Home Bibles ☰ Books ଯିହୋଶୂୟ 8:27 · ଓଡ଼ିଆ ବାଇବେଲ
ଯିହୋଶୂୟ 8:27 · ଓଡ଼ିଆ ବାଇବେଲ

ଇଶ୍ରାୟେଲର ଲୋକମାନେ ଅଯ ସହର ରେ ସମସ୍ତ ପଶକ୍ସ୍ଟ ଓ ଦ୍ରବ୍ଯଗକ୍ସ୍ଟଡିକ ନିଜ ନିଜ ପାଇଁ ନେଲେ। ସମାନେେ ଏପରି କଲେ, କାରଣ ସଦାପ୍ରଭୁ ଏପରି କରିବାକୁ ଯିହାଶୂେୟଙ୍କକ୍ସ୍ଟ ଆଜ୍ଞା କରିଥିଲେ।

Cross references

ଗଣନା ପୁସ୍ତକ 31:22

ତୁମ୍ଭମାନେେ ସୁନା, ରୂପା, ପିତ୍ତଳ, ଲୁହା, ଦସ୍ତା ଓ ସୀସା ଆଦି ଦ୍ରବ୍ଯ ଅଗ୍ନି ରେ ଦଗ୍ଧ କରି ଶୁଚି କରିବା ଉଚିତ୍ ଓ ଶୁଚି କରିବା ନିମନ୍ତେ ଧୋଇବ ଉଚିତ୍।

ଗଣନା ପୁସ୍ତକ 31:26

ତୁମ୍ଭେ ଓ ଇଲିଯାସ ଯାଜକ ଓ ମଣ୍ତଳୀସ୍ଥ ପିତୃଗୃହର ପ୍ରଧାନମାନେ ୟୁଦ୍ଧ ରେ ସୈନ୍ଯମାନଙ୍କ ଦ୍ବାରା ଧୃତ ଜୀବଗଣର ଅର୍ଥାତ୍ ବନ୍ଦୀ ମନୁଷ୍ଯର, ପଶୁର ଗଣନା କର ଓ ସମସ୍ତ ଦ୍ରବ୍ଯର ସଂଖ୍ଯା କର।

ଦିତୀୟ ବିବରଣ 3:7

କିନ୍ତୁ ଆମ୍ଭମାନେେ ସମସ୍ତ ପଶକ୍ସ୍ଟ ଏବଂ ନଗରରକ୍ସ୍ଟ ଲକ୍ସ୍ଟଟିତ ଦ୍ରବ୍ଯସବୁ ନିଜ ନିଜ ପାଇଁ ଗ୍ରହଣ କଲକ୍ସ୍ଟ।

ଯିହୋଶୂୟ 8:2

ତୁମ୍ଭେ ଅଯପ୍ରତି ସହେିପରି କର ଯେପରି ତୁମ୍ଭେ ଯିରୀହାେ ଓ ତା'ର ରାଜା ପ୍ରତି କରିଥିଲ। ମାତ୍ର ଏଥର ତୁମ୍ଭେ ଆପଣା ପାଇଁ ସମାନଙ୍କେର ଧନ, ଦୌଲତ୍ ଓ ପଶକ୍ସ୍ଟମାନଙ୍କୁ, ତୁମ୍ଭମାନଙ୍କ ଭିତ ରେ ବାଣ୍ଟି ନବେ। ବର୍ତ୍ତମାନ କିଛି ସୈନ୍ଯଗଣଙ୍କକ୍ସ୍ଟ ନଗର ପଛପଟେ ଲକ୍ସ୍ଟଗ୍ଭଇ ରଖ।

ଯିହୋଶୂୟ 11:4

ତହିଁରେ ସମାନେେ ନିଜର ସୈନ୍ଯମାନଙ୍କ ସହିତ ଅଶ୍ବାରୋହୀ, ରଥା ରୋହୀମାନଙ୍କ ସହିତ ଏକତ୍ରୀତ ହେଲେ। ଏହା ଥିଲା ଏକ ବିରାଟ ସୈନ୍ଯ ଛାଉଣୀ। ଏହା ଦଖାେ ଯାଉଥିଲା ସତେ ଯେପରି, ସମକ୍ସ୍ଟଦ୍ର ତୀରସ୍ଥ ବାଲକ୍ସ୍ଟକା ତକ୍ସ୍ଟଲ୍ଯ, ଶସ୍ଯ କ୍ଷେତ୍ର ପରି।

ଗୀତସଂହିତା 50:10

ମୁଁ ସହେି ପଶୁମାନଙ୍କୁ ଚା ହେଁ ନାହିଁ। ଜଙ୍ଗଲରେ ଥିବା ସମସ୍ତ ପଶୁମାନେ ମାରେ ଅଟନ୍ତି। ହଜାର ହଜାର ପଶୁ ଯେଉଁମାନେ ପର୍ବତରେ ଥାଆନ୍ତି ସମାନଙ୍କେର ମାଲିକ ମୁଁ ଅଟେ।

ମାଥିଉଲିଖିତ ସୁସମାଚାର 20:15

ମାେ ଧନକୁ ମାରେ ଯଭେଳି ଇଚ୍ଛା ହବେ, ସଭେଳି ଖର୍ଚ୍ଚ କରିବାର ଅଧିକାର କ'ଣ ମାରେନାହିଁ? ବା ମୁଁ ଏହି ଲୋକଙ୍କ ପାଇଁ ଉଦାର ବୋଲି କ'ଣ ତୁମ୍ଭେ ଈର୍ଷା କରିଛ କି?'

Interlinear

Choose Theme