Home Bibles ପ୍ରଥମ ଶାମୁୟେଲ 5:2 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 5:2 · ଓଡ଼ିଆ ବାଇବେଲ

ତହିଁ ଉତ୍ତାରକ୍ସ୍ଟ ପଲେଷ୍ଟୀୟମାନେ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ନଇେ ଦାଗୋନ ମନ୍ଦିରକକ୍ସ୍ଟ ଆଣି ଦାଗୋନ ଦବେତା ନିକଟରେ ରଖିଲେ।

Cross references

ବିଚାରକର୍ତାମାନଙ୍କ ବିବରଣ 16:23

ପଲେଷ୍ଟୀୟମାନେ ଏକତ୍ରୀତ ହାଇେ ଜଯଲାଭ ଉତ୍ସବ ପାଳନ କଲେ। ସମାନେେ ସମାନଙ୍କେର ଦବେତା ଦାଗୋନ ଉଦ୍ଦେଶ୍ଯ ରେ ବଳିଦାନ ଉତ୍ସର୍ଗ କଲେ। ସମାନେେ କହିଲେ, ଶାମ୍ଶାେନ୍ଙ୍କକ୍ସ୍ଟ ପରାସ୍ତ କରିବା ପାଇଁ, ଆମ୍ଭମାନଙ୍କର ଦବେତା ଆମ୍ଭମାନଙ୍କୁ ସାହାୟ୍ଯ କଲେ। ଯେ କି ଆମର ଶତୃ ଥିଲା।

ପ୍ରଥମ ବଂଶାବଳୀ 10:10

ପଲେଷ୍ଟୀୟମାନେ ସମାନଙ୍କେ ଭଣ୍ଡ ଦବେତାର ମନ୍ଦିର ରେ ଶାଉଲଙ୍କ ୟୁଦ୍ଧସାଜକୁ ନଇେ ରଖିଲେ। ସମାନେେ ଦାଗୋନ ଦବେତାର ମନ୍ଦିର ରେ ଶାଉଲଙ୍କ ଖପୁରିକୁ ଟଙ୍ଗାଇଲେ।

ଦାନିଏଲ 5:2

ବେଲ୍ଶତ୍ସର ଦ୍ରାକ୍ଷାରସ ପାନ କରୁଥିବା ବେଳେ ତାଙ୍କର ପିତା ନବୂଖଦ୍ନିତ୍ସର। ୟିରୁଶାଲମସ୍ଥ ମନ୍ଦିରରୁ ଅପହରଣ କରି ଆଣିଥିବା ସୁନା ଓ ରୂପା ରେ ପାତ୍ରଗୁଡିକୁ ଆଣିବାକୁ ତାଙ୍କ ଲୋକମାନଙ୍କୁ ଆଦେଶ କଲେ। ସେ ଗ୍ଭହୁଁଥିଲେ ସେଥି ରେ ସେ, ତାଙ୍କର ଅମାତ୍ଯଗଣ, ତାଙ୍କର ପତ୍ନିଗଣ ଓ ଉପପତ୍ନୀଗଣ ଯେପରି ପାନ କରିବେ।

ଦାନିଏଲ 5:23

ଆପଣ ନମ୍ର ହବୋ ପରିବର୍ତେ ସ୍ବର୍ଗସ୍ଥ ସଦାପ୍ରଭୁଙ୍କ ବିରୁଦ୍ଧ ରେ ନିଜକୁ ଉନ୍ନତ କରିଅଛନ୍ତି। ସଦାପ୍ରଭୁଙ୍କ ମନ୍ଦିରର ସୁବର୍ଣ୍ଣ ଓ ରେ ୗପ୍ୟ ପାତ୍ର ରେ ଆପଣ, ଆପଣଙ୍କ ଅମାତ୍ଯଗଣ ଆପଣଙ୍କର ପତ୍ନୀଗଣ ଓ ଆପଣଙ୍କ ଉପପତ୍ନୀଗଣ ଦ୍ରାକ୍ଷାରସ ପାନ କରିଅଛନ୍ତି। ପୁଣି ସୁନା, ରୂପା, ପିତ୍ତଳ, ଲୌହ, କାଠ ଓ ପଥର ନିର୍ମିତ ପ୍ରତିମା ରେ ଦବଗେଣ, ଯେଉଁମାନେ କି ଦେଖନ୍ତି ନାହିଁ, ଜାଣନ୍ତି ନାହିଁ କି ଶୁଣନ୍ତି ନାହିଁ! ସମାନଙ୍କେର ପ୍ରଶଂସା ଆପଣ କରିଅଛନ୍ତି। ଆଉ ଆପଣଙ୍କର ଜୀବନ ଯାହାଙ୍କର ହସ୍ତଗତ ଓ ଆପଣଙ୍କର ସକଳ ପଥ ଯାହାଙ୍କର ଅଧିନ, ଆପଣ ସହେି ପରମେଶ୍ବରଙ୍କର ଗୌରବ କରିନାହାଁନ୍ତି।

ହବକକୂକ 1:11

ତା'ପ ରେ ସମାନେେ ପବନ ପରି ଗତି ରେ ଯିବେ। ସମାନେେ ଦୋଷୀ ଅଟନ୍ତି ଯେ, ସମାନେେ ତାଙ୍କର ନିଜର ଶକ୍ତିକୁ ପୂଜା କରନ୍ତି।

ହବକକୂକ 1:16

ତା'ର ଜାଲ ତାକୁ ଧନୀଲୋକ ପରି ଚଳିବା ରେ ସାହାୟ୍ଯ କରେ ଏବଂ ଉତ୍ତମ ଖାଦ୍ୟ ଯୋଗଏ। ତେଣୁ ଶତୃ ତା'ର ଜାଲକୁ ପୂଜା କରେ। ସେ ତା'ର ଜାଲକୁ ସମ୍ମାନ ଦବୋକୁ ବଳିଦାନ ଓ ଧୂପ ଦିଏ।

Interlinear

Choose Theme