ଯେତବେେଳେ ଅଯର ରାଜା ଇଶ୍ରାୟେଲର ୈସନ୍ଯମାନଙ୍କୁ ଦେଖିଲେ, ଅଯର ରାଜା ଏବଂ ତାଙ୍କର ସୈନ୍ଯମାନେ ଇଶ୍ରାୟେଲର ସୈନ୍ଯମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବାକୁ ତରବର ହାଇେ ବାହାରି ଆସିଲେ। ଅଯର ରାଜା ପୂର୍ବ ପଟ ରେ ଥିବା ୟର୍ଦ୍ଦନ ଉପତ୍ୟକା ଆଡକକ୍ସ୍ଟ ଅଗ୍ରସର ହେଲେ। ସେ ଲକ୍ଷ୍ଯ କରି ନଥିଲେ ଯେ ସୈନ୍ଯମାନେ ନଗରର ପଛ ପଟେ ଲକ୍ସ୍ଟଚି ଅଛନ୍ତି ବୋଲି।
Cross references
ମାଶାେ ଇଶ୍ରାୟେଲର ସମସ୍ତ ଲୋକମାନଙ୍କୁ ଏହା କହିଲେ। ଯେତବେେଳେ ସୂଫ ସପୋରିସ୍ଥିତ ପାରଣ, ତାଫେଲ, ଲାବନ, ହତ୍େସରୋତ୍ ଓ ଦୀଷାହବର ମଧିଅରେ ସମାନେେ ୟର୍ଦ୍ଦନ ନଦୀର ପୂର୍ବପାରସ୍ଥିତ ପ୍ରାନ୍ତରକୁ ପାର ହେଉଥିବା ସମୟରେ ମାଶାେ ଏହି ବାର୍ତ୍ତାସବୁ କହିଥିଲେ।
ମାେ ସହିତ ସମସ୍ତ ସୈନଯଗଣ ନଗର ନିକଟକକ୍ସ୍ଟ ୟିବକ୍ସ୍ଟ। ସମାନେେ ଯେ ତବେଳେ ଆମ୍ଭମାନଙ୍କୁ ଆକ୍ରମଣ କରିବାକୁ ଆସିବେ, ଆମ୍ଭମାନେେ ବକ୍ସ୍ଟଲିପଡିବକ୍ସ୍ଟ ଓ ସମାନଙ୍କେ ନିକଟରକ୍ସ୍ଟ ଦୌଡି ପଳାଇବକ୍ସ୍ଟ ଆମ୍ଭମାନେେ ପୂର୍ବରକ୍ସ୍ଟ ଯେପରି କରିଥିଲକ୍ସ୍ଟ।
ତେଣୁ ନଗରର ସମସ୍ତ ସୈନ୍ଯ ସମାନଙ୍କେ ପଛ ରେ ପାଟିକରି ସମାନଙ୍କେୁ ଗୋଡ଼ାଇ ଗୋଡ଼ାଇ ତାଙ୍କ ପଛ ରେ ଦୌଡିଲେ। ଏହିପରି ଭାବରେ ସମସ୍ତ ଲୋକ ନଗର ପରିତ୍ଯାଗ କରିଥିଲେ।
10 ,000 ଉତ୍ତମ ତାଲିମପ୍ରାଲ୍ଗ ସୈନିକମାନେ ଗିବିଯାକକ୍ସ୍ଟ ଆକ୍ରମଣ କଲେ। ଏହା ଏକ ଭୟଙ୍କର ୟକ୍ସ୍ଟଦ୍ଧ ଥିଲା କିନ୍ତୁ ବିନ୍ଯାମୀନ ସୈନ୍ଯମାନେ ଅନକ୍ସ୍ଟଭବ କରିପାରିଲେ ନାହିଁ ଯେ, ଏକ ଦକ୍ସ୍ଟର୍ଘଟଣା ସମାନଙ୍କେ ଉପରେ ଘଟିବାକକ୍ସ୍ଟ ଯାଉଛି।
ସଠାେରେ ଲକ୍ସ୍ଟଚିଥିବା ଲୋକମାନେ ଗିବିଯାକକ୍ସ୍ଟ ଆକ୍ରମଣ କରି ଦେଲେ। ସମାନେେ ନଗରର ଗ୍ଭରିଆଡେ ବ୍ଯାପିଗଲେ ଏବଂ ନଗର ରେ ଖଣ୍ତା ଦ୍ବାରା ପ୍ରେତ୍ୟକକଙ୍କକ୍ସ୍ଟ ହତ୍ଯା କଲେ।
କାରଣ ମନୁଷ୍ଯ ତା'ର କ'ଣ ହବୋକୁ ଯାଉଛି ଜାଣେ ନାହିଁ। ଯେପରି ମତ୍ସ୍ଯଗଣ ଅଶୁଭ ଜାଲର ଶିକାର ହୁଅନ୍ତି ଓ ଯେପରି ପକ୍ଷୀଗଣ ଫାନ୍ଦର ଶିକାର ହୁଅନ୍ତି, ଠିକ୍ ସହେିପରି ଲୋକମାନେ ଦବୈଦୁର୍ବିପାକର ଶିକାର ହୁଅନ୍ତି।
ସିୟୋନର ଅଧିପତିମାନେ ନିତାନ୍ତ ନିର୍ବୋଧ। ଫାରୋର ଜ୍ଞାନୀ ଉପଦେଷ୍ଟାଗଣ କୁପରାମର୍ଶ ଦିଅନ୍ତି। ସହେି ଅଧିପତିଗଣ ନିଜକୁ ଜ୍ଞାନୀ ଏବଂ ବିଦ୍ବାନ ମନେ କରନ୍ତି। ସମାନେେ ପ୍ରାଚୀନ ବୈଭବଶାଳୀ ରାଜବଂଶର ଅଂଶ ଅଟନ୍ତି। ମାତ୍ର ପ୍ରକୃତ ରେ ସମାନେେ ଜ୍ଞାନୀ ନୁହଁନ୍ତି।'
ସିୟୋନର ଅଧିପତିମାନେ ନିର୍ବୋଧ ହାଇେ ଅଛନ୍ତି। ନୋଫର ଅଧିପତିମାନେ ଭ୍ରାନ୍ତ ଧାରଣା କରିଛନ୍ତି। ତେଣୁ ସହେି ଅଧିପତିଗଣ ମିଶରକୁ ବିପଥଗାମୀ କରାଇଛନ୍ତି।
ରାଜାଙ୍କ ମୁଖରୁ କଥା ଶଷେ ନ ହେଉଣୁ, ଏହି ସ୍ବର୍ଗୀଯବାଣୀ ହେଲା, ହେ ରାଜା ନବୂଖଦ୍ନିତ୍ସର, ତୁମ୍ଭକୁ ଏହି କଥା କୁହାଯାଉଅଛି ଯେ ତୁମ୍ଭଠାରୁ ରାଜ୍ଯ କାଢି ନିଆଗଲା।
ଯାହା ସବୁ ସେତବେେଳେ ଘଟି ଯାଉଥିଲା, ଲୋକେ ତାହା ଜାଣି ପାରୁ ନଥିଲେ। ସତେିକି ବେଳେ ବନ୍ଯା ମାଡ଼ିଆସିଲା। ସବୁ ଲୋକ ନଷ୍ଟ ହାଇଗେଲେ। ମନୁଷ୍ଯ ପୁତ୍ର ଆସିବା ସମୟରେ ଠିକ୍ ସହେିପରି ହବେ।
ଚ଼ାକରଟି ଆଶା କରିନଥିବା ଦିନ ଓ ତାକୁ ଜଣା ନଥିବା ସମୟରେ ସେ ମାଲିକ ଆସି ପହନ୍ଚିେେ।
ଭାଇ ଓ ଭଉଣୀମାନେ! ସମୟଗୁଡ଼ିକ ଓ ତାରିଖଗୁଡ଼ିକ ବିଷୟ ରେ ଏବେ କିଛି ଲେଖିବାର ଆବଶ୍ଯକତା ନାହିଁ।
ସହେି ଭଣ୍ଡ ଶିକ୍ଷକମାନେ କବଳେ ତୁମ୍ଭର ଧନ ଚାହାଁନ୍ତି। ସମାନେେ ଖାଲି ମିଛ କଥା କହି ତୁମ୍ଭର ମନ ନବେେ। ଏହି ଭଣ୍ଡ ଶିକ୍ଷକଙ୍କର ନ୍ଯାୟ ବିଚାର ବହୁ ପୂର୍ବରୁ ପ୍ରସ୍ତୁତ ହାଇେ ରହିଛି। ପରମେଶ୍ବର ସମାନଙ୍କେୁ ନଷ୍ଟ କରି ଦବେେ। ସମାନେେ ତାହାଙ୍କଠାରୁ ରକ୍ଷା ପାଇବେ ନାହିଁ।