ମିଶର ବିଷଯକ ଲୋକ ବାର୍ତ୍ତା : ଦେଖ ! ସଦାପ୍ରଭୁ ଦ୍ରୁତଗାମୀ ମେଘ ରେ ଆସୁଛନ୍ତି। ସେ ମିଶର ରେ ପ୍ରବେଶ କରିବେ ଏବଂ ମିଶରର ସମସ୍ତ ପ୍ରତିମା ଭୟ ରେ ଥରିବେ। ମିଶର ସାହସୀ ଥିଲା, ମାତ୍ର ତା'ର ସେ ସାହସ ଉତ୍ତପ୍ତ ମହମ ପରି ତରଳି ୟିବ।
Cross references
ଆଜି ରାତ୍ରି ରେ ମୁଁ ମିଶର ଦେଶ ମଧ୍ଯ ଦଇେ ୟିବି ଓ ସମାନଙ୍କେର ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ଯା କରିବି। ଏହି ପ୍ରକାର ରେ ମିଶରର ସମସ୍ତ ଦବେତାମାନଙ୍କର ବିଚାର କରିବି। ମୁଁ ତାଙ୍କୁ ଦଖାଇବେି ଯେ, ମୁଁ ହେଉଛି ସଦାପ୍ରଭୁ।
ଲୋକମାନେ ଏହା ଶୁଣି ଅଛନ୍ତି, ସମାନେେ ଭୟ ରେ କମ୍ପୁ ଅଛନ୍ତି। ପଲେଷ୍ଟୀୟ ନିବାସୀମାନେ ଭୟ ରେ ଥରିବାକୁ ଲାଗିଲେ।
ଆଉ ମିଶରୀଯମାନେ ସହେିମାନଙ୍କୁ କବର ଦେଉଥିଲେ, ଯେଉଁମାନେ ମୃତ୍ଯୁବରଣ କଲେ, ଯେତବେେଳେ ସଦାପ୍ରଭୁ ସମାନଙ୍କେର ପ୍ରଥମଜାତମାନଙ୍କୁ ହତ୍ଯାକଲେ ଓ ସମାନଙ୍କେର ଦବଗେଣଙ୍କ ବିପକ୍ଷ ରେ ନ୍ଯାଯ ଆଣିଲେ।
ହେ ୟିଶକ୍ସ୍ଟରକ୍ସ୍ଟଣ, ପରମେଶ୍ବରଙ୍କ ପରି ଆଉ କହେି ନାହିଁ। ସେ ତୁମ୍ଭକୁ ସାହାୟ୍ଯ କରିବା ପାଇଁ ଆକାଶ ରେ ଭ୍ରମଣ କରନ୍ତି। ତାଙ୍କର ମହିମା ବାଦଲ ଉପରେ ଆରୋହଣ କରେ।
ମୁ ଜାଣେ, ସଦାପ୍ରଭୁ ଏହି ଦେଶକକ୍ସ୍ଟ ତକ୍ସ୍ଟମ୍ଭ ଲୋକମାନଙ୍କୁ ଦଇେଛନ୍ତି ଏବଂ ତୁମ୍ଭମାନେେ ଆମ୍ଭଙ୍କକ୍ସ୍ଟ ଭୟ ଜନ୍ମାଉଅଛ, ଏହି ସକାେଶ ଏହି ଦେଶ ନିବାସୀ ସମସ୍ତେ ତୁମ୍ଭମାନଙ୍କୁ ଭୟ କରିଛନ୍ତି।
ଆମ୍ଭମାନେେ ଏହିପରି ମର୍ମନ୍ତକ୍ସ୍ଟଦ କଥାମାନ ଶକ୍ସ୍ଟଣି ଅତ୍ଯନ୍ତ ଭୟଭୀତ ହାଇେ ୟାଇଛକ୍ସ୍ଟ ଏବଂ କହେି ତକ୍ସ୍ଟମ୍ଭ ବିପକ୍ଷ ରେ ୟକ୍ସ୍ଟଦ୍ଧ କରିବା ପାଇଁ ସାହାସ କରୁ ନାହାଁନ୍ତି? କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ଉପରିସ୍ଥ ସ୍ବର୍ଗର ଓ ନୀଚସ୍ଥ ପୃଥିବୀର ପରମେଶ୍ବର ଅଟନ୍ତି।
ସମାନେେ ଯିହାଶୂେୟଙ୍କକ୍ସ୍ଟ କହିଲେ, ସଦାପ୍ରଭୁ ବାସ୍ତବ ରେ ଆମ୍ଭକକ୍ସ୍ଟ ସମସ୍ତ ଦେଶ ଦାନ କରିଛନ୍ତି। ସହେି ଦେଶ ରେ ସମସ୍ତ ଲୋକ ଆମ୍ଭକକ୍ସ୍ଟ ଭୟ କରୁଛନ୍ତି।
ତହିଁ ଉତ୍ତାରକ୍ସ୍ଟ ପଲେଷ୍ଟୀୟମାନେ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ନଇେ ଦାଗୋନ ମନ୍ଦିରକକ୍ସ୍ଟ ଆଣି ଦାଗୋନ ଦବେତା ନିକଟରେ ରଖିଲେ।
ସଦାପ୍ରଭୁ ସହେି ଆକାଶ ବକ୍ଷର ଉଚ୍ଚରେ କିରୂବଦୂତମାନଙ୍କ ସହିତ ଉଡ଼ିବାକୁ ଲାଗିଲେ। ସେ ବାଯୁର ଗତିରେ ଉଡ଼ିବାକୁ ଲାଗିଲେ।
ପରମେଶ୍ବରଙ୍କ ନିମନ୍ତେ ସଂଗୀତ ଗାନ କର, ତାଙ୍କର ନାମର ଗୁଣଗାନ କର। ପରମେଶ୍ବରଙ୍କର ପ୍ରଶଂସା ହେଉ। ୟିଏ ମେଘ ଉପରେ ଆରୋହଣ କରନ୍ତି, ତାଙ୍କ ଆଗରେ ଆନନ୍ଦିତ ହୁଅ।
ପରମେଶ୍ବରଙ୍କ ପାଇଁ ଗାଅ। ସେ ରଥ ଉପରେ ଚଢ଼ି ମହାକାଶରୁ ବାହାରି ଆସନ୍ତି। ତୁମ୍ଭେ ତାଙ୍କର ଗୁରୁ ଗମ୍ଭୀର ସ୍ବରକୁ ଶୁଣ।
ପରମେଶ୍ବର ତୁମ୍ଭେ ଆକାଶର ଜଳରାଶି ଉପରେ ଘର କଲ। ତୁମ୍ଭେ ମେଘମାଳାକୁ ଆପଣା ରଥପରି କରିଛ। ତୁମ୍ଭେ ବାଯୁ ରୂପକ ପକ୍ଷ ଦ୍ବାରା ଆକାଶରେ ଗମନାଗମନ କରୁଛ।
ମୁଁ ଆଶାକରେ ମୁଁ ୟାହାସବୁ କହିଲି ତାହା ଆନନ୍ଦ ଦବେ। ମୁଁ ସଦାପ୍ରଭୁଙ୍କ ପାଇଁ ଆନନ୍ଦିତ ହବେି।
ପରମେଶ୍ବର ଆମାେସଙ୍କ ପୁତ୍ର ଯିଶାଇୟଙ୍କୁ ବାବିଲ ସମ୍ବନ୍ଧୀଯ ବାର୍ତ୍ତା ଦଖାଇେଲେ।
ଲୋକମାନେ ସମାନଙ୍କେର ସାହସ ହରାଇବେ। ଭୟ ଲୋକମାନଙ୍କୁ ଦୁର୍ବଳ କରିଦବେ।
ସଦେିନ ମିଶରୀଯଗଣ ସ୍ତ୍ରୀ ସଦୃଶ ହବେେ। ସମାନେେ ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ଭୟ କରିବେ। ଯେତବେେଳେ ସଦାପ୍ରଭୁ ଦଣ୍ଡ ଦବୋପାଇଁ ହସ୍ତ ଉତ୍ତୋଳନ କରିବେ, ସେତବେେଳେ ସମାନେେ ଭୟଭୀତ ହବେେ।
ଆଉ ଦେଖ, ଏଠି ଏକଦଳ ଲୋକ ଓ ଅଶ୍ବାରୋହୀ ସୈନ୍ଯ ଆସୁଛନ୍ତି।'