Home Bibles ☰ Books ଯିହୋଶୂୟ 19:32 · ଓଡ଼ିଆ ବାଇବେଲ
ଯିହୋଶୂୟ 19:32 · ଓଡ଼ିଆ ବାଇବେଲ

ଏହାର ଷଷ୍ଠାଂଶଟି ନଲ୍ଗାଲିର ପରିବାରବର୍ଗଙ୍କକ୍ସ୍ଟ ଦିଆଗଲା। ଏବଂ ସହେି ପରିବାରବର୍ଗ ପ୍ରତ୍ଯକ ଗୋଷ୍ଠୀ ସମାନଙ୍କେର ପ୍ରାପ୍ଯ ଅଂଶ ପାଇଲେ।

Cross references

ଆଦି ପୁସ୍ତକ 35:25

ଦାନ ଓ ନପ୍ତାଲି ରାହେଲର ଦାସୀ ବିଲ୍ଲହାର ସନ୍ତାନ।

ଆଦି ପୁସ୍ତକ 49:21

ନପ୍ତାଲି ମନୋହର ଏକ ହରିଣୀ ସ୍ବରୂପ, ସେ ଆନନ୍ଦଦାୟକ ବାକ୍ଯ କହିବ।

ଗଣନା ପୁସ୍ତକ 26:55

ତୁମ୍ଭେ ଗୁଳାବାଣ୍ଟ ଦ୍ବାରା ଦେଶ ଭାଗ କରିବା ଉଚିତ୍। ସମାନେେ ନିଜ ନିଜ ପରିବାରବର୍ଗର ନାମ ଅନୁସାରେ ଭାଗ ପାଇବା ଉଚିତ୍।

ଦିତୀୟ ବିବରଣ 33:23

ମାଶାେ ନଲ୍ଗାଲିଙ୍କ ବିଷଯ ରେ ଏହିକଥା କହିଲେ, ନଲ୍ଗାଲି, ତୁମ୍ଭେ ଅମାପ ଧନର ଅଧିକାରୀ ହବେ। ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରିବେ। ତୁମ୍ଭେ ଗାଲିଲୀ ହ୍ରଦର ଦକ୍ଷିଣାଞ୍ଚଳ ସମସ୍ତ ଭୂମି ଅଧିକାର କରିବ।

ବିଚାରକର୍ତାମାନଙ୍କ ବିବରଣ 1:33

ନଲ୍ଗାଲି ପରିବାରବର୍ଗର ଲୋକମାନଙ୍କ ସହିତ ଠିକ୍ ଏକାପରି ଘଟିଥିଲା। ନଲ୍ଗାଲି ଲୋକମାନେ ବୈଥଶମେଶ ଓ ବେଥ୍ନାତ୍ମାନେ ଲୋକମାନଙ୍କୁ ତଡିଦଇେ ନ ଥିଲେ। ତେଣୁ ନଲ୍ଗାଲିର ଲୋକମାନେ ସହେି ସହରର ଲୋକମାନଙ୍କ ସହିତ ମିଶି ବାସ କଲେ। କିଣାନୀଯମାନେ ନଲ୍ଗାଲି ଲୋକମାନଙ୍କର କ୍ରିତଦାସ ରୂପେ କାର୍ୟ୍ଯ କଲେ।

ବିଚାରକର୍ତାମାନଙ୍କ ବିବରଣ 4:6

ଦବୋରା ଏକ ଦୂତ ବାରକ ପାଖକକ୍ସ୍ଟ ପଠାଇଲେ। ସେ ତାଙ୍କୁ ଭଟେିବା ପାଇଁ ଉପଦେଶ ଦେଲେ। ବାରକ ଅବୀନୋଯମର ପକ୍ସ୍ଟତ୍ର ଥିଲେ। ବାରକ ନଲ୍ଗାଲି ସହର ରେ କଦେଶ ରେ ବାସ କରୁଥିଲେ। ଦବୋରା ବାରକକକ୍ସ୍ଟ କହିଲେ, ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବର ତୁମ୍ଭକୁ ନିର୍ଦ୍ଦେଶ ଦିଅନ୍ତି, 'ନଲ୍ଗାଲି ପରିବାରବର୍ଗ ଏବଂ ସବୂଲୂନର 10 ,000 ଲୋକଙ୍କକ୍ସ୍ଟ ଏକତ୍ରୀତ କର ଓ ସମାନଙ୍କେୁ ତାବୋର ପର୍ବତକକ୍ସ୍ଟ ଆଗଇେ ନିଅ।

ପ୍ରଥମ ରାଜାବଳୀ 4:15

ନପ୍ତାଲି ରେ ଅହୀମାସ୍ ଶାସକ ଥିଲେ ୟିଏ କି ଶଲୋମନଙ୍କର କନ୍ଯା ବାସମତ୍କୁ ବିବାହ କରିଥିଲା।

ଯିହିଜିକଲ 48:3

ଏହା ଦମ୍ମେଶକ ଓ ହମାତର ସୀମା ଉପ ରେ ଥିଲା।

ମାଥିଉଲିଖିତ ସୁସମାଚାର 4:13

ଯୀଶୁ କିନ୍ତୁ ନାଜରିତ ରେ ରହିଲେ ନାହିଁ। ସେ ଗାଲିଲୀ ହ୍ରଦ କୂଳ ରେ କଫର୍ନାହୂମ ସହର ରେ ବାସ କଲେ। କଫର୍ନାହୂମ ସବୂଲୂନ ଓ ନପ୍ତାଲିର ପାଖ ଅଞ୍ଚଳ ରେ ଅବସ୍ଥିତ।

Interlinear

Choose Theme