ଯୀଶୁ ଓ ତାହାଙ୍କ ଶିଷ୍ଯମାନେ କଫର୍ନାହୂମକୁ ଗଲେ। ବିଶ୍ରାମଦିବସ ରେ ଯୀଶୁ ସମାଜଗୃହକୁ ଯାଇ ସଠାେରେ ଲୋକମାନଙ୍କୁ ଶିକ୍ଷା ଦବୋକୁ ଲାଗିଲେ।
Cross references
ଯୀଶୁ କିନ୍ତୁ ନାଜରିତ ରେ ରହିଲେ ନାହିଁ। ସେ ଗାଲିଲୀ ହ୍ରଦ କୂଳ ରେ କଫର୍ନାହୂମ ସହର ରେ ବାସ କଲେ। କଫର୍ନାହୂମ ସବୂଲୂନ ଓ ନପ୍ତାଲିର ପାଖ ଅଞ୍ଚଳ ରେ ଅବସ୍ଥିତ।
ଯୀଶୁ ଯୀହୂଦୀ ସମାଜଗୃହ ମାନଙ୍କ ରେ ସ୍ବର୍ଗ ରାଜ୍ଯ ରେ ସୁସମାଗ୍ଭର ପ୍ରଗ୍ଭର କରି ଓ ଲୋକଙ୍କର ସମସ୍ତ ପ୍ରକାର ରୋଗ ଓ ପୀଡା ଦୂରକରି ସମଗ୍ର ଗାଲିଲୀ ରାଜ୍ଯ ରେ ଭ୍ରମଣ କଲେ।
ଏହିଭଳି ଭାବରେ ସେ ସମାଜ ଗୃହମାନଙ୍କ ରେ ଉପଦେଶ ଦଇେ ଓ ଲୋକଙ୍କଠାରୁ ଭୂତମାନଙ୍କୁ ତଡି ଗାଲିଲୀ ସାରା ବୁଲିଲେ।
କିଛି ଦିନ ପରେ, ଯୀଶୁ କଫର୍ନାହୂମକୁ ଫରେି ଆସିଲେ। ଯୀଶୁ ଘରକୁ ଫରେି ଆସିଛନ୍ତି ବୋଲି ଖବର ବ୍ଯାପିଗଲା।
ବିଶ୍ରାମଦିବସ ରେ ଯୀଶୁ ଯିହୂଦୀୟ ସମାଜ ଗୃହ ରେ ଶିକ୍ଷା ଦେଲେ। ବହୁତ ଲୋକ ତାହାଙ୍କ ଶିକ୍ଷା ଶୁଣି ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ କହିଲେ, ଏ ଲୋକ ଏସବୁ ଶିକ୍ଷା କେଉଁଠାରୁ ପାଇଲା? ଏ ଲୋକକୁ ଏ ଉତ୍ତମ ବିଚାରଶକ୍ତି (ବିଜ୍ଞତା)କିଏ ଦଲୋ? ଆଶ୍ଚର୍ୟ୍ଯ କାର୍ୟ୍ଯ କରିବା ପାଇଁ ସେ କେଉଁଠାରୁ ଶକ୍ତି ପାଇଲା?
ତା'ପରେ ଯୀଶୁ ସେ ସ୍ଥାନ ଛାଡି ଦେଲେ। ସେ ୟିହୂଦା ଅଞ୍ଚଳ ଓ ୟର୍ଦ୍ଦନ ନଦୀର ଅପର ପାରିକୁ ଗଲେ। ପୁଣି ବହୁତ ଲୋକ ତାହାଙ୍କ ପାଖ ରେ ଜମା ହାଇଗେଲେ। ସବୁ ସମୟ ଭଳି ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେଲେ।
ତା'ପରେ ସେ ନାଜରିତକୁ ଆସିଲେ। ନାଜରିତ ରେ ସେ ପ୍ରତିପାଳିତ ହାଇେଥିଲେ। ସବୁଥର ଭଳି ସେ ବିଶ୍ରାମଦିନ ଯିହୂଦୀ ସମାଜଗୃହକୁ ଗଲେ। ସେ ପାଠ କରିବା ପାଇଁ ଠିଆ ହେଲେ।
ଯୀଶୁ ଗାଲିଲୀର କଫର୍ନାହୂମ ନାମକ ନଗରକୁ ଆସିଲେ। ସେ ବିଶ୍ରାମବାର ରେ ଲୋକମାନଙ୍କୁ ଉପଦେଶ ଦବୋକୁ ଲାଗିଲେ।
ଏବଂ ହେ କଫର୍ନାହୂମ! ତୁମ୍ଭକୁ କ'ଣ ସ୍ବର୍ଗ ଯେତେ ଉଚ୍ଚ, େସତେ ଉଚ୍ଚକୁ ଉଠାୟିବ? ନା, ତୁମ୍ଭକୁ ନର୍କ ଯେତେ ନୀଚ୍ଚ ସହେିପରି ନୀଚ୍ଚ ସ୍ଥାନକୁ ଅଣାୟିବ।
ଥରେ ଯୀଶୁ ବିଶ୍ରାମବାର ରେ ଗୋଟିଏ ଯୀହୂଦୀ ସମାଜଗୃହ ରେ ଉପଦେଶ ଦେଉଥିଲେ।
ସମାନେେ ପର୍ଗିରୁ ଯାତ୍ରା କରି ପିସିଦିଆର ଆନ୍ତିୟଖିଆ ନଗର ରେ ଆସି ପହନ୍ଚିଲେ। ଆନ୍ତିୟଖିଆ ରେ ବିଶ୍ରାମ ଦିନ ରେ ସମାନେେ ୟିହୁଦୀମାନଙ୍କର ସମାଜଗୃହ ରେ ଯାଇ ବସିଲେ।
ପାଉଲ ସମାନଙ୍କେ ପାଖକୁ ଗଲେ। ଏପରି ସେ ସର୍ବଦା କରୁଥିଲେ। ସେ ତିନି ବିଶ୍ରାମବାର ଦିନ ପର୍ୟ୍ଯନ୍ତ ସମାନଙ୍କେ ସହିତ ଶାସ୍ତ୍ର ଆଲୋଚନା କଲେ।
ପାଉଲ ପ୍ରତି ବିଶ୍ରାମବାର ଦିନ ସମାଜସଭାଗୃହ ରେ ଯିହୂଦୀୟ ଓ ଗ୍ରୀକ୍ମାନଙ୍କ ସହିତ ଚର୍ଚ୍ଚା କରୁଥିଲେ ଓ ଉପଦେଶ ଦ୍ବାରା ସମାନଙ୍କେର ବିଶ୍ବାସ ଜନ୍ମାଇବାକୁ ଚେଷ୍ଟା କରୁଥିଲେ।