ଆଉ ମିଶରୀଯମାନେ ସହେିମାନଙ୍କୁ କବର ଦେଉଥିଲେ, ଯେଉଁମାନେ ମୃତ୍ଯୁବରଣ କଲେ, ଯେତବେେଳେ ସଦାପ୍ରଭୁ ସମାନଙ୍କେର ପ୍ରଥମଜାତମାନଙ୍କୁ ହତ୍ଯାକଲେ ଓ ସମାନଙ୍କେର ଦବଗେଣଙ୍କ ବିପକ୍ଷ ରେ ନ୍ଯାଯ ଆଣିଲେ।
Cross references
ଆଜି ରାତ୍ରି ରେ ମୁଁ ମିଶର ଦେଶ ମଧ୍ଯ ଦଇେ ୟିବି ଓ ସମାନଙ୍କେର ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ଯା କରିବି। ଏହି ପ୍ରକାର ରେ ମିଶରର ସମସ୍ତ ଦବେତାମାନଙ୍କର ବିଚାର କରିବି। ମୁଁ ତାଙ୍କୁ ଦଖାଇବେି ଯେ, ମୁଁ ହେଉଛି ସଦାପ୍ରଭୁ।
ମଧ୍ଯରାତ୍ର ରେ, ସଦାପ୍ରଭୁ ମିଶରର ସମସ୍ତ ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ଯା କଲେ, ଏପରିକି ସଦାପ୍ରଭୁ ରାଜା ଫାରୋଙ୍କର ପ୍ରଥମଜାତ ସନ୍ତାନ, କଏଦିର ପ୍ରଥମ ସନ୍ତାନ ଓ ପଶୁମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ଯା କଲେ।
ବର୍ତ୍ତମାନ ମୁଁ ଜାଣିଲି ଯେ ସଦାପ୍ରଭୁ ହେଉଛନ୍ତି ସମସ୍ତ ଦବେତାଗଣଙ୍କଠାରୁ ମହାନ୍। ସମାନେେ ଯେଉଁ ବିଷଯ ରେ ସମାନଙ୍କେ ବିରୁଦ୍ଧ ରେ ଗର୍ବ କରିଥିଲେ କିନ୍ତୁ ଦେଖ ପରମେଶ୍ବର କ'ଣ କଲେ!
ଯେତବେେଳେ ତୁମ୍ଭମାନେେ ମିଶର ରେ ଥିଲ, ସେତବେେଳେ ମୁଁ ମିଶରୀଯମାନଙ୍କର ପ୍ରଥମଜାତ ସନ୍ତାନଙ୍କୁ ହତ୍ଯା କରିଥିଲି। ଇଶ୍ରାୟେଲ ରେ ସମସ୍ତ ମନୁଷ୍ଯ ଓ ପଶୁର ପ୍ରଥମଜାତକୁ ମାେ ପାଇଁ ପବିତ୍ର କଲି। ସମାନେେ ସମସ୍ତେ ମାରେ ଅଧିକୃତ। ମୁଁ ସଦାପ୍ରଭୁ ଅଟେ।
ଏବଂ ପରମେଶ୍ବର ସମାନଙ୍କେ ଦେଶରେ ସମସ୍ତ ପ୍ରଥମଜାତ ସନ୍ତାନକୁ ହତ୍ଯା କଲେ ଓ ସେ ସମାନଙ୍କେର ଶକ୍ତିର ପ୍ରଥମ ଫଳକୁ ଆଘାତ କଲେ।
ମିଶର ବିଷଯକ ଲୋକ ବାର୍ତ୍ତା : ଦେଖ ! ସଦାପ୍ରଭୁ ଦ୍ରୁତଗାମୀ ମେଘ ରେ ଆସୁଛନ୍ତି। ସେ ମିଶର ରେ ପ୍ରବେଶ କରିବେ ଏବଂ ମିଶରର ସମସ୍ତ ପ୍ରତିମା ଭୟ ରେ ଥରିବେ। ମିଶର ସାହସୀ ଥିଲା, ମାତ୍ର ତା'ର ସେ ସାହସ ଉତ୍ତପ୍ତ ମହମ ପରି ତରଳି ୟିବ।
ସହେି ଲୋକମାନେ ସଦାପ୍ରଭୁଙ୍କୁ ଭୟ କରିବେ, କାରଣ ସଦାପ୍ରଭୁ ଧ୍ବଂସ କରିବେ। ତା'ପ ରେ ସବୁ ଦେଶ ରେ ଲୋକମାନେ ସଦାପ୍ରଭୁଙ୍କୁ ଉପାସନା କରିବେ।
ଏହିପରି ସମୟରେ ସ୍ବର୍ଗ ରେ ୟୁଦ୍ଧ ହେଲା। ମୀଖାଯଲେ ଓ ତାହାଙ୍କର ଦୂତଗଣ ସହେି ସାପ ଓ ତାହାର ଦୂତମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କଲେ। ସାପ ତା'ର ଦୂତମାନଙ୍କ ସହତ ପ୍ରତିୟୁଦ୍ଧ କଲା।