ସଦାପ୍ରଭୁ, ମାରେ ପ୍ରଭୁ ଏ କଥା କହିଛନ୍ତି, ମୁଁ ଦବେତାଗଣକୁ ହିଁ ବିନାଶ କରିବି ଓ ନୋଫରୁ ପ୍ରତିମାଗୁଡ଼ିକୁ ଶଷେ କରାଇବି। ପୁଣି ମିଶର ଦେଶରୁ ଆଉ ଅଧିପତି ଆସିବେ ନାହିଁ। ମୁଁ ମିଶର ଦେଶ ରେ ଭୟ ସୃଷ୍ଟି କରିବି।
Cross references
ଆଜି ରାତ୍ରି ରେ ମୁଁ ମିଶର ଦେଶ ମଧ୍ଯ ଦଇେ ୟିବି ଓ ସମାନଙ୍କେର ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ଯା କରିବି। ଏହି ପ୍ରକାର ରେ ମିଶରର ସମସ୍ତ ଦବେତାମାନଙ୍କର ବିଚାର କରିବି। ମୁଁ ତାଙ୍କୁ ଦଖାଇବେି ଯେ, ମୁଁ ହେଉଛି ସଦାପ୍ରଭୁ।
ମିଶର ବିଷଯକ ଲୋକ ବାର୍ତ୍ତା : ଦେଖ ! ସଦାପ୍ରଭୁ ଦ୍ରୁତଗାମୀ ମେଘ ରେ ଆସୁଛନ୍ତି। ସେ ମିଶର ରେ ପ୍ରବେଶ କରିବେ ଏବଂ ମିଶରର ସମସ୍ତ ପ୍ରତିମା ଭୟ ରେ ଥରିବେ। ମିଶର ସାହସୀ ଥିଲା, ମାତ୍ର ତା'ର ସେ ସାହସ ଉତ୍ତପ୍ତ ମହମ ପରି ତରଳି ୟିବ।
ଅଧିକନ୍ତୁ ନୋଫର ଓ ତଫନ ହଷେର ସନ୍ତାନଗଣ ତୁମ୍ଭ ମସ୍ତକର ମୁକୁଟ ଭାଙ୍ଗି ପକାଇ ଅଛନ୍ତି।
ସଦାପ୍ରଭୁ ପୁଣି କହନ୍ତି, ତୁମ୍ଭମାନେେ ସମାନଙ୍କେୁ କୁହ, ' ସହେି ଦବେତାଗଣ ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରିନାହାନ୍ତି। ତେଣୁ ସମାନେେ ପୃଥିବୀ ଓ ଆକାଶମଣ୍ଡଳରୁ ଧ୍ବଂସ ଓ ଲୁପ୍ତ ହବେେ।'
ନବୂଖଦନିତ୍ସର ମିଶର ଦେଶସ୍ଥ ସମସ୍ତ ଦବୋଳଯ ରେ ଅଗ୍ନି ସଂୟୋଗ କରିବ। ସେ ସଗେୁଡ଼ିକୁ ପୋଡ଼ି ସମସ୍ତ ମୂର୍ତ୍ତି ବାବିଲକୁ ନଇୟିବେ। ପୁଣି ମଷେପାଳକ ଯେପରି ଆପଣା ବସ୍ତ୍ରକୁ ପରିଚ୍ଛନ୍ନ କରେ ସହେିପରି ସେ ମିଶରକୁ ନିର୍ମଳ କରିବ। ସେ ମିଶର ରେ ଶାନ୍ତି ସ୍ଥାପନ କରି ପ୍ରସ୍ଥାନ କରିବ।
ଆଉ ମଧ୍ଯ ସେ ମିଶର ଦେଶସ୍ଥ ସମସ୍ତ ସ୍ମୃତିସ୍ତମ୍ଭ ଯେଉଁଗୁଡ଼ିକ ସୂର୍ୟ୍ଯ ଦବଙ୍କେ ମନ୍ଦିର ରେ ଥିବ, ସଗେୁଡ଼ିକୁ ଭାଙ୍ଗି ପକାଇବ, ପୁଣି ମିଶର ଦେଶସ୍ଥ ଦବୋଳଯ ସବୁ ସେ ଅଗ୍ନି ରେ ଦଗ୍ଧ କରିବ।
ଆମ୍ଭେ କ'ଣ ଦେଖୁଅଛୁ ? ସମାନେେ ଉଦବିଗ୍ନ ହାଇେ ପଛକୁ ଫରେୁଛନ୍ତି। ସମାନଙ୍କେର ବୀରଗଣ ପରାସ୍ତ ହାଇେଛନ୍ତି ଓ ପଛକୁ ନ ଚାହିଁ ଶୀଘ୍ର ଶୀଘ୍ର ପଳାଯନ କରୁଛନ୍ତି। ସମାନଙ୍କେ ଚତୁର୍ଦ୍ଦିଗ ରେ ଆଶଙ୍କା ଭରି ୟାଇଛି। ସଦାପ୍ରଭୁ ଏହିସବୁ କହନ୍ତି।
ତୁମ୍ଭମାନେେ ମିଶର ରେ ପ୍ରଚାର କର, ମିଖଦୋଲ ରେ ଘାଷେଣା କର, ଆଉ ନୋଫ ଓ ତଫନ ହଷେ ରେ କୁହ, 'ତୁମ୍ଭମାନେେ ୟୁଦ୍ଧ ପାଇଁ ଠିଆ ହୁଅ ଓ ଆପଣାକୁ ପ୍ରସ୍ତୁତ କର। କାରଣ ଖଡ୍ଗ ତୁମ୍ଭ ଚାରିଆଡ଼େ ଲୋକମାନଙ୍କୁ ବିନାଶ କରିଚାଲିଛି।'
ହେ ମିଶର କନ୍ଯା, ତୁମ୍ଭେ ନିର୍ମାସନ ୟିବା ପାଇଁ ନିଜକୁ ପ୍ରସ୍ତୁତ କର। କାରଣ ନୋଫ ଧ୍ବଂସପ୍ରାପ୍ତ ଓ ଦଗ୍ଧିଭୂତ ହବେ। ସଠାେ ରେ କହେି ଲୋକ ବାସ କରିବେ ନାହିଁ।
ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, ଦେଖ, ଆମ୍ଭେ ନୋ ଦେଶୀଯ ଅମାନେକୁ, ଫାରୋ, ମିଶର, ତାହାର ଦବଗେଣ ଓ ରାଜଗଣକୁ, ଆଉ ଫାରୋଙ୍କ ଶରଣାପନ୍ନ ସମସ୍ତଙ୍କୁ ଦଣ୍ଡ ଦବୋ।
ଏବଂ ମୁଁ ମିଶରୀଯମାନଙ୍କୁ ଫରୋଇ ଆଣିବି, ମୁଁ ସମାନଙ୍କେୁ ସମାନଙ୍କେର ଜନ୍ମଭୂମି ପାଥ୍ରୋଷକୁ ଫରୋଇ ଆଣିବି। ଏବଂ ସଠାେ ରେ ସମାନେେ ଗୋଟିଏ ଅପ୍ରଧାନ ରାଜ୍ଯ ହାଇେ ରହିବେ।
ଇଶ୍ରାୟେଲର ଲୋକମାନେ ଛାଡି ଗ୍ଭଲିଗଲେ କାରଣ ଶତୃ ସମାନଙ୍କେଠାରୁ ସବୁକିଛି ନଇଗେଲା। ମେମ୍ପିସ ସମାନଙ୍କେୁ ସମାଧି ଦବେ। ସମାନଙ୍କେର ରେ ୗପ୍ୟ ଭଣ୍ତାର ରେ ଅନାବନା ଘାସ ବଢିବ। ଇଶ୍ରାୟେଲୀୟର ବାସସ୍ଥଳ ରେ କଣ୍ଟା ଉତ୍ପନ୍ନ ହବେ।
ସହେି ଲୋକମାନେ ସଦାପ୍ରଭୁଙ୍କୁ ଭୟ କରିବେ, କାରଣ ସଦାପ୍ରଭୁ ଧ୍ବଂସ କରିବେ। ତା'ପ ରେ ସବୁ ଦେଶ ରେ ଲୋକମାନେ ସଦାପ୍ରଭୁଙ୍କୁ ଉପାସନା କରିବେ।
ସମାନେେ ଦାରୁଣ ବ୍ଯଥାର ସମୁଦ୍ର ମଧ୍ଯଦଇେ ପାର ହବେେ ଏବଂ ସମୁଦ୍ରର ଢେଉକୁ ଆଘାତ କରିବେ। ନୀଳ ନଦୀର ଗଭୀରତାର ପାଣି ସବୁ ଶୁଖିୟିବ। ଅଶୂରର ଗର୍ବ ନତ ହବେ ଏବଂ ମିଶରର ରାଜଦଣ୍ତ ଗ୍ଭଲିୟିବ।
ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ଆମ୍ଭେ ଦେଶରୁ ମୂର୍ତ୍ତି ବିନଷ୍ଟ କରିଦବୋ। ଏପରିକି ଲୋକମାନେ ସମାନଙ୍କେର ନାମକୁ ସ୍ମରଣ କରିବେ ନାହିଁ। ଆଉ ମଧ୍ଯ ଆମ୍ଭେ ସମସ୍ତ ଭବିଷ୍ଯଦ୍ବକ୍ତାଗଣ ଓ ଅପବିତ୍ର ଆତ୍ମାଗୁଡିକୁ ପୃଥିବୀରୁ ବି ଲୋପ କରିବା।