Home Bibles ଦିତୀୟ ବିବରଣ 3:2 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 3:2 · ଓଡ଼ିଆ ବାଇବେଲ

ସଦାପ୍ରଭୁ ମାେତେ କହିଲେ, 'ଓଗ୍କକ୍ସ୍ଟ ଭୟ କର ନାହିଁ, ମୁ ନିଷ୍ପତ୍ତି ନଇେଛି ଯେ ତାକକ୍ସ୍ଟ ତୁମ୍ଭମାନଙ୍କ ଆଗ ରେ ସମର୍ପଣ କରିବି। ମୁ ମଧ୍ଯ ତାଙ୍କର ସମସ୍ତ ଲୋକମାନଙ୍କୁ ଓ ଦେଶସବୁ ତୁମ୍ଭକୁ ଦବେି। ଅମ୍ ମାରେୀଯ ରାଜା ସିୟୋନ ୟିଏକି ସଷବୋ ରେ ରାଜତ୍ବ କରୁଥିଲେ, ସହେିପରି ତାହା ପ୍ରତି ମଧ୍ଯ କରିବ।'

Cross references

ଗଣନା ପୁସ୍ତକ 14:9

ତେଣୁ ଲୋକମାନେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ୟାଅ ନାହିଁ, ଆଉ ସହେି ଦେଶର ଲୋକମାନଙ୍କୁ ଭୟ କରନାହିଁ। ସମାନେେ ଆମ୍ଭମାନଙ୍କର ଖାଦ୍ୟ ସ୍ବରୂପ। ସମାନଙ୍କେର ଆଶ୍ରଯ ସମାନଙ୍କେ ଉପରୁ ଘୁଞ୍ଚାଗଲାଣି। ପୁଣି ସଦାପ୍ରଭୁ ଆମ୍ଭମାନଙ୍କ ସଙ୍ଗ ରେ ଅଛନ୍ତି, ଭୟ କରନାହିଁ।

ଗଣନା ପୁସ୍ତକ 21:23

ମାତ୍ର ସୀହାନରେ ରାଜା ଆପଣା ଦେଶ ମଧ୍ଯ ଦଇେ ଇଶ୍ରାୟେଲକୁ ୟାତ୍ରା କରିବାକୁ ଦେଲେ ନାହିଁ। ସେ ଆପଣାର ସମସ୍ତ ଲୋକଙ୍କୁ ଏକତ୍ରୀତ କରି ଇଶ୍ରାୟେଲ ବିରୁଦ୍ଧ ରେ ବାହାରିଲେ। ୟହସଠା ରେ ପହଞ୍ଚି ସେ ଇଶ୍ରାୟେଲର ବିରୁଦ୍ଧ ରେ ୟୁଦ୍ଧ କଲେ।

ଗଣନା ପୁସ୍ତକ 21:34

ସଦାପ୍ରଭୁ ମାଶାଙ୍କେୁ କହିଲେ, ସେ ରାଜାକୁ ଭୟ କରନାହିଁ, କାରଣ ମୁଁ ତାହାକୁ, ତାହାର ସମସ୍ତ ଲୋକଙ୍କୁ ଓ ତାହାର ଦେଶକୁ ତୁମ୍ଭ ହସ୍ତ ରେ ସର୍ମପଣ କରିବି। ତୁମ୍ଭେ ହିଷବୋନବାସୀ ଇ ମାରେୀଯ ରାଜା ସୀହାନେ ପ୍ରତି ଯେପରି କରିଥିଲ, ତାହା ପ୍ରତି ସହେିପରି କରିବ।

ଦିତୀୟ ବିବରଣ 2:24

ସଦାପ୍ରଭୁ ମାେତେ କହିଲେ, 'ଅର୍ଣୋନ ଇପତ୍ଯାକା ପାର ହବୋପାଇଁ ପ୍ରସ୍ତକ୍ସ୍ଟତ ହକ୍ସ୍ଟଅ। ଆମ୍ଭେ ହିଷବୋନର ରାଜା ଇ ମାରେୀଯ ସୀହାନକେୁ ଓ ତାଙ୍କ ଦେଶକକ୍ସ୍ଟ ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କଲକ୍ସ୍ଟ। ତେଣୁ ତାଙ୍କ ସହିତ ୟକ୍ସ୍ଟଦ୍ଧ କର ଓ ତାଙ୍କର ଦେଶ ଅଧିକାର କର।

ଦିତୀୟ ବିବରଣ 3:11

ଅବଶିଷ୍ଟ ରଫାଯୀଯମାନଙ୍କ ମଧ୍ଯରକ୍ସ୍ଟ କବଳେ ବାଶନରାଜା ଓଗ୍ ଅବଶିଷ୍ଟ ରହିଲା। ଓଗ୍ର ଖଟଟି ଲକ୍ସ୍ଟହା ରେ ତିଆରି ହାଇେଥିଲା। ଏହାର ଲମ୍ବ ଥିଲା ନଅ ହାତ ଓ ପ୍ରସ୍ଥ ଥିଲା ଚାରିହାତ। ସହେି ଖଟଟି ଏବେ ମଧ୍ଯ ରହବୋ ରେ ଅଛି ଯେଉଁଠା ରେ ଅମ୍ମାନେ ସନ୍ତାନଗଣ ବାସ କରୁଛନ୍ତି।

ଦିତୀୟ ବିବରଣ 20:3

' ହେ ଇଶ୍ରାୟେଲବାସୀ ମାରେ କଥା ଶକ୍ସ୍ଟଣ। ଆଜି ତୁମ୍ଭମାନେେ ତୁମ୍ଭର ଶତୃମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବାକୁ ୟିବ। ତୁମ୍ଭମାନେେ କବେେ ଭୟକରିବ ନାହିଁ, ତୁମ୍ଭମାନଙ୍କେର ହୃଦଯ ଦୁର୍ବଳ କରନାହିଁ।

ଯିହୋଶୂୟ 10:8

ସଦାପ୍ରଭୁ ଯିହାଶୂେୟଙ୍କକ୍ସ୍ଟ କହିଲେ, ସମାନଙ୍କେୁ ଭୟ କର ନାହିଁ, କାରଣ ମୁ ସମାନଙ୍କେୁ ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କରିବି। ସମାନଙ୍କେ ମଧ୍ଯରକ୍ସ୍ଟ ଜଣେ ହେଲେ, ତୁମ୍ଭର ସମ୍ମକ୍ସ୍ଟଖୀନ ହାଇେ ପାରିବେ ନାହିଁ।

ଦିତୀୟ ବଂଶାବଳୀ 20:17

ତୁମ୍ଭମାନଙ୍କର ଏହି ୟୁଦ୍ଧ ରେ ୟୁଦ୍ଧ କରିବା ଦରକାର ନାହିଁ। ତୁମ୍ଭମାନେେ ନିଜ ସ୍ଥାନ ରେ ଦୃଢ଼ ହାଇେ ଠିଆ ହୁଅ। ସଦାପ୍ରଭୁ ତୁମ୍ଭମାନଙ୍କୁ ଉଦ୍ଧାର କରିବେ, ଏହା ତୁମ୍ଭମାନେେ ନିଜେ ଦେଖିବ। ତୁମ୍ଭେ ଯିହୁଦା ଓ ୟିରୁଶାଲମର ଲୋକମାନେ, ଭୟ କର ନାହିଁ, ବିବ୍ରତ ହୁଅ ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କର ସଙ୍ଗ ରେ ଅଛନ୍ତି ଏଣୁ ଆସନ୍ତାକାଲି ଏହି ଲୋକମାନଙ୍କ ବିରୁଦ୍ଧ ରେ ବାହାରି ୟାଅ।'

ଯିଶାଇୟ 41:10

ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗ ରେ ଅଛୁ। ନିରାଶ ହୁଅ ନାହିଁ କାରଣ ଆମ୍ଭେ ତୁମ୍ଭର ପରମେଶ୍ବର। ଆମ୍ଭେ ତୁମ୍ଭକୁ ସବଳ କରିବା, ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବା। ପୁଣି ଆମ୍ଭେ ଆପଣା ଧର୍ମସ୍ବରୂପ ଦକ୍ଷିଣ ହସ୍ତ ରେ ତୁମ୍ଭକୁ ଧରି ରଖିବା।

ଯିଶାଇୟ 43:5

ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସହିତ ଅଛୁ। ଆମ୍ଭେ ପୂର୍ବ ଦିଗରୁ ତୁମ୍ଭର ସନ୍ତାନଗଣଙ୍କୁ ଆଣିବା ଓ ପୂର୍ବଦିଗରୁ ତୁମ୍ଭକୁ ଆଣିବା।

ରେରିତମାନଙ୍କ କାର୍ଯ୍ୟର ବିବରଣ 18:9

ଦିନେ ରାତି ରେ ପ୍ରଭୁ ପାଉଲଙ୍କୁ ସ୍ବପ୍ନ ରେ କହିଲେ, ଭୟ କରନାହିଁ। ନୀରବ ରୁହ ନାହିଁ। କଥା କୁହ।

ରେରିତମାନଙ୍କ କାର୍ଯ୍ୟର ବିବରଣ 27:24

'ଭୟ କରନାହିଁ, ପାଉଲ! ତୁମ୍ଭେ ନିଶ୍ଚୟ କାଇସରଙ୍କ ସମ୍ମୁଖକୁ ୟିବ। ପରମେଶ୍ବର ତୁମ୍ଭ ହତେୁ ତୁମ୍ଭର ସମସ୍ତ ସହଯାତ୍ରୀଙ୍କ ଜୀବନ ରକ୍ଷା କରିବେ।'

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:10

ତୁମ୍ଭ ପାଇଁ ଯେଉଁସବୁ ଦୁଃଖ ଆସୁଛି, ସେଥିପାଇଁ ଭୟ କର ନାହିଁ। ମୁଁ ଜାଣେ, ତୁମ୍ଭମାନଙ୍କ ଭିତରୁ କେତେ ଜଣଙ୍କୁ ଶୟତାନ କାରାଗାର ରେ ରଖିବ। ସେ ତୁମ୍ଭମାନଙ୍କୁ ପରୀକ୍ଷା କରିବା ପାଇଁ ଏପରି କରିବ। ତୁମ୍ଭମାନେେ ଦଶଦିନ ପର୍ୟ୍ଯନ୍ତ ଦୁଃଖକଷ୍ଟ ସହିବ। କିନ୍ତୁ ବିଶ୍ବସ୍ତ ରୁହ, କାରଣ ତୁମ୍ଭକୁ ହୁଏତ ମୃତ୍ଯୁବରଣ କରିବାକୁ ପଡ଼ିପା ରେ। ତୁମ୍ଭେ ଯଦି ବିଶ୍ବସ୍ତ ରହିବ, ତବେେ ମୁଁ ତୁମ୍ଭକୁ ଜୀବନରୂପକ ମୁକୁଟ ଦବେି।

Interlinear

Choose Theme