Home Bibles ☰ Books ଯିହୋଶୂୟ 11:14 · ଓଡ଼ିଆ ବାଇବେଲ
ଯିହୋଶୂୟ 11:14 · ଓଡ଼ିଆ ବାଇବେଲ

ଆଉ ଇଶ୍ରାୟେଲର ସନ୍ତାନଗଣ ସହେି ସବୁ ନଗରର ଦ୍ରବ୍ଯାଦି ଓ ପଶକ୍ସ୍ଟଗଣଙ୍କକ୍ସ୍ଟ ନିଜ ନିଜ ପାଇଁ ଲକ୍ସ୍ଟଟ୍ କରି ନେଲେ। କିନ୍ତୁ ସମାନେେ ସମସ୍ତ ଲୋକମାନଙ୍କୁ ସମାନଙ୍କେ ଖଣ୍ତା ଦ୍ବାରା ହତ୍ଯା କଲେ। ସମାନେେ କୌଣସି ବ୍ଯକ୍ତିକକ୍ସ୍ଟ ଜୀବିତ ରହିବା ପାଇଁ ଦେଲେ ନାହିଁ।

Cross references

ଗଣନା ପୁସ୍ତକ 31:9

ଇଶ୍ରାୟେଲର ଲୋକମାନେ ମିଦିଯନର ସ୍ତ୍ରୀ ଲୋକମାନଙ୍କୁ ଓ ପିଲାମାନଙ୍କୁ ଅକ୍ତିଆର କଲେ। ଆଉ ସମାନେେ ସମାନଙ୍କେର ସମସ୍ତ ପଶୁ ଓ ସମସ୍ତ ମଷେପଲ ସହିତ ସମସ୍ତ ସମ୍ପତ୍ତି ଲୁଟିକରି ନେଲେ।

ଗଣନା ପୁସ୍ତକ 31:11

ଆଉ ସମାନେେ ଲୁଟିତ ଦ୍ରବ୍ଯ ସହ ସମସ୍ତ ଧୃତ ମନୁଷ୍ଯ ଓ ପଶୁ ନଇଗେଲେ।

ଦିତୀୟ ବିବରଣ 6:10

ତକ୍ସ୍ଟମ୍ଭ ପୂର୍ବପୁରୁଷ ଅବ୍ରହାମ, ଇସହାକ୍ ଓ ୟାକକ୍ସ୍ଟବ ନିକଟରେ ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ଦେଶ ଦବୋପାଇଁ ପ୍ରତିଜ୍ଞା କରିଥିଲେ। ସଦାପ୍ରଭୁ ଏହି ଦେଶକକ୍ସ୍ଟ ତୁମ୍ଭମାନଙ୍କୁ ଆଣିବେ ଏବଂ ନଗରଗକ୍ସ୍ଟଡିକ ସହିତ ଏହା ତୁମ୍ଭମାନଙ୍କୁ ଦବେେ, ଯେଉଁଗକ୍ସ୍ଟଡିକ ତୁମ୍ଭମାନେେ ନିର୍ମାଣ କରିନାହିଁ ଏବଂ ଯେଉଁଗକ୍ସ୍ଟଡିକ ବୃହତ ଓ ସକ୍ସ୍ଟନ୍ଦର ଅଟେ।

ଦିତୀୟ ବିବରଣ 20:14

କିନ୍ତୁ ସ୍ତ୍ର, ପିଲା, ଗାଈଗୋରୁ ଓ ସମସ୍ତ ଦ୍ରବ୍ଯ ତକ୍ସ୍ଟମ୍ଭ ନିଜ ପାଇଁ ନଇୟୋଅ। ତୁମ୍ଭେ ଯାହା ବ୍ଯବହାର କରିବାକୁ ଗ୍ଭହିଁ ତୁମ୍ଭର ନବୋ ଓ ବ୍ଯବହାର କରିବା ଉଚିତ୍। ଏହି ସବୁ ଜିନିଷ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭକୁ ଯୁଦ୍ଧରୁ ପ୍ରାପ୍ଯ ଦ୍ରବ୍ଯ ରୂପେ ଦଇେଛନ୍ତି।

ଯିହୋଶୂୟ 8:2

ତୁମ୍ଭେ ଅଯପ୍ରତି ସହେିପରି କର ଯେପରି ତୁମ୍ଭେ ଯିରୀହାେ ଓ ତା'ର ରାଜା ପ୍ରତି କରିଥିଲ। ମାତ୍ର ଏଥର ତୁମ୍ଭେ ଆପଣା ପାଇଁ ସମାନଙ୍କେର ଧନ, ଦୌଲତ୍ ଓ ପଶକ୍ସ୍ଟମାନଙ୍କୁ, ତୁମ୍ଭମାନଙ୍କ ଭିତ ରେ ବାଣ୍ଟି ନବେ। ବର୍ତ୍ତମାନ କିଛି ସୈନ୍ଯଗଣଙ୍କକ୍ସ୍ଟ ନଗର ପଛପଟେ ଲକ୍ସ୍ଟଗ୍ଭଇ ରଖ।

ଯିହୋଶୂୟ 8:27

ଇଶ୍ରାୟେଲର ଲୋକମାନେ ଅଯ ସହର ରେ ସମସ୍ତ ପଶକ୍ସ୍ଟ ଓ ଦ୍ରବ୍ଯଗକ୍ସ୍ଟଡିକ ନିଜ ନିଜ ପାଇଁ ନେଲେ। ସମାନେେ ଏପରି କଲେ, କାରଣ ସଦାପ୍ରଭୁ ଏପରି କରିବାକୁ ଯିହାଶୂେୟଙ୍କକ୍ସ୍ଟ ଆଜ୍ଞା କରିଥିଲେ।

ଯିହୋଶୂୟ 10:40

ଏହିପରି ଯିହାଶୂେୟ ସମସ୍ତ ପାର୍ବତମଯ ଦେଶ ନଗେଭେ, ଦକ୍ଷିଣସ୍ଥ ଓ ପୂର୍ବସ୍ଥ ପାଦଦେଶୀଯ ରାଜାଙ୍କକ୍ସ୍ଟ ମଧ୍ଯ ହତ୍ଯା କଲେ। ସେ କାହାରିକକ୍ସ୍ଟ ସଠାେରେ ଜିବିତ ଛାଡିଲେ ନାହିଁ। କାରଣ ସଦାପ୍ରଭୁ ଇଶ୍ରାୟେଲକକ୍ସ୍ଟ ଏପରି କରିବା ପାଇଁ ନିର୍ଦ୍ଦେଶ ଦେଲେ।

ଯିହୋଶୂୟ 11:11

ଇଶ୍ରାୟେଲର ସୈନ୍ଯମାନେ ସେ ସହରର ସମସ୍ତ ଲୋକମାନଙ୍କୁ ହତ୍ଯା କଲେ। ସମାନେେ ସହରର ସମସ୍ତ ଲୋକକୁ ଧ୍ବଂସ କଲେ। ଜଣକକ୍ସ୍ଟ କାହାରିକକ୍ସ୍ଟ ଜୀବିତ ଛାଡିଲେ ନାହିଁ। ତା'ପରେ ସମାନେେ ହାତ୍ସୋର ସହରକକ୍ସ୍ଟ ଅଗ୍ନି ସଂୟୋଗ କଲେ।

ଦିତୀୟ ବଂଶାବଳୀ 20:25

ୟିହୋଶାଫଟ୍ ଓ ତାଙ୍କର ସୈନ୍ଯଦଳ ମୃତ ଶରୀରଗୁଡ଼ିକ ନିକଟରୁ ବହୁମୂଲ୍ଯ ପଦାର୍ଥସବୁ ଲୁଟି ନବୋକୁ ଆସିଲେ। ସମାନେେ ଅନକେ ବହୁମୂଲ୍ଯ ଦ୍ରବ୍ଯ ପାଇଲେ। ଯିହାଶାଫେଟ୍ ଓ ତାଙ୍କର ସୈନ୍ଯଦଳ ସହେି ଦ୍ରବ୍ଯଗୁଡ଼ିକୁ ନିଜ ନିମନ୍ତେ ନେଲେ। ସହେି ଦ୍ରବ୍ଯଗୁଡ଼ିକ ଯିହାଶାଫେଟ୍ ଓ ତାଙ୍କ ଲୋକମାନଙ୍କର ବହନ କରିବାର ସାମର୍ଥ୍ଯଠାରୁ ୟଥେଷ୍ଟ ଅଧିକ ଥିଲା। ମୃତ ଶରୀରଗୁଡ଼ିକ ନିକଟରୁ ସହେି ବହୁମୂଲ୍ଯ ଦ୍ରବ୍ଯଗୁଡ଼ିକ କାଢିବା ନିମନ୍ତେ ସମାନଙ୍କେୁ ତିନିଦିନ ଲାଗିଲା, କାରଣ ତାହା ପ୍ରଚୁର ଥିଲା।

Interlinear

Choose Theme