Home Bibles ☰ Books ଯିହୋଶୂୟ 8:12 · ଓଡ଼ିଆ ବାଇବେଲ
ଯିହୋଶୂୟ 8:12 · ଓଡ଼ିଆ ବାଇବେଲ

ଏହାପରେ ଯିହାଶୂେୟ 5,000 ୈସନ୍ଯମାନଙ୍କୁ ବାଛିଲେ ଏବଂ ସମାନଙ୍କେୁ ନଗରର ପଶ୍ଚିମ ପଟେ ଲକ୍ସ୍ଟଚି ରହିବାକକ୍ସ୍ଟ ପଠାଇ ଦେଲେ। ସହେି ସ୍ଥାନଟି ବୈଥେଲ୍ ଓ ଅଯର ମଝି ରେ ଥିଲା।

Cross references

ଯିହୋଶୂୟ 8:2

ତୁମ୍ଭେ ଅଯପ୍ରତି ସହେିପରି କର ଯେପରି ତୁମ୍ଭେ ଯିରୀହାେ ଓ ତା'ର ରାଜା ପ୍ରତି କରିଥିଲ। ମାତ୍ର ଏଥର ତୁମ୍ଭେ ଆପଣା ପାଇଁ ସମାନଙ୍କେର ଧନ, ଦୌଲତ୍ ଓ ପଶକ୍ସ୍ଟମାନଙ୍କୁ, ତୁମ୍ଭମାନଙ୍କ ଭିତ ରେ ବାଣ୍ଟି ନବେ। ବର୍ତ୍ତମାନ କିଛି ସୈନ୍ଯଗଣଙ୍କକ୍ସ୍ଟ ନଗର ପଛପଟେ ଲକ୍ସ୍ଟଗ୍ଭଇ ରଖ।

ଯିହୋଶୂୟ 8:13

ଏହିପରି ଭାବରେ ଯିହାଶୂେୟ ୟକ୍ସ୍ଟଦ୍ଧ ପାଇଁ ପ୍ରସ୍ତକ୍ସ୍ଟତ ହେଲେ। ସମାନଙ୍କେର ମୂଖ୍ଯ ଛାଉଣୀ ନଗରର ଉତ୍ତର ପଟେ ରହିଲା। ଅନ୍ୟ ଦଳଟି ନଗରର ପଶ୍ଚିମ ପଟେ ରହିଲେ। ସହେି ରାତ୍ରି ରେ ଯିହାଶୂେୟ ଉପତ୍ୟକା ମଧ୍ଯକକ୍ସ୍ଟ ଗଲେ।

ପ୍ରଥମ ଶାମୁୟେଲ 15:5

ତା'ପରେ ଶାଉଲ ଅମାଲକେ ସହରକକ୍ସ୍ଟ ଗଲେ ଏବଂ ଉପତ୍ୟକା ରେ ଅପେକ୍ଷା କଲେ।

Interlinear

Choose Theme