Home Bibles ☰ Books ଲୂକଲିଖିତ ସୁସମାଚାର 4:30 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 4:30 · ଓଡ଼ିଆ ବାଇବେଲ

କିନ୍ତୁ ଯୀଶୁ ସମାନଙ୍କେ ମଧ୍ଯ ଦଇେ ଚାଲିଗଲେ।

Cross references

ଯୋହନଲିଖିତ ସୁସମାଚାର 8:59

ଯୀଶୁ ଏକଥା କହିବା ବେଳେ ଲୋକମାନେ ତାହାଙ୍କୁ ମାରିବା ପାଇଁ ପଥର ଉେଠଇଲେ। ମାତ୍ର ସେ ଲୁଚି ଗଲେ ଓ ପରେ ମନ୍ଦିର ପରିସରରୁ ବାହାରି ଚାଲିଗଲେ।

ଯୋହନଲିଖିତ ସୁସମାଚାର 10:39

ଯିହୂଦୀମାନେ ଯୀଶୁଙ୍କୁ ଧରିବା ପାଇଁ ପୁଣି ଥରେ ଚେଷ୍ଟା କଲେ, କିନ୍ତୁ ମେ ସମାନଙ୍କେ ହାତରୁ ଖସିଗଲେ।

ଯୋହନଲିଖିତ ସୁସମାଚାର 18:6

ଯେତବେେଳେ ଯୀଶୁ କହିଲେ, ମୁଁ ଯୀଶୁ, ଲୋକମାନେ ପଛକୁ ଘୁଞ୍ଚିଯାଇ ତଳେ ପଡିଗଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 12:18

ତହିଁ ଆରଦିନ ସକାଳ ହବୋରୁ ସୈନ୍ଯମାନେ ଅତି ବିବ୍ରତ ହାଇଗେଲେ। ପିତରଙ୍କ ପ୍ରତି କ'ଣ ଘଟିଥିବ, ଏହା ଭାବି ସମାନେେ ଚିନ୍ତିତ ହାଇପେଡ଼ିଲେ।

Interlinear

Choose Theme