୍ଦ୍ଧ ଶକେଲ ଦଇେଥିଲେ।

ମାର୍କଲିଖିତ ସୁସମାଚାର 9:33

ଯୀଶୁ ଓ ତାହାଙ୍କ ଶିଷ୍ଯମାନେ କଫର୍ନାହୁମକୁ ଆସିଲେ। ସମାନେେ ଗୋଟିଏ ଘର ଭିତରକୁ ଗଲେ। ତାପରେ ଯୀଶୁ ଶିଷ୍ଯମାନଙ୍କୁ ପଚାରିଲେ, ଆଜି ରାସ୍ତା ରେ ଆସିବା ବେଳେ କେଉଁ ବିଷୟ ରେ ତୁମ୍ଭମାନେେ ୟୁକ୍ତିତର୍କ କରୁଥିଲ?

Interlinear

Choose Theme