Home Bibles ☰ Books ଯିହୋଶୂୟ 8:9 · ଓଡ଼ିଆ ବାଇବେଲ
ଯିହୋଶୂୟ 8:9 · ଓଡ଼ିଆ ବାଇବେଲ

ଏହାପରେ ୟିହୋଶୂଯ ୈସନ୍ଯମାନଙ୍କୁ ସମାନଙ୍କେର ଲକ୍ସ୍ଟଚି ରହିବା ସ୍ଥାନକକ୍ସ୍ଟ ପଠାଇ ଦେଲେ। ସମାନେେ ବୈଥଲେ ଏବଂ ଅଯର ମଧ୍ଯ ସ୍ଥାନ ରେ ଲକ୍ସ୍ଟଚି ରହିଲେ। ଏହି ସ୍ଥାନଟି ଥିଲା ଅଯର ପଶ୍ଚିମ ପଟ ରେ। ଏବଂ ୟିହୋଶୂଯମାନଙ୍କ ସୈନ୍ଯମାନଙ୍କ ସହିତ ସଠାେରେ ରାତ୍ରୟାପନ କଲେ।

Cross references

ଆଦି ପୁସ୍ତକ 12:8

ଏହାପରେ ଅବ୍ରାମ ସହେି ସ୍ଥାନ ଛାଡ଼ି ବୈଥଲରେ ପୂର୍ବ ଆଡ଼େ ପର୍ବତକୁ ୟାଇ ନିଜର ତମ୍ବୁ ସ୍ଥାପଲ କଲେ। ସଠାେରେ ପଶ୍ଚିମ ରେ ବୈଥେଲ୍ ଓ ପୂର୍ବ ଦିଗ ରେ ଅଯ ନଗର ଥିଲା। ଏବଂ ସହେିଠା ରେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଏକ ୟଜ୍ଞବଦେୀ ନିର୍ମାଣ କରି ସଦାପ୍ରଭୁଙ୍କ ନାମ ରେ ପ୍ରାର୍ଥନା କଲେ।

ଆଦି ପୁସ୍ତକ 32:21

ତେଣୁ ଯାକୁବ ଉପହାରଗୁଡ଼ିକ ଏଷୌ ନିକଟକୁ ପଠାଇ ଦେଲେ। କିନ୍ତୁ ଯାକୁବ ରାତ୍ରି ରେ ସହେି ଛାଉଣୀ ରେ ରହିଲେ।

ଯିହୋଶୂୟ 7:2

ସମାନେେ ଯିରୀହାକେକ୍ସ୍ଟ ପରାସ୍ତ କଲାପରେ, ଯିହାଶୂେୟ ଅଯକକ୍ସ୍ଟ ଲୋକ ପଠାଇଲେ। ଅଯ ବୈଥଲରେ ପୂର୍ବ ଦିଗସ୍ଥିତ ବୈଥାବନର ପାଶର୍‌ବ ରେ ଅବସ୍ଥିତ। ଯିହାଶୂେୟ ସମାନଙ୍କେୁ କହିଲେ, ଅଯକକ୍ସ୍ଟ ୟାଅ ଓ ସଠାେରେ ଅନକ୍ସ୍ଟସନ୍ଧାନ କରି ସମାନଙ୍କେର ଦୁର୍ବଳତାକକ୍ସ୍ଟ ଅନକ୍ସ୍ଟସନ୍ଧାନ କର। ତେଣୁ ଏଥି ରେ ଲୋକମାନେ ୟାଇ ଅଯ ରେ ଅନକ୍ସ୍ଟସନ୍ଧାନ କଲେ।

ଯିହୋଶୂୟ 8:12

ଏହାପରେ ଯିହାଶୂେୟ 5,000 ୈସନ୍ଯମାନଙ୍କୁ ବାଛିଲେ ଏବଂ ସମାନଙ୍କେୁ ନଗରର ପଶ୍ଚିମ ପଟେ ଲକ୍ସ୍ଟଚି ରହିବାକକ୍ସ୍ଟ ପଠାଇ ଦେଲେ। ସହେି ସ୍ଥାନଟି ବୈଥେଲ୍ ଓ ଅଯର ମଝି ରେ ଥିଲା।

ଏଜ୍ରା 2:28

ବୈଥଲରେ ଓ ଅଯ ସହରରୁ 223 ଜଣ।

ନିହିମିୟା 7:32

ବୈଥେଲ୍ ଓ ଅଯ ସହରରୁ 123 ଜଣ।

Interlinear

Choose Theme